Browsing daily archive

July 15, 2021

ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ।ବୁଧବାର ସକାଳ ସମୟରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବା ପରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇଛି।ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ସାଠିଏ ହଜାର ଚାରିଶହ କ୍ୟୁସେକ ଜଳ ପ୍ରବାହିତ ହେଉଛି।ଅନ୍ୟପଟେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ସ୍ଥିତି ନଥିବା ସୂଚନା ଦିଆଯାଇଛି।ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଦୁଇଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।ହୀରାକୁଦର ତଳ ମୁଣ୍ଡ ନଦୀରେ ଜଳସ୍ଥର […]

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ,ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବଂ ଚାଷୀ ମାରଣନୀତି ପ୍ରତିବାଦରେ ବାରଙ୍ଗ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୁରୁବାର ପୂର୍ବାହ୍ନରେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବାରଙ୍ଗ କଂଗ୍ରେସ ସଭାପତି ରିତାଞ୍ଜଳି ସାମଲଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାରଙ୍ଗ […]

ଭାଲୁ ସାମ୍ନାରେ ମା ଓ ଝିଅ

ମାଲକାନଗିରି,୧୫/୭(ଏସ ଏସ ନିୟୁଜ)ଜଙ୍ଗଲରେ ଭାଲୁ ସହ କଲେ ଯୁଧ୍ୟ।ନିଜକୁ ଓ ଛୋଟ ପିଲାକୁ ଭାଲୁ କବଳରୁ ରକ୍ଷା କରିବାକୁ ମହିଳା ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ କରିଥିଲେ ପ୍ରାଣମୂର୍ଚ୍ଛ। ସଂଘର୍ଷ।ଶେଷରେ ଭାଲୁ ମୁହଁରୁ ନିଜ ପିଲାକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।କିନ୍ତୁ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ଏହିଭଳି ଘଟଣା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଘଟିଛି। ଆଜି ସକାଳେ ବଣ୍ଡାଘାଟିର କିରସାନି ପଡା ଗ୍ରାମର ସମାରି ଶିଶା ଏବଂ ତାଂକ ଝିଅ ଜଂଗଲକୁ କୌଣସି କାମ […]

ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା

ଭୁବନେଶ୍ବର,୧୫/୭(ଏସଏସନିୟୁଜ) ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ […]

ଛାଡ଼ ହେଲା ଟିକସ

ଭୁବନେଶ୍ୱର,୧୫/୭(ଏସ ଏସ ନିଇଜ)ସରକାର ଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆଂଶିକ ଲାକଡାଉନର ନୂଆ ଗାଇଡ଼ ଲାଇନ ଅନୁସାରେ ରାଜ୍ୟରେ ବସ ଚାଲିବାକୁ ଅନୁମତି ଦେଇଛନ୍ତି ।ଏହାସହ ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ କରିବାକୁ ଘୋଷଣା କରିଛନ୍ତି । ବସ୍ ଉପରୁ ଟିକସ ଛାଡ଼ ପାଇଁ ରାଜ୍ୟ ପରିବହନ ବିଭାଗ ଘୋଷଣା କରିଛି। କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି […]

ଆନ୍ଦୋଳନ ତିବ୍ରତର କରିବାକୁ ଚେତାବନୀ

ମାଲକାନଗିରି, ୧୫/୭(ଏସଏସନିୟୁଜ) କଳାବ୍ୟାଚ୍ ପିନ୍ଧି କାମକରୁଥିବା ଫାର୍ମାସୀ ମାନେ ଆଜି ସେମାନଙ୍କ ଦାବୀ ନେଇ ପୁଣିଥରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେବାସହ ଆଗାମିଦିନରେ ସରକାରଙ୍କ ସହ ସଂଘପକ୍ଷରୁ ହେବା ଆଲୋଚନାରେ ସେମାନଙ୍କ ଦାବୀ ପୁରଣ କରିବାକୁ ଅନୁରୋଧ କରିଛନ୍ତି ।ଏହିଭଳି ଦୃଶ୍ୟ ଆଜି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ମଧ୍ୟ ୩୫ ଦିନ ଧରି କଳାବ୍ୟାଚ୍ ପିନ୍ଧି ଫାର୍ମାସୀ ମାନେ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ […]

ତଦାରଖ କଲେ ମନ୍ତ୍ରୀ

ମାଲକାନଗିରି, ୧୫/୭(ଏସଏସନିୟୁଜ) ତଦାରଖ କଲେ ମନ୍ତ୍ରୀ । ଜିଲ୍ଲାରେ ଜାରି ରହିଥିବା ବିଭିର୍ଣ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ଉପରେ ଅଧରକାରୀମାନଙ୍କ ସହ ଆଲୋଚାନ କରିବା ସହ କାର୍ଯ୍ୟଗୁଡିକ ଶିଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ ।ଆଜି ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତୁଷାର କାନ୍ତି ବେହେରା ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ।ବିଭିର୍ଣ କାର୍ଯ୍ୟସବୁ ବୁଲି ଦେଖିସାରିବାପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଅଧିକାରୀମାନଙ୍କୁ ନେଇ ସମିକ୍ଷା କରିଥିଲେ ।ଏଥିରେ ନବରଙ୍ଗପୁର ସାଂସଦ […]

ମୁହଁ ଖୋଲିଲେ ରୋଷେୟା

ପାରଳାଖେମୁଣ୍ଡି ,୧୫/୭(ଏସଏସନିୟୁଜ)ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏବେ ନୁଆ ମୋଡ ନେଇଛି । ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ବାପା ଆଣିବାପରେ ପାରଳାଖେମୁଣ୍ଡି ପୋଲିସ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟା ଭାରତୀ, ଊୠଙ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୌମ୍ୟ ରଂଜନଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀଙ୍କ ଭୁମିକାକୁନେଇ ପରିବାର ଲୋକ ସନ୍ଦେହ କରିଆସୁଥିଲେ ।ତେବେ ରୋଷେୟା […]

ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫/୭(ଏସଏସନିୟୁଜ)ପେଟ୍ରୋଲ , ଡ଼ିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏହାର ପ୍ରତିବାଦରେ ଓ ଦରବୃଦ୍ଧିର ତୁରନ୍ତ ପ୍ରତ୍ୟାହାର ଦାବୀରେ ସି.ପି.ଆଇ., ସି.ପି.ଏମ୍., ସି.ପି.ଆଇ.(ଏମ୍.ଏଲ୍) ଲିବରେଶନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଫକ୍ଷରୁ ଜୁଲାଇ ୧୫ ତାରିଖରେ ଓଡ଼ିଶା ବନ୍ଦର ଡ଼ାକରା ଦିଆଯାଇଛି । ବିଗତ ବର୍ଷେ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ର ଦର ପ୍ରାୟ ୫୦ରୁ ଉର୍ଦ୍ଧ ଥର ବୃଦ୍ଧି ପାଇଛି । […]

ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳ

ମାଲକାନଗିରି,୧୫/୭(ଏସଏସନିୟୁଜ)ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଯୋଡାମ୍ ଓ ପଣସପୁଟରେ ମାଲକାନଗିରି ନୂତନ ଜିଲ୍ଲାପାଳ ବିଶାଲ ସିଂ ପହଞ୍ଚି ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ମଧ୍ୟ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଥିଲେ। ରାଜ୍ୟ ସରକାର ଙ୍କର ସେତୁ ଯୋଜନାରେ କୃଷି, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ନିକଟରେ କିପରି ପହଞ୍ଚି ପାରିବ, ସେଥପାଇଁ ପ୍ରଶାସନ […]