ମାରଣାସ୍ତ୍ର ଦେଖାଇ ବିବାହିତାଙ୍କୁ ଦୁଷ୍କର୍ମ କଲେ ହାବିଲଦାର
ଗଞ୍ଜାମ, ୧୦/୧୨(ଏସଏସନିୟୁଜ)ଜଣେ ବିବାହିତ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଗୋପାଳକୃଷ୍ଣ ବେହେରା ନାମକ ହାବିଲଦାର ଦୁଷ୍କର୍ମ କରିବାର ଅଭିଯୋଗ ରମ୍ଭା ଥାନାରେ ହୋଇଛି । ଗୋପାଳକୃଷ୍ଣ ବେହେରା ଅଷ୍ଟମ ବାଟାଲିଅନ୍ରେ ହାବିଲଦାର୍ ଭାବେ କାର୍ଯ୍ୟକରିବା ସହ ରମ୍ଭା ସହର ନିକଟ ଲକ୍ଷ୍ମୀପୁର ଗ୍ରାମରେ ରହୁଛନ୍ତି ।ଗତକାଲିରାତିରେ ଭଡାଘରେ ରହୁଥିବା ବିବାହିତ ମହିଳାଙ୍କ ଘରକୁଯାଇ ତାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲେ ।ଘେ ଏକୁଟିଆ ଥିବାର ଜାଣି ହାବିଲଦାର ଜଣଙ୍କ ପାଖରେ ରଖିଥିବା ମାରଣାସ୍ତ୍ର ଦେଖାଇ ବିବାହିତ ମହିଳାଙ୍କୁ […]