ମାଛଧରା ପାଇଁ ଗୋଷ୍ଠୀସଂଘର୍ଷ
ବ୍ରହ୍ମଗିରି, ୪/୯(ଏସଏସନିୟୁଜ) କୃଷ୍ଣପ୍ରସାଦ ଥାନା ଝାରକଟା ଗାଁରେ ମାଛଧରାକୁ କେନ୍ଦ୍ରକରି ଆଜି ସାନ ସାହି ଓ ବଡସାହି ମଧ୍ୟରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଙ୍କଟାପନ୍ନ ହେବାରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗାଁରେ ଉେତ୍ତଜନା ଲାଗି ରହିଥିବାରୁ କୃଷ୍ଣପ୍ରସାଦ ପୁଲିସ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହିଛି।ତେବେ ଗାଁପୋଖରୀକୁ ମାଛଚାଷପାଇଁ ଆଉ […]