ଦଲାଲ ସାଜିଲେ ସାମ୍ବାଦିକା
ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ସାମ୍ବାଦିକ ନାଁ ରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ । ଅନ୍ୟମାନଙ୍କ ବିରୁଦ୍ଧରେ ଜାଲ ବିଛାଉଥିବା ବେଳେ ନିଜେ ସେହି ଜାଲରେ ଫସିଲେ । ଚ୍ୟାନେଲର ମୁଖ୍ୟ ରଘୁରାଜ୍ ଓ ସାମ୍ବାଦିକା ପ୍ରିୟମ୍ବଦା ନାୟକ ତାଙ୍କ ଟିମ୍ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ କଲ କରିଥିଲେ । କଲ କରି ଧମକ ପରେ ଅପହରଣ କଲେ ।ପରେ ଅକଥନୀୟ ନିର୍ୟାତନା ସହ ନିର୍ଦ୍ଧୁମ ପିଟି ସିଗାରେଟ ଚେଙ୍କ ଦେଇଥିଲେ । ଟଙ୍କାପାଇସାରିବାପରେ ଅପହରଣକାରୀ ବ୍ୟବସାୟୀଙ୍କୁ […]