Browsing yearly archive

2021

ଆଜିର ଅନୁଚିନ୍ତା

➡️ବଡ ବଡ ଗ୍ରନ୍ଥ ପଢି ଦେଲେ କି ୧୦୮ ମାଳା ଜପ କରିଦେଲେ ଶାନ୍ତି ମିଳେ ନାହିଁ, ପ୍ରକୃତ ଶାନ୍ତି ଉତ୍ତମ କର୍ମ ଆଉ ସ୍ବଚ୍ଛ ବିଚାରରୁ ମିଳେ । ➡️ଆତ୍ମା କାନ୍ଦୁଥିଲେ ମଧ୍ୟ ସବୁ କଷ୍ଟ ସହି ଯିଏ ହୃଦୟରୁ କ୍ଷମା କରି ଆଶୀର୍ବାଦ ଦିଏ ସେ ହେଉଛି “ମାଆ” ➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତା ଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୨ ତାରିଖ ୨୦୨୧ ମସିହା(ସୋମବାର)ଫାଲଗୁନ ମାସ-ଶୁକ୍ଳପ,କ୍ଷତିଥି-ଅଷ୍ଟମୀ ,ନକ୍ଷତ୍ର-ଆଦ୍ରା ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଓ ଲାଉ ଭକ୍ଷଣ ନିଷେଧ ।  ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ […]

ନିଆଁ ପାଇଁ ଗଲା ଦୂଇ ଜୀବନ

ଯାଜପୁର,୨୧/୩(ଏସ ଏସ ନିୟୁଜ)ଯାଜପୁର ଅଞ୍ଚଳରେ ଦୁଇଟି ଦୁଃଖଦ ଘଟଣା ଘଟିଛି। ନିଆଁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ନିଆଁ ଲାଗି ୧୨ବଖରା ଘର ପୋଡିଯାଇଛି। ପ୍ରକାଶ ଯେ,ବାଲିଚନ୍ଦ୍ରପୁର ଥାନା ଅଧିନ ନଳିନୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ମା ଓ ପୁଅଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ୭ ବର୍ଷର ପୁଅ ସହ ମାଆ ଚାନ୍ଦ ବିବି ।ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା […]

ମୋ କଲେଜ ଅଭିଯାନରେ ଯୋଡିହେଲେ କଲେଜ ଛାତ୍ରଛାତ୍ରୀ

ବାରଙ୍ଗ,୨୧/୩( ଏସଏସନିୟୁଜ)ଆଜି ସାରା ରାଜ୍ୟରେ ମୋ କଲେଜ ଅଭିଯାନ ନାମକ ଅନଲାଇନ୍ ପ୍ରାର୍ଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ନେବାର ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୧ ତାରିଖ ୨୦୨୧ ମସିହା(ରବିବାର)ସମ୍ବତ୍ସର -ଆନନ୍ଦୋ,ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ,ନକ୍ଷତ୍ର-ମୃଗଶିରା,କନ୍ୟା ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ […]

ଆଜିର ଅନୁଚିନ୍ତା

➡️ଯାହାର ବାପା ନାହିଁ ତାହାର ଅଧା ଦୁନିଆ ନାହିଁ ! ଯାହାର ମାଆ ନାହିଁ ତାହାର ପୁରା ପୃଥିବୀଟା ନାହିଁ । ➡️ଏ ଦୁନିଆରେ ନିଜ ସ୍ବାର୍ଥ ବିନା କେହି କାହାକୁ ପଚାରନ୍ତି ନାହିଁ । ➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ । ➡️ସଫା ହୃଦୟ ଥିବା ଲୋକ ସବୁବେଳେ ମାନସିକ ଯନ୍ତ୍ରଣାପାଏ,କାରଣ ଅନେକ ସମୟରେ ଲୋକମାନେ ତାକୁ […]

ଆଲୋଚନା କଲେ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୦/୩(ସତ୍ୟସନ୍ଧାନ ଡେସ୍କ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ […]

ଆଜିର ଅନୁଚିନ୍ତା

➡️ସମୟ ଆସିବାକୁ ଟିକେ ସମୟ ଦିଅ, ସମୟ ଆସିଲେ ନିଶ୍ଚିତ ସମୟ ହିଁ ଉତ୍ତର ଦେବ । ➡️ଏହାହିଁ ବର୍ତ୍ତମାନର ସମାଜ ସତ୍ ମଣିଷମାନେ ଅବହେଳିତ ଆଉ ଅସତ୍ ମଣିଷମାନେ ସମ୍ମାନିତ । ➡️ଧର୍ଯ୍ ମଣିଷକୁ ଉନ୍ନତି କରେ ମିଛ ମଣିଷକୁ ଧ୍ବଂସ କରେ । ➡️ଆଳସ୍ୟ ଠାରୁ ବଡ କୌଣସି ଶତୃ ନାହିଁ, ଆଳସ୍ୟ ହିଁ ଗୋଟେ ଜିନିଷ ଯାହା ଆପଣଙ୍କୁ ଆଗକୁ ବଢିବାକୁ ଦେଇ ନ ଥାଏ । ➡️ବେଳେ ବେଳେ ଆମ ଜୀବନରେ […]

ଦୋଳଯାତ୍ରା ଓ ହୋଲି ପାଳନ ଉପରେ ଲାଗିଲା ରୋକ୍

୧-ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୩-କରୋନା ପାଇଁ ଦୋଳଯାତ୍ରା ଓ ହୋଲି ପାଳନ ଉପରେ ସରକାର ରୋକ୍ ‌ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ କେହି ରଙ୍ଗ ଖେଳିପାରିବେ ନାହିଁ। ୪–ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା । ୫-ନିର୍ବାଚନୀ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୦ ତାରିଖ ୨୦୨୧ ମସିହା(ଶନିବାର)ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ,ନକ୍ଷତ୍ର-ରୋହିଣୀ, ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଓ ଭକ୍ଷଣ ନିଷେଧ ।  ମେଷ-ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ […]