Browsing daily archive

September 1, 2021

ରାଜଧାନୀ ଉପକଣ୍ଠରେ ଦେଶୀ ମଦର ଆସର, ୪ ଗିରଫ

ବାରଙ୍ଗ, ୧/୯(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ମଧ୍ୟାହ୍ନରେ ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେ ଚଢ଼ାଉ କରି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନାନୁସାରେ ବୁଧବାର ମଧ୍ୟାହ୍ନରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦୁପାଟଣା ଗ୍ରାମ ବିଦ୍ୟାଳୟ ନିକଟରେ ଅତର୍କିତ […]

ସିରିଜି ଚୋରି ଘଟଣାର ପର୍ଦାଫାଶ କଲା ପୋଲିସ

ଡେଲାଙ୍ଗ,୧/୯(ଏସଏସନିୟୁଜ)ଡ଼େଲାଙ୍ଗ ଥାନା ଅଞ୍ଚଳରେ ଗୋଟିଏ ରାତିରେ ୪ ଟି ସ୍ଥାନରୁ ହୋଇଥିବା ଚୋରୀ ଘଟଣାର ପର୍ଦାଫାସ କରିବା ସହ ୪ଜଣଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଜବତ କରିଛି ।ଗିରଫ ଯୁବକମାନେ ହେଲେ ସଞ୍ଜୟ ବେହେରା, ବିଶ୍ୱଜିତ୍ ବେହେରା, ସନ୍ତୋଷ ମାଲିକ, ଆଜମତ ଖାଁ ଙ୍କ ସହ ଅନ୍ୟ ଦୁଇଜଣ । ଅଭିଯୋଗ ମିଳିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ତେବେ ଗିରପ ହୋଇଥିବା ଅଭିଯୁକ୍ତମାନେ ଗୋଟିଏ ରାତିରେ ୪ ସ୍ଥାନ ରୁ ଚୋରି କରି ଚୋରି […]

ସାର ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର,୧/୯(ଏସଏସନିୟୁଜ) : ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା […]

ମୁକ୍ତାକାଶ ଆଶ୍ରମରେ ପାଠ୍ୟ ପୁସ୍ତକ ବଣ୍ଟନ

ମେଣ୍ଢାଶାଳ,୧/୯(ଏସଏସନିୟୁଜ)ଦିନ ପୂର୍ବାହ୍ନ ରେ ଜାମୁଝରି ସ୍ଥିତ ମୁକ୍ତାକାଶ ଆଶ୍ରମ ପରିସର ରେ କାରା ମଙ୍ଗଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନ୍ତେବାସୀ ମାନଙ୍କ ର ଶିକ୍ଷା ଅର୍ଜନ କରୁଥିବା ପୁଅ ଝିଅ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଗୁଡିକୁ ସ୍ଵେଛାସେବି ଅନୁଷ୍ଠାନ ଠାରୁ ସଂଗ୍ରହ କରାଯାଇ କାରା ଆଶ୍ରମ ର ଅଧିକ୍ଷିକା ସ୍ମିତା ମହାନ୍ତି ଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କ ସନ୍ତାନ ମାନଙ୍କ ପାଇଁ ବିତରଣ କରାଯାଇଥିଲା । ଏହା ସେମାଙ୍କ […]

