Browsing yearly archive

2021

ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

କଟକ,୮/୬(ଏସ ଏସ ନିୟୁଜ) ଏନଏଚ୍ ରେ ଯାଉଥିବା ମାଛଗାଡିରୁ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଉଳିଆଗଞ୍ଜ ଥାନା ପେଲିସ ହାତରେ ଧରାପଡିଛନ୍ତି ୫ ଯୁବକ ।ସେମାନଙ୍କଠାରୁ ପୋଲିସ ଗୋଟିଏ ଦେଶି ରିଭଲଭର, ଗୋଟିଏ ଏୟାର ପିସ୍ତଲ, ଗୋଟିଏ ଫୋଲ୍ଡିଂ ଛୁରୀ,ଗୋଟିଏ ଲୁହା ବାଡ଼ି ,ଗୋଟିଏ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ତ-୪୪୬୨, ଗୋଟିଏ ଣବଜ୍ଞବଷବ ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ଇଝ-୬୨୧୪ , ଏକ ହୋଣ୍ଡା ସ୍କୁଟର ଯାହାର ନମ୍ବର ଙଊ-୦୫-ଇତ-୦୩୬୨ କୁ ଜବତ କରିବା […]

ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ୨୬ କୋଟି ୨୯ ଲକ୍ଷ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ  […]

ବାପା ସମ୍ନାରେ ପୁଅକୁ ହତ୍ୟା

ଭୁବନେଶ୍ୱର ,୮/୫(ଏସଏସନିୟୁଜ) ଷ୍ଟେସନ ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟ। ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ କେତେକ ଯୁବକ ଆସି ତାଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।.ଏହିଭଳିଘଟଣା ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ଘଟିଛି । ବାପା ରବିନ୍ଦ୍ରଙ୍କ ସାମ୍ନାରେ ପୁଅ କାର୍ତ୍ତିକ ସାହୁକୁ ଅତି […]

ନବବଧୂଙ୍କଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣୀ,୭/୬(ଏସଏସନିୟୁଜ) ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେଥିବା ଏକ ଭଡାଘରୁ ନବବିବାହିତା ବଧୂଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ (୨୦) ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ପରିବାରଲୋକଙ୍କ ଅନିଛାସତ୍ୱେ ଏହି ବିବାହ ହୋଇଥରବାରୁ ଉଭୟ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ ।ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ […]

ବିଧବା ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବାର ଜଣାପଡିଛି । କୌଶଳ କ୍ରମେ ପୀଡିତା ସେଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ବଡ଼ବିଲ ଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ଗୁରୁବାରଦିନ ବିଧବା ମହିଳାଜଣଙ୍କ ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ । ଗୁରୁଦ୍ୱାରା […]

ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍

ଓଡ଼ଗାଁ ,୭/୬(ଏସଏସନିୟୁଜ) ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍ । ଓଡ଼ଗାଁରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାକୁ ଦୃଷ୍ଟିରେ ରଖି ଅନେକ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।ଏହାସହିତ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ସାତପାଟିଆ ଗ୍ରାମକୁ ତହସିଲଦାର ବିଜୟୀତା ସାମନ୍ତସିଂହାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ତଦାରଖ କରିବା ସହ ବାହାର […]

ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’

୧-୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ । ୨-ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ […]

ଆଜିର ଅନୁଚିନ୍ତା

➡️କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁହୁଏତ ମୃତ୍ୟୁ ପୂର୍ବରୁ କ୍ଷମା ମାଗିବା ପାଇଁ ତାଙ୍କୁ ଆଉ ଖୋଜି ପାଇବ ନାହିଁ । ➡️ସୁନ୍ଦରତା କିମ୍ବା ମଧୁର କଥାରେ ସମ୍ପର୍କ ତିଷ୍ଠି ପାରେ ନାହିଁ,ସମ୍ପର୍କ ତିଷ୍ଠି ରହେ ସୁନ୍ଦର ହୃଦୟ ଆଉ ଅତୁଟ ବିଶ୍ବାସ ଦ୍ବାରା । ➡️ ନ ହରେଇବା ଯାଏ କେବେ ବି ଗୁରୁତ୍ୱ ବୁଝି ହୁଏ ନାହିଁ । ➡️କିଛି ମଣିଷର ଭାଗ୍ୟଟା ଏତେ ଖରାପ ଯେ ସେମାନେ ଅନ୍ତରରୁ ଯେତେ ଭଲ […]

ଆଜିର ରାଶିଫଳ

ମେଷ=ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ=ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ଆମରଣ ଅନଶନରେ ବସିଲେ ଜିଲ୍ଳାପରିଷଦସଭ୍ୟ

  ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀଙ୍କ ବଦଳି ଦବୀରେ ଥାନା ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି ୨୧ ନମ୍ବର ଜୋନ ବିଜେପି ଜିଲ୍ଳା ପରିଷଦ ସଭ୍ୟ  ଦେବଦତ୍ତ ଚୌଧୁରୀ।ସେ ତାଙ୍କ ଅଭିଯୋଗରେ କହିଛନ୍ତି,ଥାନା ଅଧିକାରୀକାଳନ୍ଦୀ ବେହେରା ଦୀର୍ଘ ୪ ବର୍ଷ ହେବ ଏହି ଥାନାରେ ଅଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଏକ ଥାନାରେ କୌଣସି ଥାନା ଅଧିକାରୀ ୩ ବର୍ଷରୁ ଅଧିକ ସମୟ ରହିବା କଥା ନୁହେଁ କିନ୍ତୁ ଏଠାରେ ବ୍ୟତିକ୍ରମ […]