ଅନ୍ଧାରୁଆରେ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର, ୩/୯(ଏସଏସନିୟୁଜ) ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ । ୧୦୦ କୋଟି ବ୍ୟୟ ବରାଦ ରେ ୨୫ ଏକର ପରିମିତ ଜମିରେ ନିର୍ମାଣ ହେବାକୁଥିବା ଏହି ଆଦର୍ଶ ବିଦ୍ୟାଳୟରେ ୫ ଶହ ଛାତ୍ରଛାତ୍ରୀ +୨ ପଢ଼ିବେ । ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟରୁ ବଛାବଛା ପିଲା ଏଠାରେ ପଢିବେ । ୨୦୨୨ ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ କରାଯାଇଥିବାବେଳେ ସ୍କୁଲ ପାଇଁ ସ୍ଥାନ ଚୟନ ସରିଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ […]