ବିଜୟ ମାଲ୍ୟାଙ୍କୁ ଝଟକା
ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟଙ୍କଠାରୁ ଲାଗିଛି ବଡ ଝଟକା । ମଙ୍ଗଳବାର ଦିନ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି । ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଇଁ ଟଙ୍କା ଫେରସ୍ତ ହେବାର ଏକ ନୂଆ ଆଶା ସଞ୍ଚାର ହୋଇଛି । କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ଉପରେ ସୁରକ୍ଷା କଭର ହଟାଇ ଦେଇଛନ୍ତି । ଲଣ୍ଡନ ହାଇକୋର୍ଟର ଏହି ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ପାଇଁ ଏକ ବଡ […]