Browsing yearly archive

2021

ମହିଳା ଥାନା ଖୋଜିବ କଙ୍କାଳ କାହାର

୧-ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି । ୨-ଆଜିଠାରୁ ୧୯ଯାଏ ‘କୃଷି ଓଡ଼ିଶା ୨୦୨୧’ ଭୁବନେଶ୍ୱରରେ ୫ ଦିନ ଚାଲିବ ମେଗା କୃଷି ପ୍ରଦର୍ଶନୀ । ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩-ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଆସନ୍ତା ୨୬ରୁ ଦୁଇଦିନିଆ ଗସ୍ତରେ ବାଂଲାଦେଶ ଯାଇ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ୪-ଏଣିକି କେଉଁ ଷ୍ଟେସନରେ […]

ଆଜିର ଅନୁଚିନ୍ତା

➡️ଧନ ରୋଜଗାର କରିବାର ଲାଳସା ସବୁରି ଅଛି । ➡️ଯାହା ପାଖରେ ଧନ ନାହିଁ ସେ ଚେଷ୍ଟା କଲେ ପାଇପାରେ। ➡️ମାତ୍ର ଯିଏ ମୂର୍ଖ ସେ ପରିଣତ ବୟସରେ ଶତଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ନିପୂଣ ହୋଇପାରେ ନାହିଁ ‘ସବୁ କିଛି ଶିକ୍ଷା କରିବାର ବୟସସୀମା ଅଛି । ➡️ନିଜଠାରୁ ବୟସ୍କ ଲୋକଙ୍କ ପାଖରେ ମିଛ କହିବା ଠିକ୍ ନୁହେଁ । ➡️ନିଜର ଜ୍ଞାତିବନ୍ଧୁ କୁଟୁମ୍ବ । ଭାଇ ବିରାଦରଙ୍କ ଆଗରେ ଛୋଟ ହୋଇ ରହିବା ଅପେକ୍ଷା […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୫ ତାରିଖ ୨୦୨୧ ମସିହା(ସୋମବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା , ନକ୍ଷତ୍ର-ରେବତୀ ,ଧନୁ ରାଶି ର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର,,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଓ ପୋଟଳ ଭକ୍ଷଣ ନିଷେଧ ।  ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ […]

ହୁଇଲ ଚେୟାରରେ ମମତା କରିବେ ପ୍ରଚାର

୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍, ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୨-ଆସନ୍ତା ୨୧ ରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ସ୍ତରୀୟ ସାହିତ୍ୟ ଆସର । ୩-ବିମାନ ଯାତ୍ରୀଙ୍କ ପାଇଁ କଡ଼ା ହେଲା କୋଭିଡ କଟକଣା – ମାସ୍କ ନ ପିନ୍ଧିଲେ ବିମାନବନ୍ଦରକୁ ପ୍ରବେଶ ନାହିଁ । ୪-ଆସନ୍ତା […]

ଆଜିର ଅନୁଚିନ୍ତା

➡️ଯେଉଁମାନେ ଗଢିବାର କ୍ଷମତା ରଖନ୍ତି ସେମାନେ ନିଜେ କେବେ ଭାଙ୍ଗି ପଡନ୍ତି ନାହିଁ, ସବୁଥର ସେମାନେ କିଛି ନା କିଛି ଶିଖନ୍ତି ଏବଂ ଆଗକୁ ବଢନ୍ତି । ➡️ମୃତ୍ୟୁ ପ୍ରଶ୍ନ କଲା ଜୀବନକୁ -କାହିଁକି ତୁମକୁ ସମସ୍ତେ ଭଲ ପାଆନ୍ତି ? ଆଉ ମୋତେ ଘୃଣା, କରନ୍ତି ଜୀବନ ହସି ଦେଇ କହିଲା,କାରଣ ମୁଁ ହେଉଛି ଗୋଟେ ମିଛ ଦୁନିଆ ଆଉ ତୁମେ ଗୋଟିଏ ନିରାଟ ସତ୍ୟ –!!! ➡️ତୁମେ କେତେ ଶିକ୍ଷିତ ତାହା ତୁମ ରୁପ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୪ ତାରିଖ ୨୦୨୧ ମସିହା(ରବିବାର) ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ,ନକ୍ଷତ୍ର-ଉତ୍ତରଭାଦ୍ର,ଧନୁ ରାଶି ର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଓ ବୋଇତିକଖାରୁ ଭକ୍ଷଣ ନିଷେଧ ।  ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା […]

ସରିଲା ବେଲେଶ୍ୱର ମହାଦେବଙ୍କ ଜାଗର ଉତ୍ସବ

ବାରଙ୍ଗ,୧୩/୩(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମର ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କର ତିନିଦିନ ବ୍ୟାପି ଜାଗର ଉତ୍ସବ ଉଦଯାପିତ ହେଇଯାଇଛି ।ଏହି ଉତ୍ସବଟି ଜାଗର ଦିନ ଆରମ୍ଭ ହୋଇ ଆଜି ସମାପନ ହେଇଛି ଏହି ଅବସରରେ ଜାଗର ଦିନ କଳସି ଶୋଭାଯାତ୍ରା ହୋଇ ତିନିଦିନ ଧରି ବିଶ୍ବଶାନ୍ତି ମହାଯଜ୍ଞ ଆହୂତ ହେଇଥିଲା । ପୂର୍ଣ୍ଣଆହୁତି ରେ ଭକ୍ତ ମାନେ କୋଭିଡି କଟକଣାକୁ ଦୃଷ୍ଟିରେ ରଖି ପ୍ରସାଦ ସେବନ କରିଥିଲେ। ଜଗତସିଂହପୁର ନାଉଗାଁରୁ ଆଗତ ପାଲାକାର ଅରୁଣ […]

ଗାଧୋଇବା ବେଳେ ଚାଲିଗଲା ପ୍ରାଣ

ଭୁବନେଶ୍ବର,୧୩/୩(ଏସଏସନିୟୁଜ) ବାଙ୍କୁଆଳ ପାଖ କୁଆଖାଇରେ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାଳକର ମୃତ୍ୟୁ ଘଟିଛି ।ମୃତ୍ୟୁବରଣ କରିଥିବା ବାଳକ ସପ୍ତମଶ୍ରେଣୀର ହୋଇଥିବାବେଳେ ଲକ୍ଷ୍ମିସାଗର ଅଂଚଳର ମହେଶ୍ୱରପୃଷ୍ଟି ବୋଲି ଜଣାପଡିଛି ।ତେବେ ୩ଜଣ ସାଙ୍ଗଙ୍କ ସହ କୁଆଖାଇକୁ ଶନିବାରଦିନ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା ।ଗାଧୋଇବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଡିଯାଇଥିବାବେଳେ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ନିଲମ୍ବିତ ହେଲେ ଯାଆଁଳା ଫାଣ୍ଡି ଅଧିକାରୀ

ଜଟଣୀ, ୧୩/୩(ଏସଏସନିୟୁଜ) ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ମିଳିବା ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏମ୍ସ ପକ୍ଷରୁ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ବ୍ୟବଚ୍ଛେଦ ରିପୋର୍ଟରେ ସ୍ୱାଭାବିକ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ପରିଚୟ ପାଇବାକୁ ପୋଲିସ ଛାନଭିନ୍ ଜାରି ରଖିବାନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ ସତ୍ୟବ୍ରତ […]

ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା

ଡେଲାଙ୍ଗ,୧୩/୩(ଏସଏସନିୟୁଜ) ଓଡିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତିୀ ଅବସରରେ ଡେଲାଙ୍ଗର ବେରବୋଇ ଗାନ୍ଧୀ ପୀଠ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ଐତିହାସିକ ପଦଯାତ୍ରା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା […]