ଆଜିର ଅନୁଚିନ୍ତା

ତାରିଖ : ୦୨/୦୯/୨୦୨୧,ଗୁରୁବାର

ଆଜିର ନୀତିବାଣୀ
➡️”ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ !!
➡️”କାହାରି ଘର ବା ଚଉରା ପ୍ରତିଷ୍ଠା ରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ।ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ !!
➡️”ଲୋକେ କହନ୍ତି ପ୍ରେମ ଏକ ମହାର୍ଘ ଚିଜ ସଚ୍ଚା ପ୍ରେମର ଅନୁଭୂତି ଭାଗ୍ୟରେ ଥିଲେ ମିଳେ……ପ୍ରେମ ହୁଏ ନାହିଁ, ହୋଇଯାଏ… !!
➡️”ଗଧୋଇବା ପରେ ପାଲଟା ଲୁଗାରୁ ଝରୁଥିବା ପାଣି କୌଣସି ବ୍ୟକ୍ତି ଉପରେ ପଡିଲେ ଅମଙ୍ଗଳ ହୋଇଥାଏ | ଏଥିପ୍ରତି ସତର୍କ ହେବ ଆବଶ୍ୟକ !!
➡️”ଚିନ୍ତାଧାରା ଦ୍ୱାରା ଆଗକୁ ବଢିବା ସହ ସଫଳତାର ନିକଟତର ଜଣେ ହୋଇ ପାରିବ।
ଆଜିର ଅନୁଚିନ୍ତା
➡️”ଜୀବନରେ ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇବାକୁ ଚାହାନ୍ତି , ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରି ଦିଅନ୍ତି , ଓ ପରେ ନିଜଦୋଷ ଅନ୍ୟ ଉପରେ ଲଦି ଦେଇ ଦୁରେଇ ଯାନ୍ତି !!
➡️”ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ , ତେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ ।କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ରାତ୍ରିର ଜହ୍ନପାଇ ନିଜେ ଅସ୍ତ ହୋଇଯାଏ !!
➡️”ଜୀବନରେ କିଛି ବି ଜିନିଷ ସହଜରେ ପାଇବାକୁ ଚେଷ୍ଟା କରନା : କାରଣ ଯେଉଁ ଜିନିଷ ସହଜରେ ମିଳିଥାଏ ସେ ଜନଷ ବେଶି ଦିନ ରହେନା ଯେଉଁ ଜନଷ ବେଶି ଦିନ ରହେ ତାହା ଏତେ ସହଜରେ ମିଳେନା !!
➡️”ସତ୍ୟ ” କେବେ ଦାବୀ କରେ ନାହିଁ ଯେ ମୁଁ ସତ୍ୟ ଅଟେ … ପରନ୍ତୁ ” ମିଛ ” ସବୁବେଳେ ଦାବୀ କରେ ଯେ ମୁଁ ହିଁ ସତ୍ୟ ଅଟେ … !!
➡️”ଜୀବନରେ ଗୋଟେ କଥା ମନେ ରଖିଥିବ କିଏ କିଛି ବି କୋହୁ ନିଜେ ନିଜକୁ ଶାନ୍ତ ରଖ କାରଣ ଖରା ଯେତେ ବି ଟାଣ ହେଉ ନାଁ କାହିଁକି ସମୁଦ୍ରକୁ କେବେ ଶୁଖାଇ ପାରେ ନାହିଁ !!
➡️”ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ଶୁଏ ନାହିଁ ଖରାପ ଚିନ୍ତା କରୁଥିବା ଲୋକର କେବେ ପେଟ ପୁରେ ନାହିଁ !!
➡️”ଯେଉଁ ଲୋକ କୁ ତୁମ ସମ୍ପର୍କ ର ଟିକେ ବି ଚିନ୍ତା ନାହିଁ ସେପରି ଲୋକଙ୍କ ସହ ଜବରଦସ୍ତି ରହିବା ଅପେକ୍ଷା ସମ୍ମାନର ସହ ତାଙ୍କଠାରୁ ଦୂରେଇ ଯିବା ଭଲ .. !!
ଆଜିର ସୁବିଚାର
➡️”ଯେତେବେଳ ପର୍ଯ୍ୟନ୍ତ ଚୁପଚାପ ସହୁ ଥିବ ତୁମେ ସମସ୍ତଙ୍କୁ ଭଲ ଲାଗୁଥିବ , ଥରେ ଯଦି ମୁହଁ ଖୋଲି ସତ କହିଲ ଦୁନିଆଁ ପାଇଁ ତମେ ସବୁ ଖରାପ ହେଇଗଲ !!
➡️”ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ , ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ । ଲକ୍ଷ୍ୟ ଯେତେ ଉଚ୍ଚ ହୋଇଥାଉ ନା କାହିଁକି ରାସ୍ତା ସବୁବେଳେ ପାଦତଳେ ହିଁ ଥାଏ । ତେଣୁ ବ୍ୟସ୍ତ ବିବ୍ରତ ନ ହୋଇ କର୍ମ କରିଚାଲ , ସମାଧାନର ବାଟ ଆପେ ଆପେ ବାହାରିବ
➡️”କେବେ ବି ନିଜ ଦ୍ବାରେ କେହି ଗରିବଙ୍କୁ ଅପମାନିତ କରିବା ନାହିଁ କାହିଁକିନା ଉପରବାଲା ଥାଳ ବଦଳିବାରେ ଡେରି କରି ନ ଥାନ୍ତି !
➡️”ଜୀବନରେ ଅନେକ ଭୁଲ କରିଛି ଆଉ ସବୁଠାରୁ ବଡ଼ ଭୁଲ କରିଛି କିଛି ଲୋକଙ୍କୁ ଅନ୍ଧ ଭଳି ବିଶ୍ବାସ କରି !!
➡️ମଣିଷର ପ୍ରକୃତି:-ସ୍ବାର୍ଥ ପୂରଣ ହେଲେ- ଛାଡ଼ି ଚାଲିଯାଏ,”ବିଶ୍ବାସ କଲେ- କ୍ଷତି କରେ”🙏ଓଁ ମା ମହାଲକ୍ଷ୍ମୀ ନମଃ🙏. ଶୁଭ ସକାଳ ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Comments (0)
Add Comment