Browsing monthly archive

October 2021

ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ, ୨୨/୧୦(ଏସଏସନିୟୁଜ) ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ ପୁଷ୍ପାଞ୍ଜଳି ଦାସଙ୍କ ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ନେଇ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଆଗରପଡ଼ା ଥାନା ଅନ୍ତର୍ଗତ ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ନାମକ ଛାତ୍ରୀ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ପଢୁଥିବା […]

ବିନା ଛୁଞ୍ଚିରେ ଶିଶୁଙ୍କ ପାଇଁ ଟିକା

ଭୁବନେଶ୍ବର, ୨୨/୧୦(ଏସଏସନିୟୁଜ) ବିନା ଛୁଞ୍ଚିରେ ଟିକା ନେବେଶିଶୁ । ଡିସିଜିଆଇ ଦ୍ବାରା ଅନୁମୋଦିତ ଯାଇପର ଡି ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟରହିଛି । ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ। ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବବୋଲି ପରିବାର କଲ୍ୟାଣ […]

ବିଦ୍ୟାଧରପୁର ଅଞ୍ଚଳରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୨/୧୦(ଏସଏସନିୟୁଜ) ଜଳେଶ୍ୱର ପୁଲିସ ଓ ଅବକାରୀ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରି ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁରରୁ ବିପୁଳ ପରିମାଣରେ ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରି ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଛି । ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଆସିଥିବାବେଳେ ପୋଲିସ ଚଢଉ କରିଥିଲା । ଚଢ଼ାଉ କରିପୋଲିସ ନୁରଜାହାଁ ବିବିଙ୍କ ପାଖରୁ […]

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୨/୧୦(ଏସଏସନିୟୁଜ) କଂଗ୍ରେସ ଦଳ ଛାଡ଼ିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଅତ୍ୟନ୍ତ କଷ୍ଟର ସହ ସେ ଏଭଳି ନିଷ୍ପତ୍ତି ନେଇଥିବାର ଚିଠିରେ ଉଲ୍ଲେଖ କରିଥିବା […]

ଶତ୍ରୁକୁ ମୁହଁତୋଡ ଜବାବ ଦେବ

୧. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨. ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧ କୋଟି । ୩. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ । ୪. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; […]

ଆଜିର ଅନୁଚିନ୍ତା

☘️ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ପେନ୍ ଧରେଇ ଦିଅନ୍ତି ।କାରଣ ଏହା ବୁଝେଇ ଦେବାକୁ — ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ । ☘️ସମସ୍ତଙ୍କ ଠାରୁ ସବୁ ଜିନିଷ କେବେ ଆଶା କରିବା ଉଚିତ୍ ନୁହେଁ ,କାହିଁକି ନା ଲୋକ ଏଠି ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖିଥାନ୍ତି । ☘️ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ “ଜଣେ କୃଷ୍ଣ ” ଯେ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏 ଅକ୍ଟୋବର ମାସ ୨୨ ତାରିଖ ୨୦୨୧ ମସିହା(ଶୁକ୍ରବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା,ବିଛା,ଧନୁ ଓ ମୀନ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ,ପୋଟଳ ଭକ୍ଷଣ ନିଷେଧ । 👉🏿ମେଷ: ଘାତ ଚନ୍ଦ୍ର👉🏿ବୃଷ: କାର୍ଯ୍ୟ ହାନି👉🏿ମିଥୁନ: ଦ୍ରବ୍ଯ କ୍ରୟ👉🏿 କର୍କଟ: କାର୍ଯ୍ୟ ସିଦ୍ଧି👉🏿 ସିଂହ: ଦାନ ଧର୍ମ👉🏿 କନ୍ୟା: ଆଳସ୍ୟ👉🏿 ତୁଳା: ଆମୋଦପ୍ରମୋଦ👉🏿 ବିଛା: ଧୈର୍ଯ୍ୟ ହାନି👉🏿ଧନୁ: ଆଲୋଚନା🤙🏿ମକର: କାର୍ଯ୍ୟ ହାନି👉🏿 କୁମ୍ଭ : କାର୍ଯ୍ୟ ସଫଳ👉🏿 ମୀନ: ଅସନ୍ତୋଷ। ମେଷ-ଆଜିର […]

ଗିରଫ ହେଲେ ୩ ମୋବାଇଲ୍ ଲୁଟେରା

ଭୁବନେଶ୍ୱର, ୨୧/୧୦(ଏସଏସନିୟୁଜ) ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୧ଟି ମୋବାଇଲ୍ ସହ ଗୋଟିଏ ବାଇକ୍ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।ଏହି ଲୁଟେରାମାନେ ପିତାପଲ୍ଲିରୁ ଆଇଗିଣିଆ ଆସୁଥିବା ଆଳୁ ଟ୍ରକକୁ ଟାର୍ଗେଟ କରୁଥିଲେ । ୧୨ ତାରିଖ ରାତିରେ ବିଷ୍ଣୁ କୁମାର ସାହୁ ଆଳୁଗଦି ଅଣ୍ଡରପାସ୍ ନିକଟରେ ଆସୁଥିବାବେଳେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରି ମୋବାଇଲ୍ ସହ ବାଇକ୍ ଛଡ଼ାଇ ନେଇ ପଳାଇଥିବାର ଖଣ୍ଡଗିରିଥାନାରେ ଅଭିଯୋଗ ହୋଇଥିଲା ।ଥାନାଅଧରକାରି […]

ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼, ୨୧/୧୦(ଏସଏସନିୟୁଜ) କାଦୋବାହାଲ ପଞ୍ଚାୟତ ଅଧୀନସ୍ଥ ଭଦ୍ରାଟୋଲୀ ବସ୍ତିରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ଭତ୍ତାଧାରୀ ବୃଦ୍ଧ ଦମ୍ପତିଙ୍କୁ କିଏ ହତ୍ୟା କରିଛି ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖବରପାଇ ରାଏବଗା ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ନରହନ୍ତା ଦନ୍ତା ଖାଉଛି ପାଚିଲାଧାନ,କରୁଛି ଆକ୍ରମଣ

ତେଲକୋଇ,୨୧/୧୦(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ କୁଦୁମୁଣ୍ଡା ଚକରେ ଥିବା ଜମିର ଧାନ ଫସଲକୁ ହାତୀପଲ ଖାଇବା ସହ ନଷ୍ଟ କରୁଥିବାର ଖବର ପାଇ ଗ୍ରାମବାସୀମାନେ ଯାଇଥିଲେ । ବିମଳା ଗ୍ରାମର ହାଡିବଂଧୁ ନାୟକ ମଧ୍ୟ ଯାଇଥିଲା ।କିନ୍ତୁ ଯିବା ବାଟରେ ଗାଁ ମୁଣ୍ଡ ଦୋଛକିରେ ନରହନ୍ତା ଦନ୍ତା ହାବୁଡରେ ପଡିଯାଇଥିଲା ।ଦନ୍ତା ଆକ୍ରମଣ କରିଥିବାବେଳେ ଏହି ବାଟରେ ଯାଉଥିବା ଅନ୍ୟଦୁଇଜଣ ଚାଷୀ ପାଟିକରିବାରୁ ହାତୀଟି ଛାଡି ପଳାଇଯାଇଥିଲା ।ଗ୍ରାମବାସୀମାନେ ଗୁରୁତର ଆହତ ହୋଇଥିବା ହାଡିବଂଧୁକୁ ଚିକିସ୍‌ାପାଇଁ ତେଲକୋଇ […]