ଆରମ୍ଭ ହେଲା ଶୀତଳଷଷ୍ଠୀ…
୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍ରେ ୯ ମୃତ । ୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର । ୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ । ୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ […]