ପୁଣି ଅଜଗର ଧରିଲେ ବୁଲୁ
ମେଣ୍ଢାଶାଳ,୨୭/୯(ଏସଏସନିୟୁଜ)ପୁଣି ସାପ ଧରିଲେ ବୁଲୁ ।ଏଥର ଅଜଗରସାପକୁ ଧରିଛନ୍ତି । ମଳିପଡା ପଂଚାୟତର କାଟେଣିଗ୍ରାମର ଚିତ୍ରସେନମହାରଣାଙ୍କ ଘରେ ପଶିଥିଲା ସାତଫୁଟ ଲମ୍ବର ଏକ ଅଜଗରସାପ ।ସାପଟି ଚନ୍ଦକା ଜଙ୍ଗଲରୁଅସି ତାଙ୍କ ଘରେ ପଶିଯାଇଥିଲା ।ରବିବାର ରାତିରେ ପରିବାରଲୋକ ସାପଟିକୁ ଦେଖିବାପରେ ଭୟଭିତ ହୋଇପଡିଥିଲେ ।ଏହାପରେ ପରିବାର ଲୋକଙ୍କଠାରୁ ମୋବାଇଲ ଯୋଗେ ସୁଚନା ପାଇଁ କାଳବିଳମ୍ଭ ନକରି ଧାଇଁଥିଲେ ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂ୍ଯୁକ୍ତପାତ ଓରଫବୁଲୁ ।ଅଜଗରସାପଟିକୁ ଧରିବାସହ ତାକୁ ଆଣି ଚନ୍ଦକା ଜଙ୍ଗଲରେ ଛାଡିବାପରେ ପରିବାର ଲୋକେ […]