Browsing yearly archive

2021

ନିର୍ବାଚନ ପାଇଁ ହଟିଲା ହୋଡିଂ

ଡେଲାଙ୍ଗ,୧୮/୩(ଏସଏସନିୟୁଜ) ଡେଲାଙ୍ଗ ରୁ ହଟୁଛି ହୋଡିଂ । ଡେଲାଙ୍ଗ ବ୍ଳକରେ ହେବାକୁ ଥିବା ଉପ ନିର୍ବାଚନ ପାଇ ପ୍ରଶାସନ ପକ୍ଷରୁ ଏହିଭଳି କରାଯାଉଛି । ଡେଲାଙ୍ଗ ବ୍ଳକରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା, ସ୍ୱଚ୍ଛତାର ସହ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।ପ୍ରାଥମିକ ପର୍ଯ୍ୟାୟରେ ଲାଗିଥିବା ବିଭିର୍ଣ ରାଜନୈତିକ ହୋଡିଂକୁ ହଟାଯାଉଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ଘଢ଼େଇ, ବିଡିଓ ଦିଲିପ […]

 ଗ୍ରାମବାସୀଙ୍କ ସହ  ବିରୋଧରେ ବସିଲେ ଜଟଣୀ ବିଧାୟକ 

ଜଟଣୀ ,୧୮/୩(ଏସଏସନିୟୁଜ) ୪ ବର୍ଷ ହେଲା ଲାଗି ରହିଥିବା  ଜଗନ୍ନାଥ ଜମି ସମସ୍ୟା ସମାଧାନ ନ ହେବା  ପର୍ଯ୍ୟନ୍ତ ସିଳପୁଆ ମୁଣ୍ଡିଆରୁ ମାଟି ମରୋମ ନେବାକୁ ଦେବୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।ଏହାସହ ଗ୍ରାମବାସୀମାନେ ପ୍ରଶାସନ ପକ୍ଷରୁ ନେବାକୁ କରାଯାଇଥିବା ଉଦ୍ୟମକୁ ବିରୋଧ କରି ଗାଡିଆଗରେ ବସିରହିଛନ୍ତି ।ଖବରପାଇ ଜଟଣୀବିଧାୟକ ସୁରେଶ୍ କୁମାର ରାଉତରାୟ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀମାନଙ୍କ ମିଶି ଏହି ବିରୋଧରେ ସାମିଲ ହୋଇଛନ୍ତି । ପ୍ରକାସ ଯେ, ଏୟାର ପୋର୍ଟ ପାଇଁ ଆବଶ୍ୟକ ଥିବା […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ,ବିଛା ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ । ମେଷ:-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। […]

ଆଜିର ଅନୁଚିନ୍ତା

➡️ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !! ➡️ବନ୍ଧୁତା ସର୍ବଦା ନିଜର ସମସାମୟିକ ସମଭାବାପନ୍ନ, ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ । ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେ ସୁଖ ଦେଇପାରେ ନାହିଁ ➡️ମଣିଷ ଯେଉଁମାନଙ୍କ ସହିତ ରହିବ […]

ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା

୧-ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଜାରି ହେ‌ଲା ୟେଲୋ ୱାର୍ଣ୍ଣିଂ ୨-୪ର୍ଥ ଟି-ଟ୍ବେଣ୍ଟି : ଇଂଲଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ,୨-୨ରେ ସିରିଜ୍ ବରାବର କଲା ବିରାଟ ବାହିନୀ । ୩-ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା, ଆକ୍ରମଣରେ ବିଜେପି କର୍ମୀ ଆହତ । ୪-ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ : ବିକ୍ରି ନୁହେଁ, ‘ସମାନ ନୀତି’ ଅନୁସାରେ ଜମିର ବନ୍ଦୋବସ୍ତ କରାଯାଉଛି । ୫-UG ଛାତ୍ରଛାତ୍ରୀ […]