ଆଜି ବାରଙ୍ଗତହସିଲ ଘେରାଉ

ବାରଙ୍ଗ,୧/୯(ଏସଏସନିୟୁଜ)ବୁଧବାରଦିନ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସନ୍ଦୀପ ସାମଲ କହିଛନ୍ତି।ସନ୍ଦିପଙ୍କ ଅଭିଯୋଗ ହେଲା ଦଳିତ ଲୋକମାନଙ୍କୁ ବାରଙ୍ଗ ତହସିଲ ଅଧିନସ୍ତ ବିଦ୍ୟାଧରପୁର ମୌଜାରେ ଭୁସଂସ୍କାର ଆଇନ ବଳରେ ୧୮୦ ଏକର ଜମି ୧୮୦ଟି ପରିବାରକୁ ଦିଆଯାଇଥିଲା।କିନ୍ତୁ ପର‌୍ୟ୍ୟାୟ କ୍ରମେ ଜିଲା ପ୍ରଶାସନ ଏହି ଗରିବ ଶିକ୍ଷାଗତ କମ ଥିବା ଦଳିତ ଲୋକମାନଙ୍କୁ ମିଳିଥିବା ଜାଗାରୁ ଉଠାଇବା ଉଦେଶ୍ୟରେ ରିଭିଜନ କେଶ କରିଥିଲେ।ପର୍ଯ୍ୟାୟ ଲୋକମାନେ ନିଜ ହକ ପାଇଁ […]

ସାକ୍ଷୀଗୋପାଳ ମନ୍ଦିର ଉନ୍ନତି ପାଇଁ ଡେମୋପ୍ରଦର୍ଶନ

ସାକ୍ଷୀଗୋପାଳ,୩୧/୮(ଏସଏସନିୟୁଜ)ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର ହେବ । ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ ହେବ । ମନ୍ଦିର ଚତୁପାଶ୍ୱର୍ରେ ଥିବା ଜମି ଚିହ୍ନଟ କରାଯାଇ ପ୍ରଥମେ ଉଛେଦ ପ୍ରକିୟା ଆରମ୍ଭ କରାଯିବ ।ଏଥିସହ ବକୁଳବନ, ସିଦ୍ଧବଳରାମପୀଠ, ମିନିଷ୍ଟାଡିୟମ, ମାକେର୍ଟକମ୍ଳେକ୍ସ ମଧ୍ୟ ହେବ ।ଏଥିନିମନ୍ତେ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆୟୋଜିତ ବୈଠକରେ ଏକ ଡୋମୋ ପ୍ରଦର୍ଶିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର […]

ଆଜିର ଅନୁଚିନ୍ତା

⚜️ପ୍ରଥମେ ନିଷ୍ପତ୍ତି ନିଅ, ତାପରେ କାମ ଆରମ୍ଭ କରିବ। ⚜️ଅର୍ଥ ଏବଂ ଧର୍ମ ହେଉଛି କର୍ମର ଆଧାର। ⚜️ଶତ୍ରୁ କେବଳ ଦଣ୍ଡର ଯୋଗ୍ୟ ହୋଇଥାଏ। ⚜️କଠୋର ସ୍ୱର ଅଗ୍ନି ଅପେକ୍ଷା ଅଧିକ ତୀବ୍ର ଆଘାତ ଦେଇଥାଏ। ⚜️ଶକ୍ତିଶାଳୀ ଶତ୍ରୁକୁ ଦୁର୍ବଳ ବୋଲି ଭାବି ତାଙ୍କୁ ଆକ୍ରମଣ କରାଯିବା ଉଚିତ। ⚜️ତୁମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସମାନ ବଳ ସହିତ ଶତ୍ରୁତା କର ନାହିଁ। ⚜️ମନ୍ତ୍ରଣାକୁ ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କଲେ ସିଦ୍ଧ ହୋଇଥାଏ। ⚜️ଯୋଗ୍ୟ […]

ତାଗିଦ୍‌-ଆକ୍ରମଣ କରିବାକୁ ଚିନ୍ତା କଲେ ସ୍ଥିତି ଭୟଙ୍କର…

୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (Contingency Crop Plan) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨. ପୁରୀ ବିଏନଆର ହୋଟେଲରେ ଥିବା ଶତାବ୍ଦୀ ପୁରୁଣା ହେରିଟେଜ ଷ୍ଟିମ ଲୋକୋମୋଟିଭର ସୌନ୍ଦର୍ଯ୍ୟକରଣ । ୩. ଭୁବନେଶ୍ୱରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୧ ତାରିଖ ୨୦୨୧ ମସିହା(ବୁଧବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର- ମୃଗଶିରା ,କନ୍ୟା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ ଭକ୍ଷଣ ନିଷେଧ। ମେଷ –ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା […]