Browsing monthly archive

October 2021

ନନ୍ଦନକାନନରେ କାପଚୁନି ମାଙ୍କଡ ମୃତ,ସଂଖ୍ୟା ୧ କୁ ହ୍ରାସ

ବାରଙ୍ଗ,୨/୧୦(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏକ ଅଣ୍ଡିରା କାପଚୁନି ମାଙ୍କଡ଼ କିଛିଦିନ ହେଲା ଅସୁସ୍ଥ ଥିଲା।ଜୀବନ ସହ ସଂଘର୍ଷ କରି ଶେଷରେ ଆଜି ଆଖି ବୁଜିଛି।ସବୁଦିନ ପରି ପର୍ଯ୍ୟଟକଙ୍କୁ ଆମୋଦ ପ୍ରମୋଦ ଯୋଗାଉଥିବା କାପଚୁନି ମାଙ୍କଡ଼ର ଅଚାନକ ଖୁଆଡ଼ ମଧ୍ୟରେ ମୃତୁ ଘଟିବା ପ୍ରାଣୀ ପ୍ରେମୀଙ୍କ ମହଲରେ ନିରାଶା ଖେଳି ଯାଇଛି।ତେବେ କେଉଁ କାରଣରୁ ମୃତୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ।ବର୍ତମାନ ନନ୍ଦନକାନନରେ କାପଚୁନି ମାଙ୍କଡଙ୍କ ସଂଖ୍ୟା ୧ […]

କିଏ ହେବ ପିପିଲି ବିଧାୟକ ଜଣାପଡିବ କାଲି

ଭୁବନେଶ୍ବର,୨/୧୦(ଏସଏସନିୟୁଜ) ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ପିପିଲି ଉପନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ଆସନ୍ତାକାଲି ସକାଳ ୮ ଟା ରୁ ଗଣତି ହେବ ।ଦୁଇଟି କାଉଣ୍ଟରରେ ୩ ହଲରେ ଗଣତି ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢେ ୮ଟାରେ ଇଭିଏମ କାଉଣ୍ଟ ହେବ। ମୋଟ ୧୪ ଟି ଟେବୁଲରେ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ ହୋଇ ଗଣତି ହେବେ । […]

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁର,୨/୧୦(ଏସଏସନିୟୁଜ) ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲସିହାତରେ ଧରାପଡଛି ୫ କୁଇଣ୍ଟାଲ ଗଞ୍ଜେଇ । ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ-୫୯ର ଖୋଡ଼ାସିଙ୍ଗି ଠାରେ ପୋଲିସ ଏମଏଚ୍ ୧୮ ବିଜି ୨୩୪୨ନଂ ଟ୍ରକକୁ ରୋକି ଯାଂଚ କରିବାପରେ ୪୫ ଲକ୍ଷ ଟଙ୍କାର ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ଏହି ଗଟଣାରେ ରାଜସ୍ଥାନର ମାଙ୍ଗିଲାଲ ଭିଲ୍ ଓ ମାଙ୍ଗିଲାଲ ଗୋରନା ନାମକ ଯୁବକଦ୍ୱୟଙ୍କୁ ଗିରଫ କରିଛନ୍ତି ।ଏମାନେ ପଟ୍ଟାପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଠାରୁ ମହାରାଷ୍ଟ୍ରକୁ […]

ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିବ ପାର୍ବଣ ଭିଡ଼

ଭୁବନେଶ୍ବର, ୨/୧୦(ଏସଏସନିୟୁଜ) ପାର୍ବଣରେ ଭିଡ଼ ବଢିଲେ ସଂକ୍ରମଣ ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ପୂର୍ବ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ କରାଯିବ। ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ। ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ମହାପାତ୍ର ।

ଏଲପିଜି ଗ୍ୟାସ ବୋଝେଇ ଟ୍ରକ୍ ରେ ନିଆଁ

ସୁନ୍ଦରଗଡ଼,୨/୧୯(ଏସଏସନିୟୁଜ) ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏଲପିଜି ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବାବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ନିଆଁ ଲାଗିବା ଯୋଗୁଁ ଏଲପିଜି ଗ୍ୟାସ ବୋଝେଇ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା।ତେବେ ଚାଳକ ଓ ହେଲ୍ପର ସୁରକ୍ଷିତ ବର୍ତିଯାଇଥିବାର ଜଣାପଡିଛି ।

ନାରୀଙ୍କ୧୬ଶୃଙ୍ଗାର କଣ କଣ ..ଆସନ୍ତୁ ଜାଣିବା

ଯେଉଁ ପ୍ରକାର ଭଗବାନ ଜଣେ ଆଦର୍ଶ ପୁରୁଷର ଛବି ପ୍ରସ୍ତୁତ କରିଥାନ୍ତି ସେଇ ପକାର ମାତା ସିତା ମଧ୍ୟ ନାରୀର ଗୋଟେ ଉକୃଷ୍ଟ ପ୍ରସ୍ତୁତ କରଣ ଅଟେ । କଣ ଆପଣ ଜାଣିଛନ୍ତି ଚନ୍ଦ୍ରଙ୍କ ଷୋଳ କଳା ଅଭାବରୁ ପୁରୁଷ ମଧ୍ୟ ପୂର୍ଣ ରୂପରେ ପୁରୁଷ ହୋଇନଥାଏ । ଠିକ ସେହିଭଳି ଷୋଳ ଶୃଙ୍ଗାର ବିନା ନାରୀର ସ୍ୱରୂପ ମଧ୍ୟ ଅଧୁରା ହୋଇଥାଏ । ଆଜି ଆମେ ନାରିଙ୍କ ଷୋଳଶୃଙ୍ଗାର ବିଷୟରେ ଅବଗତ କରାଇବୁ । ଯାହା […]

ଧରାପଡିଲେ ଷ୍ଟାର୍ ପିଣ୍ଟୁ,ଜବତହେଲା ୭୪ ଗ୍ରାମ୍ ବ୍ରାଉନ୍‌ସୁଗାର

ଭୁବନେଶ୍ୱର,୨/୧୦(ଏସଏସନିୟୁଜ) ଭଲନାଁଥିଲା ।ଗରାଖ ମଧ୍ୟ ଆଶାଠାରୁ ଅଧିକ ହେଉଥିଲେ ।ପ୍ରାୟସମୟରେ କଲେଜପିଲା,ଇଞିନିୟରିଂ ପିଲାମାନଙ୍କ ଭୀଡ ଲାଗିରହୁଥିଲା । ରୋଲ୍‌, ଚାଉମିନ୍ ଓ ପକୋଡ଼ା ଭଳି ସୁସ୍ବାଦୁ ଫାଷ୍ଟଫୁଡ଼୍ ଖାଦ୍ୟ ଖାଉଥିଲେ ।କିନ୍ତୁ ବାସ୍ତବଚିତ୍ର ଥିଲା ଅଲଗା । ଫାଷ୍ଟଫୁଡ଼୍ ଖାଦ୍ୟ ବାହାନାରେ ଲୁଚାଛପାରେ ଧଳାଜହର ବିକ୍ରି ହେଉଥିଲା ।ଯେଉଥିପାଇଁ କଲେଜପିଲାମାନଙ୍କର ଭିଡ ରହୁଥିବାର ଏୟାର୍‌ଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ଏକ ଜଣାଶୁଣା ଫାଷ୍ଟଫୁଡ୍ ଦୋକାନ ବିଷୟରେ ପୋଲିସ ଜାଣିବାପରେ ଚଢଉ କରିଥିଲା ।ଚଢଉ ସମୟରେ […]

ଓସ୍କାର ସିଟିରେ ବୁଲିଲା ଖଣ୍ଡା:- ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର,୨/୧୦୯ଏସଏସନିୟୁଜ) ଓସ୍କାର ସିଟିରେ ବୁଲିଲା ଖଣ୍ଡା: ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।ଅନ୍ୟମାନେ ଦେଖୁଥିଲେ ମଧ୍ୟ ମାରାଣାସ୍ତ ଥିବାରୁ ପାଖକୁ ପଶିନଥିଲେ ।ଏହିଭଳି ଅଘଟଣ ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟିରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି । ବାର୍‌ରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଏହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିବା ମଣ୍ଟୁ ବେହେରାନାମକ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରକାସ ଯେ, କଳ୍ପନା ରୋଡ୍‌ସ୍ଥିତ ଏକ ବାର୍‌କୁ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଯାଇଥିବାସହ ମଦନିଶାରେ ଗୀତ ଗାଉଥିବା […]

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ଅକ୍ଟୋବର ମାସ ୦୨ ତାରିଖ ୨୦୨୧ ମସିହା(ଶନିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଏକାଦଶୀ ,ବୃଷ,ସିଂହ ଓ କନ୍ୟା ରାଶିର ଘାତବର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ,ମହାଳୟା ବିଧିରେ ହେବ,ଶିମ୍ବ ପୋଇ ଭକ୍ଷଣ ନିଷେଧ  ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:-ଦେବୀଙ୍କ […]