Browsing yearly archive

2021

ଗଣେଶ ପୂଜା ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୨/୯(ଏସଏସନିୟୁଜ) ଗଶେଶ ପୂଜା ନେଇ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।ଏହି ଗାଇଡଲାଇନ ଅନୁଯାୟୀ କୋଭିଡ କଟକଣାରେ ପୂଜାମଣ୍ଡପ ଓ ପେଣ୍ଡାଲରେ ପୂଜା କରିବାକୁ ହେଲେ କମିସନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ପୂଜାମଣ୍ଡପ ଓ ପେଣ୍ଡାଲରେ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସହ ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ମିଳିବ । ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଥିବାବେଳେ ଭସାଣିଯାତ୍ରାକୁ […]

ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୨/୯(ଏସଏସନିୟୁଜ) ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସମ୍ବାଦପତ୍ର ‘ପାୟନିୟର୍‌’ର ସମ୍ପାଦକ ଡକ୍ଟର୍ ଚନ୍ଦନ ମିତ୍ରଙ୍କର ଗତରାତିରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ୨୦୦୩ରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହୋଇ ରାଜନୈତିକ ‘କ୍ୟାରିୟର୍‌’ ଆରମ୍ଭ କରିଥିବା ଚନ୍ଦନ ମିତ୍ର ଦ୍ବିତୀୟ ଥରପାଇ ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ହୋଇଥିଲେ ।

ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା । ୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ । ୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ । ୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ !! ➡️”କାହାରି ଘର ବା ଚଉରା ପ୍ରତିଷ୍ଠା ରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ।ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ !! ➡️”ଲୋକେ କହନ୍ତି ପ୍ରେମ ଏକ ମହାର୍ଘ ଚିଜ ସଚ୍ଚା ପ୍ରେମର ଅନୁଭୂତି ଭାଗ୍ୟରେ ଥିଲେ ମିଳେ……ପ୍ରେମ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୨ ତାରିଖ ୨୦୨୧ ମସିହା(ଗୁରୁବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଦଶମୀ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମେଷ: ନିଜର ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖନ୍ତୁ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ବୃଷ: ଅଧିକତର କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ସମାଜରେ କୌଣସି ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମିଥୁନ: […]

ରାଜଧାନୀ ଉପକଣ୍ଠରେ ଦେଶୀ ମଦର ଆସର, ୪ ଗିରଫ

ବାରଙ୍ଗ, ୧/୯(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ମଧ୍ୟାହ୍ନରେ ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେ ଚଢ଼ାଉ କରି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନାନୁସାରେ ବୁଧବାର ମଧ୍ୟାହ୍ନରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦୁପାଟଣା ଗ୍ରାମ ବିଦ୍ୟାଳୟ ନିକଟରେ ଅତର୍କିତ […]

ସିରିଜି ଚୋରି ଘଟଣାର ପର୍ଦାଫାଶ କଲା ପୋଲିସ

ଡେଲାଙ୍ଗ,୧/୯(ଏସଏସନିୟୁଜ)ଡ଼େଲାଙ୍ଗ ଥାନା ଅଞ୍ଚଳରେ ଗୋଟିଏ ରାତିରେ ୪ ଟି ସ୍ଥାନରୁ ହୋଇଥିବା ଚୋରୀ ଘଟଣାର ପର୍ଦାଫାସ କରିବା ସହ ୪ଜଣଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଜବତ କରିଛି ।ଗିରଫ ଯୁବକମାନେ ହେଲେ ସଞ୍ଜୟ ବେହେରା, ବିଶ୍ୱଜିତ୍ ବେହେରା, ସନ୍ତୋଷ ମାଲିକ, ଆଜମତ ଖାଁ ଙ୍କ ସହ ଅନ୍ୟ ଦୁଇଜଣ । ଅଭିଯୋଗ ମିଳିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ତେବେ ଗିରପ ହୋଇଥିବା ଅଭିଯୁକ୍ତମାନେ ଗୋଟିଏ ରାତିରେ ୪ ସ୍ଥାନ ରୁ ଚୋରି କରି ଚୋରି […]

ସାର ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର,୧/୯(ଏସଏସନିୟୁଜ) : ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା […]

ମୁକ୍ତାକାଶ ଆଶ୍ରମରେ ପାଠ୍ୟ ପୁସ୍ତକ ବଣ୍ଟନ

ମେଣ୍ଢାଶାଳ,୧/୯(ଏସଏସନିୟୁଜ)ଦିନ ପୂର୍ବାହ୍ନ ରେ ଜାମୁଝରି ସ୍ଥିତ ମୁକ୍ତାକାଶ ଆଶ୍ରମ ପରିସର ରେ କାରା ମଙ୍ଗଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନ୍ତେବାସୀ ମାନଙ୍କ ର ଶିକ୍ଷା ଅର୍ଜନ କରୁଥିବା ପୁଅ ଝିଅ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଗୁଡିକୁ ସ୍ଵେଛାସେବି ଅନୁଷ୍ଠାନ ଠାରୁ ସଂଗ୍ରହ କରାଯାଇ କାରା ଆଶ୍ରମ ର ଅଧିକ୍ଷିକା ସ୍ମିତା ମହାନ୍ତି ଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କ ସନ୍ତାନ ମାନଙ୍କ ପାଇଁ ବିତରଣ କରାଯାଇଥିଲା । ଏହା ସେମାଙ୍କ […]

ଆଜି ବାରଙ୍ଗତହସିଲ ଘେରାଉ

ବାରଙ୍ଗ,୧/୯(ଏସଏସନିୟୁଜ)ବୁଧବାରଦିନ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସନ୍ଦୀପ ସାମଲ କହିଛନ୍ତି।ସନ୍ଦିପଙ୍କ ଅଭିଯୋଗ ହେଲା ଦଳିତ ଲୋକମାନଙ୍କୁ ବାରଙ୍ଗ ତହସିଲ ଅଧିନସ୍ତ ବିଦ୍ୟାଧରପୁର ମୌଜାରେ ଭୁସଂସ୍କାର ଆଇନ ବଳରେ ୧୮୦ ଏକର ଜମି ୧୮୦ଟି ପରିବାରକୁ ଦିଆଯାଇଥିଲା।କିନ୍ତୁ ପର‌୍ୟ୍ୟାୟ କ୍ରମେ ଜିଲା ପ୍ରଶାସନ ଏହି ଗରିବ ଶିକ୍ଷାଗତ କମ ଥିବା ଦଳିତ ଲୋକମାନଙ୍କୁ ମିଳିଥିବା ଜାଗାରୁ ଉଠାଇବା ଉଦେଶ୍ୟରେ ରିଭିଜନ କେଶ କରିଥିଲେ।ପର୍ଯ୍ୟାୟ ଲୋକମାନେ ନିଜ ହକ ପାଇଁ […]