Browsing yearly archive

2021

ଏପ୍ରିଲ ୧୭ରେ ପିପିଲି ନିର୍ବାଚନ

ପିପିଲି,୧୬/୩(ଏସଏସନିୟୁଜ) ପିପିଲି ଉପନିର୍ବାଚନ ପାଇ ତାରିଖ ଘୋଷଣା ହୋଇଛି ।ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ । ଏଥିନେଇ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ମାର୍ଚ୍ଚ ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୩୧ତାରିଖରେ ପାର୍ଥୀପତ୍ର ଯାଞ୍ଚ ହୋଇଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ବୋଲି ଜଣାପଡିଛି । ମେ’ ୨ ତାରିଖରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।

ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

ବାରଙ୍ଗ,୧୬/୩(ଏସ ଏସ ନିୟୁଜ)ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ବରିଷ୍ଠ ନାଗରିକ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ରେ ୧୨୫ ଜଣ ବୟସ୍କଙ୍କୁ ଟିକା ଦାନ କରାଯାଇଛି।ପ୍ରକାଶ ଯେ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ୬୦ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କରୋନା ଟିକା ଦିଆଯାଇଛି।ଏଥିରେ ବାରଙ୍ଗ ଅଞ୍ଚଳ ତଥା ଆଖପାଖ ପଞ୍ଚାୟତ ରୁ ପ୍ରାୟ ୧୨୫ ଜଣ ବ୍ୟକ୍ତି ଓ ମହିଳା ଯୋଗଦେଇ ଟିକା ନେଇଥିଲେ।ସକାଳ ୯ ଘଟିକା ଠାରୁ ଆରମ୍ଭ […]

ସତ୍ୟସନ୍ଧାନର ପ୍ରଭାବ

ବାରଙ୍ଗ,୧୬/୩(ଏସ ଏସ ନିୟୁଜ)ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ କୁ ରାସ୍ତା କଡ଼ରୁ ହଟାଇଛି ବିଦ୍ୟୁତ୍ ବିଭାଗ।ଏନେଇ ‘ସତ୍ୟସନ୍ଧାନ’ ରେ ରାସ୍ତାରେ ଝୁଲୁଛି ବିଦ୍ୟୁତ ଖୁଣ୍ଟ ଶୀର୍ଷକ ଖବର ପ୍ରସାରଣ ହେବ ପରେ ତତ୍ପରତା ଦେଖାଇଛି ବିଦ୍ୟୁତ୍ ବିଭାଗ।ସୂଚନାନୁସାରେ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ଠାରୁ ମାତ୍ର ୩ ସହ ମିଟର ଦୁର ପୁରୀ ମୁଖ୍ୟ କେନାଲ କଡ଼ରେ ଥିବା ଦୁଇଟି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା।ଏଥିସହ ଖୁଣ୍ଟରେ ଟ୍ରାନ୍ସଫର୍ମର ମଧ୍ୟ ବସିଥିଲା।କିନ୍ତୁ ଏଥିରେ […]

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ହେବ ଖେଳ

୧-କରୋନାକୁ ନେଇ ବଡ ନିଷ୍ପତ୍ତି, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ବାକି ତିନି ଟି-୨୦ ମ୍ୟାଚ୍। ୨-‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ଚାକିରି ଛାଡ଼଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର । ୩-ଆଜି ଶିମିଳିପାଳ ଆସି ସ୍ଥିତି ଅନୁଧ୍ୟାନ କରିବେ ଟାସ୍କଫୋର୍ସ ସଦସ୍ୟ..! ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ଟାସ୍କଫୋର୍ସର ଦାବି। ୪-ଏଣିକି ଗୋଟିଏ କ୍ଲିକ୍‌ରେ ହେବ ପାସ୍‌ପୋର୍ଟ ଯାଞ୍ଚ,ଓଡ଼ିଶା ପୁଲିସ୍ ୫ଟି କାର୍ଯ୍ୟକ୍ରମ ଆଧାରରେ ‘ଏମ୍ ପୁଲିସ’ ମୋବାଇଲ […]

ଆଜିର ଅନୁଚିନ୍ତା

➡️ନିଜ ଇଚ୍ଛାରେ କେବେ ସୁଖ ମିଳେ ନାହିଁ । ଆତ୍ମ ସନ୍ତୋଷ ହିଁ ପ୍ରକୃତ ସୁଖ ! ➡️ନିଜର ଏବଂ ଅନ୍ୟର ଆତ୍ମାର ଆହ୍ୱାନକୁ ଏଡି ଦେଇ ହେବନାହିଁ ! ➡️ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ ➡️ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି ! ➡️ଯାହା ହୋଇଛି ଭଲ ହୋଇଛି […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା, ନକ୍ଷତ୍ର-ଅଶ୍ଵିନୀ,ମେଷ ରାଶି ର ଘାତଚନ୍ଦ୍ର,ମକର ରାଶିର ଘାତବାର, ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଓ ମୂଳା ଭକ୍ଷଣ ନିଷେଧ ।  ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ […]

ଶିକାରୀ ଫେରାର ,ଧରାପଡିଲା ବାରହା ମାଂସସହ ସ୍କୁଟି

ନୟାଗଡ,୧୫/୩(ଏସ୍‌ଏସ୍‌ନିୟୁଜ)କୈାଶଳକ୍ରମେ ଖସିଗଲେ ଶିକାରୀ ।କିନ୍ତୁ ଛାଡିଦେଇଗଲେ ସନ୍ତକ ।ବନବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡିଲା ବାରହା ରନ୍ଧାମାଂସ ,ସ୍କୁଟି ଓ କେବୁଲ । ଏହି ଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନ ରେ । ବାରହା ମାଂସ ସହ ରନ୍ଧାମାଂସ ବିକ୍ରି କରାଯାଇଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭାଗ କର୍ମଚାରୀମାନେ ଚଢାଉକରିଥିଲେ । କିନ୍ତୁ କୈାଶଳକ୍ରମେ ଖସି ଯାଇଥିଲେ ଶିକାରୀ ।ତେବେ ବନବିଭାଗ ହାତରେ ଓଡ଼ି ୩୩ ଡ଼ବ୍ଲୁ ୭୭୨୬ନଂ […]

ଗାଁରେ ପଶିଲା କୁଟ୍ରା

ବାରଙ୍ଗ,୧୫/୩(ଏସଏସନିୟୁଜ)ପୁଣି ଗାଁମୁହାଁ ଜଙ୍ଗଲି ପଶୁପକ୍ଷୀ ।ଜଙ୍ଗଲରେ ନିଆଁ ଲାଗିବା ହେଉ କିମ୍ବା ଖାଦ୍ୟର ଅଭାବ ହେଉ ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନେ ବାଧ୍ୟ ହୋଇ ଜଙ୍ଗଲରୁ ବାହାରି ଜନବସତିଆଡକୁ ମୁହାଁଉଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସୋମବାର ସନ୍ଧ୍ୟା ସମୟରେ ଗୋଡିସାହି ଫାଣ୍ଡି ଅଧିନସ୍ଥ ନରାଜଗ୍ରାମରେ ଦେଖିବାକୁ ମିଳିଥିଲା ।୫/୬ବର୍ଷର ଏକ ମାଇ କୁଟ୍ରାକୁୁ କିଛି ବୁଲାକୁକୁର କାମୁଡିବାକୁ ଗୋଡାଉଥିଲେ ।କୁଟୁରାଟି ନିଜକୁ ବଂଚାଇବାକୁ ପ୍ରାଣମୁର୍ଛା ଉଦ୍ୟମ ମଧ୍ୟ କରିଥିଲା ।ଶେଷରେ ନିରୁପାୟ ହୋଇ ଜନବସତି ଆଡେ ପଶିଯାଇଥିଲା । […]

ସାବଧାନ ! ରାସ୍ତାରେ ଝୁଲୁଛି ବିଦ୍ୟୁତ୍ ଖୁଣ୍ଟ

ବାରଙ୍ଗ:୧୫/୩(ଏସ ଏସ ନିୟୁଜ) ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଅଦରକାରୀ ଲାଇନ ଖୁଣ୍ଟ ଏବେ ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲିଟିଛି।ଦୀର୍ଘ ଦିନରୁ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ ନୀରବଦ୍ରଷ୍ଟା ହୋଇ ବସି ରହିଛି। ପ୍ରକାଶ ଯେ ଗୋଡିସାହି ରୁ ବାରଙ୍ଗ ସଂଯୋଗ କରୁଥିବା ବାରଙ୍ଗ ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି।ଟ୍ରାନ୍ସଫର୍ମର ବସାଯାଇଥିବା ଖୁଣ୍ଟ ଦୁଇଟି […]

ଖୁଣ୍ଟୁଣୀ ଓ ଟାଙ୍ଗିବନ୍ତ ଡାକ୍ତରଖାନାରେ ଆରମ୍ଭ ହେଲା କୋଭିଡ-୧୯ ଟୀକା

ଖୁଣ୍ଟୁଣି,୧୫/୩(ଏସ ଏସ ନିୟୁଜ) ଖୁଣ୍ଟୁଣି ଡାକ୍ତରଖାନାରେ ଆରମ୍ଭ ହୋଇଛି କୋଭିଡ ଟୀକା ପ୍ରଦାନ । ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଦିଲ୍ଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ସୁଧାଂଶୁ ପ୍ରିୟଦର୍ଶନୀ ଭୂୟାଁ ଟୀକା ପ୍ରଦାନ କରୁଥିବା ବେଳେ, ଏଥିରେ ସହଯୋଗ କରୁଛନ୍ତି ଡାଟା ଏଣ୍ଟ୍ରି ଅପରେଟର ଦିନେଶ୍ୱ କୁମାର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶିକା ନିର୍ମଳା ଦାସ , ମମତା ସାହୁ, ବିଷ୍ଣୁପ୍ରିୟା ବେଉରା, ପୂର୍ଣ୍ଣିମା ପ୍ରଧାନ, ଦିଲ୍ଲୀପ ସାହୁ ପ୍ରମୁଖ । ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଗୌରହରି […]