ସ୍ଥିତି ଅସମ୍ଭାଳ
➡️୧-ଟିକାକରଣରେ ରାଜ୍ୟ ହାସଲ କଲା ନୂଆ ସଫଳତା । ରାଜ୍ୟରେ ବର୍ତମାନ ସୁଦ୍ଧା ୭୮ ପ୍ରତିଶତ ପ୍ରଥମ ଡୋଜ୍ ଓ ୩୨ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ➡️୨-ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ➡️୩-କୋଭାକ୍ସିନର ଅନୁମୋଦନ ବିଷୟରେ ବିମର୍ଶ ପାଇଁ ଅକ୍ଟୋବର ୨୬ରେ ବସିବ WHO […]