ଚୌଦ୍ୱାର ମଣ୍ଡଳ କାରାଗାରରେ ହେଲା ଶୁଭ ବିବାହ

ଚୌଦ୍ୱାର ,୧୭/୩(ଏସ ଏସନିୟୁଜ) ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଆଜି ଚୌଦ୍ୱାର ମଣ୍ଡଳ କାରାଗାର ରେ ଦ୍ୱତୀୟ ଥର ଲାଗି ବିବାହ ଉସ୍‌ବ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିବା ଏହି ବିବାହ ଉସ୍‌ବରେ ବିଚାରଧୀନ ଅଭିଯୁକ୍ତ ନୃସିଂଘ ଦାସ ବର ସାଜିଥିବାବେଳେ କନ୍ୟାଭାବେ ପୀଡିତା ପୂଜା ଦାସ ଥିଲେ ।ସାମସ୍ତେ ବେଶ ଖୁସି ମନାଇଥିଲେ ।ବନ୍ଧୁବାନ୍ଧବମାନଙ୍କଠାରୁ ଆରମ୍ଭକରି ଉଭୟପରିବାରବର୍ଘଙ୍କ ଉପସ୍ଥିତିରେ ଏହି ଶୁଭକାର୍ଯ୍ୟ ସମ୍ପନ୍ନ […]

୫ କୋଟି ଟଙ୍କା ଠକି ଯୁବକ ଗିରଫ

କଟକ,୧୭/୩(ଏସଏସନିୟୁଜ) ୫ କୋଟି ଟଙ୍କା ଠକି ଥିବା ସାଙ୍ଗଭୀ ଏଣ୍ଟରପ୍ରାଇଜର୍ସ ସଂସ୍ଥାର ମାଲିକ ବିପ୍ର ପ୍ରସାଦ ସ୍ୱାଇଁଙ୍କୁ କଟକ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୋବାଇଲ ଫୋନ ଏବଂ ଟିଭି ରିଚାର୍ଜ କରିବା ନାଁରେ ଲୋକଙଙ୍କୁ ଠକିବା ସହ କମ ମୂଲ୍ୟରେ ଏହି ସୁବିଧା ବର୍ଷକ ପାଇଁ ମିଳିବ କହି ଗ୍ରାମାଞ୍ଚଳରେ ଲୋକମାନଙ୍କ ଠାରୁ ଅଗ୍ରୀମ ଅର୍ଥ ଆଦାୟ କରୁଥିଲେ ।ଆରମ୍ଭରୁ ଏହି ସୁବିଧା କିଛି ଲୋକଙ୍କୁ ଦେବାପରେ ପରବର୍ତି ସମୟରେ […]

ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା

ସକାଳର ଖବର,ତାରିଖ ୧୭/୦୩/୨୦୨୧,ବୁଧବାର ➡️୧-ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ । ➡️୨-ଏଣିକି ଏ-୪ ସାଇଜ୍ କାଗଜରେ ବି କରାଯାଇପାରିବ କୋର୍ଟଙ୍କୁ ଆବେଦନ। ଏ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧ ଏପ୍ରିଲରୁ ହେବ କାର୍ଯ୍ୟକାରୀ । ➡️୩-ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟ କ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ […]

ଆଜିର ଅନୁଚିନ୍ତା

➡️ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଏ, କଥା ହେବା ଶୈଳୀ ବି ବଦଳି ଯାଏ ➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ୟକୁ ଇର୍ଷା କରୁଥିବା ଲୋକ ତା ଜୀବନରେ କେବେ ସଫଳତା ପାଇନଥାଏ । ➡️ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଇଥାନ୍ତି ।ଆଉ ପୁରୁଣା ହୋଇଗଲେ, ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି । ➡️ଏ ଦୁନିଆରେ ଆପଣଙ୍କ ନାମ ସହିତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୭ ତାରିଖ ୨୦୨୧ ମସିହା(ବୁଧବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ,ନକ୍ଷତ୍ର-ଅଶ୍ଵିନୀ ,ମେଷ ରାଶି ର ଘାତଚନ୍ଦ୍ର,କର୍କଟ ରାଶି ର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧମୂଳା ,ବେଲ ଓ ଭକ୍ଷଣ ନିଷେଧ ।  ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମୀୟ ଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା […]