Browsing yearly archive

2021

ଆଜିର ଅନୁଚିନ୍ତା

🦋ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ । 🦋ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଥାଏ, କିନ୍ତୁ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଯାଇ ପ୍ରାୟତଃ ଏହାକୁ ନଷ୍ଟ କରନ୍ତି । 🦋ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ କାହାରିକୁ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ? […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୪ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ତୃତୀୟା,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଥୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମୂଳା ଭକ୍ଷଣ ନିଷେଧ। ମେଷ :-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ […]

ରାସ୍ତାରେ ବସିଲେ ଗ୍ରାମବାସୀ

ପାତ୍ରପୁର,୨୩/୯(ଏସଏସନିୟୁଜ) ମହେନ୍ଦ୍ର ତନୟା ନଦୀରେ ବୁଡ଼ି ବୁରାତାଲ ପଞ୍ଚାୟତର କମଳା ଖତନୁଆଁସାହି ଗ୍ରାମର ସୋମନାଥ ରଇତ ନାମକ ଯୁବକ ମୃତ୍ୟୁବରଣ କରିବା ଘଟଣାରେ କ୍ଷତିପୂରଣ ଓ ପୋଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଗ୍ରାମର ଅପର ପାର୍ଶ୍ୱରେ ଥିବା ଡୁଡୁକା ବାଡ ହାଟକୁ ଗତକାଲି ସୋମନାଥ ମହେନ୍ଦ୍ରତନୟା ନଦୀ ପାର ହୋଇ ଜିନିଷ କିଣିବା ପାଇଁ ଆସିଥିଲେମଧ୍ୟ ଗ୍ରାମକୁ ଫେରିନଥିଲେ ।କିନ୍ତୁ ଆଜି ସକାଳୁ ତାଙ୍କର ମୃତଦେହ ନଦୀ ଶଯ୍ୟାର ପଥର କୋରଡ […]

ଛତ୍ରଭଙ୍ଗ ଦେଲେ ମାଓବାଦୀ, ଜବତହେଲା ମାଓ ସାମଗ୍ରୀ

ମାଲକାନଗିରି, ୨୩/୯(ଏସଏସନିୟୁଜ) ନକ୍ସଲ ପୁଲିସ ଗୁଳିବିନିମୟରେ ମାଓବାଦୀ ଖସି ପଳାଇଯାଇଥିବାବେଳେ ବିପୁଳପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।ବିଶେଷସୁତ୍ରରୁ ଖବରପାଇ ମାଥିଲି ଥାନା ଅନ୍ତର୍ଗତ କେରମିଟି ଜଂଗଲରେ ଦୁର୍ଦାନ୍ତ ନକ୍ସଲ ସୁରେଶ ନିଜର ଟିମର କ୍ୟାମ୍ପ ଉପରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନ ମିଳିତ ଭାବେ ଏହି ଜଂଗଲରେ ଚଢଉ କରିଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ନକ୍ସଲ ଟିମର ନେତୃତ୍ବ ନେଉଥିବା ସୁରେଶ ଖସି ପଳାଇଥିଲେ । ଯବାନଙ୍କ […]

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲାବସ

ଭଞ୍ଜନଗର,୨୩/୯ (ଏସଏସନିୟୁଜ) ନୀଳକଣ୍ଠ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମ ନିକଟରେ ମଝି ରାସ୍ତାରେ ଓଲଟିପଡିଛି । ବସ୍‌ରେ ଥିବା ୩୫ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କ ମଧ୍ୟରୁ ଡ୍ରାଇଭର ସମେତ ୩୦ ଆହତ ହୋଇଥିବା ଜଣାପଡିଛି।ବସଟି ଗୌଡ଼ ଗୋଠ ଅଞ୍ଚଳର କୁଷକମାନକୁ ଧରି ଏକ ସ୍ବତନ୍ତ୍ର କୃଷିତାଲିମ୍ ପାଇଁ ଭଞ୍ଜନଗର ଆସୁଥିଲା । ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ସୋରଡ଼ା ଚିକିତ୍ସାଳୟକୁ […]

ସ୍ତ୍ରୀ ଓ ୨ ଶିଶୁ କନ୍ୟାଙ୍କୁ ହତ୍ୟା କରିବାର ଦିନକ ପରେ ସ୍ୱାମୀର ମୃତଦେହ ଉଦ୍ଧାର

ବ୍ରଜରାଜନଗର,୨୩/୯(ଏସଏସନିୟୁଜ) ଗତକାଲିସ୍ତ୍ରୀ ଓ ଦୁଇ ଶିଶୁ କନ୍ୟାଙ୍କୁ ହତ୍ୟା କରିବାର ଦିନକ ପରେ ସ୍ୱାମୀର ମୃତଦେହ କୂଅ ଉଦ୍ଧାର ହୋଇଛି ।ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡ଼ାରେ ଘଟିଛି । ଘରଭିତରେ ଶୋଇଥିବା ଅବସ୍ଥାରେ ସୋନି ପୋଦାର ସହିତ ଦୁଇ ଶିଶୁ କନ୍ୟା ରାଧିକା ଓ ମୁସକାନଙ୍କ ମୃତଦେହକୁ ପୁଲିସ ଜବତ କରିଥିବାବେଳେ ସ୍ୱାମୀ ନାରାୟଣ ପୋଦାର ଫେରାର ହୋଇଯାଇଥିଲେ ।ଯାହାଫଳରେ ଏହି ହତ୍ୟାକାଣ୍ଡରେ ନାରାୟଣର […]

ନବୀନଙ୍କ ବଡ ଘୋଷଣା, ଓଡ଼ିଶା ଆୟୋଜନ କରିବ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର, ୨୩/୯(ଏସଏସନିୟୁଜ) କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। କୋଭିଡ କଟକଣାରେ ହେବ ହକି ବିଶ୍‌କପ ମ୍ୟାଚ୍ ହେବ। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି […]

ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ

ପିପିଲି,୨୩/୯(ଏସଏସନିୟୁଜ) ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜର୍ଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”କେବଳ ବାପା ମା ହିଁ ଆମର ଅଳି ଉଠାନ୍ତି ନହେଲେ ଆଉ ସବୁତ କେବଳ ଆମର ଫାଇଦା ଉଠାଇଥାନ୍ତି… !! ➡️”ନିଜ ବ୍ୟକ୍ତିର ନମ୍ରତା ଅତ୍ୟନ୍ତ ଦୁଃଖଦାୟକ ଅଙ୍କୁଶ- ଧନୁଶର- ସାପ ଏବଂ ବିରାଡି ତଳକୁ ଝିଙ୍କି କରି ହିଁ କରିଥାନ୍ତି !! ➡️”ଗୁରୁବାରଦିନ ସୂର୍ଯ୍ୟାସ୍ତପରେ ଘରକାନ୍ଥରେ ଝିଟିପିଟି ଦେଖିଲେ ଠାକୁରଘରୁ ଅରୁଆଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ !! ➡️”ଅନ୍ୟର ସହାଯ୍ୟକୁ ଭୁଲ ନାହିଁ, ନିଜେ କରିଥିବାସାହାଯ୍ୟକୁ […]

ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା । ୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪-ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା । ୫–ଜି ଏଣ୍ଟରଟେନମେଣ୍ଟର ୫୩% […]