ଦାବି ପୁରଣ ନହେଲେ ଗଡ଼ିବନି ବସ୍
ଭୁବନେଶ୍ୱର, ୮/୭(ଏସଏସନିୟୁଜ) ରାଜ୍ୟ ବସ୍ ମାଲିକ ସଂଘର ଏକ ଜରୁରୀ କାର୍ୟ୍ୟକାରୀ ବୈଠକ ସଂଘର ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗାଡ଼ି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ରାସନ ସାମଗୀ ଯୋଗାଇ ଦିଆଯିବା ସହିତ ରିହାତି ଦରରେ ଡିଜେଲ ଦିଆଯାଉ ବୋଲି ଦାବି ହୋଇଛି । ଗାଡ଼ି ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଦିଆଯିବା ସହିତ ବୀମା ଅବଧି ବୃଦ୍ଧି କରାଯାଉ ବୋଲି ଓଡ଼ିଶା […]