Browsing yearly archive

2021

ଆଜିର ଅନୁଚିନ୍ତା

🦋ଜୀବନ ଏକ ମୁହୂର୍ତ୍ତରେ ବଦଳେ ନାହିଁ ମାତ୍ର ନିଷ୍ପତ୍ତି ଏକ ମୁହୂର୍ତ୍ତରେ ବଦଳେ,ନିଷ୍ପତ୍ତି ନେବା ପୂର୍ବରୁ ଜୀବନକୁ ଏକ ମୁହୁର୍ତ୍ତ ନୀରବ ନିଶ୍ଚଳ ଦେଖିବାକୁ ହେବ ଠିକ୍ ପାହାଡର ଧୈର୍ଯ୍ୟ ପରି ତେବେ ନିଷ୍ପତ୍ତି ନିଶ୍ଚୟ ବାସ୍ତବ ଖରସ୍ରୋତା ପାଲଟିଯିବ । 🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ । 🦋ଦୁଃଖ ଯନ୍ତ୍ରଣା ଯେଉଁ ମୁହୂର୍ତ୍ତରେ ଦେଖା ଦିଏ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ନଭେମ୍ବର ମାସ ୦୩ ତାରିଖ ୨୦୨୧ମସିହା (ବୁଧବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ,ବିରି ଭକ୍ଷଣ ନିଷେଧ।👉🏿ମେଷ: ଧୈର୍ଯ୍ୟ ବୃଦ୍ଧି👉🏿ବୃଷ: କାର୍ଯ୍ୟ ହାନି👉🏿ମିଥୁନ: ମନସ୍ତାପ👉🏿 କର୍କଟ: ପରିଶ୍ରମ👉🏿 ସିଂହ: ଲୋଭଗ୍ରସ୍ତ👉🏿 କନ୍ୟା: ସ୍ବାଧୀନ କାର୍ଯ୍ୟ👉🏿 ତୁଳା: ଚାତୁର୍ଯ୍ୟ👉🏿 ବିଛା: ବ୍ୟୟ ଯୋଗ👉🏿ଧନୁ: ପ୍ରାଧାନ୍ୟ🤙🏿 ମକର : ଉଚ୍ଚ ଆଶା👉🏿 କୁମ୍ଭ : ଧନକ୍ଷୟ👉🏿 ମୀନ: ପ୍ରୀତି ଲାଭ । ମେଷ:-ଆଜି କୌଣସି କାରଣ ରୁ ଆପଣ […]

ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ

୧-ଭୁବନେଶ୍ୱର: ବେଆଇନ ବାଣ ବିକ୍ରି ଜଗିବାକୁ ନିର୍ଦ୍ଦେଶ,ପେସୋର ଯାଞ୍ଚ ପରେ ସବୁଜ ବାଣ ବିକ୍ରି ଲାଇସେନ୍ସ ମିଳିବ। ୨-ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ।୬୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୦୦ ଜଣ ହୋଇଛନ୍ତି କୃତକାର୍ଯ୍ୟ। ୩-ଓଡ଼ିଶାରେ ଜନଜାତିଙ୍କ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍‌ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷରିତ। ୪-କୁଚିଣ୍ଡା:ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ […]

ଶ୍ରୀମନ୍ଦିର ପାଇଁ ୧୯୦.୨୬ କୋଟି ଟଙ୍କା

ପୁରୀ, ୨/୧୧(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀଶ୍ରୀମନ୍ଦିର ଲାଗି ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅନୁମୋଦନ ମିଳିଛି।ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।ସେହିଭଳିଭାବେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ। ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଟଙ୍କା ଆୟ ହେବାର ଆକାଳନ ହୋଇଛି। ଜମି […]

ଗିରଫ ହେଲେ ନିମାପଡା ତହସିଲଦାର

ଭୁବନେଶ୍ୱର,୨/୧୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ସାନଭାଇ ଲକ୍ଷ୍ମଣ ଜେନା ଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଆଜି ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । କଟକର ସିଡିଏ, ଧାନମଣ୍ଡଳ ଓ ଗରଦପୁର ବାସଭବନରେ ଚଢ଼ାଉ ହୋଇଥିଲା । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା ।ଏହାପରେ ତହସିଲଦାରଙ୍କ ନାମରେ ୫ରୁ […]

ଭୁବନେଶ୍ୱରରେ ମା-ପୁଅଙ୍କୁ ହତ୍ୟା

ଭୁବନେଶ୍ୱର, ୨/୧୧(ଏସଏସନିୟୁଜ) ତମାଣ୍ଡୋ ଥାନା ଅଂଚଳର କଳିଙ୍ଗ ନଗରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ବାମୀ ଅବନ୍ତୀ ମଙ୍ଗରାଜ ତାଙ୍କ ସ୍ତ୍ରୀ ଓ ୧୦ ବର୍ଷର ପୁଅକୁ ହତ୍ୟା କରିଛି ।ଏହି ଡବଲମର୍ଡର ଘଟଣାରେ ପୋଲିସ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି । ସ୍ବାମୀ ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ପାରିବାରିକ କଳହ ଅଥବା ଅଶାନ୍ତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଅନୁମାନ […]

ଗିରଫ ହେଲେ କୋଟିପତି ପୁଲିସ ଏସ୍‌ଆଇ

ଭୁବନେଶ୍ୱର, ୨/୧୧(ଏସଏସନିୟୁଜ) ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି। ଆଜି ସକାଳୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏସ୍‌ଆଇ ସମରେନ୍ଦ୍ରଙ୍କ ଢେଙ୍କାନାଳ ଜିଲ୍ଲାରେଥିବା ୭ଟି ଘର ଓ ଫାର୍ମ ହାଉସରେ ଏକକାଳୀନ ଚଢ଼ଉ କରିଥିଲେ। ଫାଣ୍ଡି ଅଧିକାରୀଙ୍କର ୯୯ଲକ୍ଷ ମୂଲ୍ୟର ଟଙ୍କା କଣ୍ଟାନାଳୀ ଠାରେ ଥିବା ୨ଟି ଘର, ୧୦ ଲକ୍ଷ ଟଙ୍କାର ସୁନା ଗହଣା, କନାରା ବ୍ୟାଙ୍କରେ ୮ଟି […]

ଚୁଲି ଜଳେଇଲା, ଗ୍ୟାସ ମୁଣ୍ଡାଇଲେ

୧-ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ପାରିବେ ଗ୍ରୀନ୍‌ ବାଣ, ଅନ୍ୟ ସମୟରେ ଫୁଟାଇଲେ ହେବ ଜରିମାନା:SRC ୨-ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ।ମ୍ରିଣାଳ କୁଟ୍ଟେରୀ, ତନ୍ମୟ ଗୁପ୍ତା ଓ କାର୍ତ୍ତିକ ଜି.ନାୟର ଶୀର୍ଷ ସ୍ଥାନରେ ଅଛନ୍ତି। ୩-ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି । ୪-ଆଜିଠୁ […]

ଆଜିର ରାଶିଫଳ

ନଭେମ୍ବର ମାସ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ,ବୃଷ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଦ୍ଵାଦଶୀ ର ଏକୋଦିଷ୍ଟ ଓ ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଶାଗ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ! ➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ !! ➡️”ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି !! […]