Browsing yearly archive

2021

ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର,୧୯/୬(ଏସଏସନିୟୁଜ) ୨୧ ତାରିଖରୁ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତକାଲି ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଉ ଏକ ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଓଡ଼ିଶା ଉପରେ ରହିଥିବା ସିଜିନାଲ୍ ଟ୍ରପ୍‌-ଲାଇନ୍ ଏବେ ଲଘୁଚାପ କ୍ଷେତ୍ର ଦେଇ ଗତି କରୁଛି ।ଫଳରେ […]

କରୋନା ଯୁଦ୍ଧରେ ହାରିଗଲେ ଦେବାଶିଷ

ଭୁବନେଶ୍ୱର,୧୯/୬(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ‌ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା। କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ୫୬ ବର୍ଷ ରେ ପଦାର୍ପଣ କରିଥିବା ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ […]

ଲଙ୍ଗଳ ଓ ଧାନବସ୍ତା ରାସ୍ତାରେ ଥୋଇ ବସିଲେ ଚାଷୀ

ଡେଲାଙ୍ଗ,୧୮/୬(ଏସଏସନିୟୁଜ) ପଟ୍ଟନାୟକିଆ– ଡେଲାଙ୍ଗ ରାସ୍ତାର ଲୁଣାନଦୀ ସେତୁ ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରେ ବସିଥିଲେ । ଡେଲାଙ୍ଗ ବ୍ଳକରେ ମିଲର ,ଯୋଗାଣ ବିଭାଗ ଓ ସମବାୟ ସମିତିର ସମ୍ପାଦକ ମାନଙ୍କ ମଧୁଚନ୍ଦିକା ଯୋଗୁ ଚାଷୀ ମାନେ ପ୍ରାୟ ଚାରି ଘଣ୍ଟା ରାସ୍ତା ରୋକ କରିଥିଲେ । ଡେଲାଙ୍ଗ ତହସିଲଦାର ଓ ଥାନା ଆଇଆଇସି ଚାଷୀଙ୍କୁ ବୁଝାସୁଜା କରିବାସହ ପ୍ରତିଶୃତି ଦେବା ପରେ ଚାଷୀ ମାନେ ରାସ୍ତାରୁ ହଟିଥିଲେ ।ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକିରହିଥିବା […]

ସାକ୍ଷୀଗୋପାଳ ରୁ ଚିହ୍ନଟ ହେଲା ବଉଳବୃକ୍ଷ

ସାକ୍ଷୀଗୋପାଳ,୧୮/୬(ଏସଏସନିୟୁଜ) ସାକ୍ଷୀଗୋପାଳ ସାରୁଗାଡିଆ ସ୍ଥିତ ବକୁଳବନରୁ ଚିହ୍ନଟ ହୋଇଛି ବଉଳବୃକ୍ଷ । ଶ୍ରୀ ଜଗନ୍ନାଥ ଓ ବଡଠାକୁର ଙ୍କ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗଲାଗିରେ ସେନାପଟା ଓ ବାହୁଟ ଗୁପ୍ତସେବା ନିମନ୍ତେ ଏହା ଲାଗିବ ।ଏଥିନିମନ୍ତେ ରଥ ନିର୍ମାଣ ସୁପରଭାଇଜର ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇ ସେବକ ରବି ଭୋଇ, ଧୁର୍ବ ଚରଣ ଭୋଇ ବଉଳ ଗଛ ମାପଚୁପ କରିବା ପରେ ଠାକୁରଙ୍କ ସେବା ପାଇଁ ବୃକ୍ଷଟିକୁ ଚୟନ କରିଥିଲେ ।ଆବଶ୍ୟକ ୬ ହାତ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ?ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ । ?ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ। ?ସଫଳତା…..!!!ଗୋଟିଏ ଦିନରେ ମିଳିବନି.. ପରନ୍ତୁ ଦିନେ ନା ଦିନେ ନିଶ୍ଚୟ ମିଳିବ। ?ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ। […]

ଧରାପଡିଗଲା ମ୍ୟାଡମ୍‌ଙ୍କ ମିଛ

୧-ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ।ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି। ୨-ବିଶେଷଜ୍ଞଙ୍କ ଆଶଙ୍କା ଅକ୍ଟୋବର ସୁଦ୍ଧା ଆସିପାରେ କରୋନାର ତୃତୀୟ ଲହର। ପ୍ରସ୍ତୁତ ରହି ଡବଲ ମାସ୍କ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ୩-ସାଇବର ଅପରାଧୀଙ୍କ ନୂଆ କୈ।ଶଳ ,ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ପ୍ରମାଣ ପତ୍ର ନାଁ ରେ ଅଭିଭାବକଙ୍କୁ ଫସାଉଛନ୍ତି। ୪-କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF। […]

ଆଜିର ରାଶିଫଳ

ଜୁନ ମାସ ୧୯ ତାରିଖ ୨୦୨୧ ମସିହା(ଶନିବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ନକ୍ଷତ୍ର- ହସ୍ତା ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ କଲମ ଶାଗ ଭକ୍ଷଣ ନିଷେଧ।  ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି […]

ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ହେବ ପରୀକ୍ଷା

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ) ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା ହେବାର ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେମିଷ୍ଟାର ପରୀକ୍ଷା କେବେ ହେବ ସଂପୃକ୍ତ ୟୁନିଭରସିଟି ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ୟୁନିଭରସିଟି ବା ଅଟୋନୋମସ କଲେଜ୍ ମଧ୍ୟ ପରୀକ୍ଷା ତାରିଖ ସ୍ଥିର କରିବେ ବୋଲି ସେ […]

ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ)ବିଜେଡି କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁର ମିଳିତ ଉଦ୍ୟମ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।ଆଜି ଶିବିରରେ ସାଂସଦ ଅମର ପଟନାୟକ ଏହାକୁ ତଦାରଖ କରିଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ସମ୍ପାଦକ ରଶ୍ମି ରଜନ ଦାଶ ଏହାର ନେତୃତ୍ୱ ନେଇଥିଲେ ।କୋଭିଡ ନିୟମ ଅନୁସାରେ ଏହା ଆୟୋଜନ କରାଯାଇଥିଲା।ଏଥିରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।

ଲଗାଇଲେ ଗଛ,କଲେ ସଚେତନତା

ଆସ୍କା,୧୮/୬(ଏସ ଏସ ନିୟୁଜ)ଶୁକ୍ରବାରଦିନ ଗଞ୍ଜାମ ଜିଲ୍ଲା ର ବିଭିର୍ଣ ସ୍ଥାନ ରେ ବୃକ୍ଷରୋପଣ କରାଯାଇଛି । ମହାମାରୀ କରୋନା ର କରାଳ କାୟା ରେ ବହୁତ ଜୀବନ ଯାଇଛି ।ଏହାସହ ଅକସିଜେନର ଅଭାବ ଯୋଗୁ ମୃତୁ ର ଅନ୍ୟ ଏକ କାରଣ ସାଜିଛି । ଆଜି ଗଞ୍ଜାମ ଜିଲ୍ଲା ପାଳ ଙ୍କ ଅନୁମୋଦନ କ୍ରମେ ସବୁ ବ୍ଲକ ରେ ଓ ପଞ୍ଚାୟତରେ ବୃକ୍ଷରୋପଣ ର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷିରେ ଆଜି ଆସ୍କା ବ୍ଲକ ଅନ୍ତର୍ଗତ ବରଗାମ […]