ପଶୁପକ୍ଷୀଙ୍କ ସେବା ନା ଅତିଥି ସେବା !
ବାରଙ୍ଗ,୨୬/୭(ଏସଏସନିଉଜ)ମଙ୍ଗଳବାରଦିନଅପରାହ୍ନରେ ବନ୍ୟପ୍ରାଣୀଚିକିସ୍ାଳୟକୁ ପ୍ରଦାନ କରାଯାଇଥିବା ବେଟାରୀଚାଳିତ ଗାଡିରେ କେତେଜଣ ବସି ବୁଲୁଥିଲେ ।ଯେହେତୁ ଡାକ୍ତରଙ୍କ ଗାଡି କେହି ସନ୍ଦେହ କରିବାର ଆବଶ୍ୟକତା ନଥିଲା ।କେଉଁ ଜୀବଜନ୍ତୁଙ୍କର ଦେହଖରାପ ରହିଛି ତେଣୁ ଡାକ୍ତରମାନେ ଆସିଥିବେ,ଏହି ଭାବନା ସମସ୍ତଙ୍କ ମନରେ ଉଙ୍କି ମାରିଥିଲା ।କିନ୍ତୁ ଗାଡିରେ ବସିଥିବା ମହିଳାଙ୍କ ସମେତ ଅନ୍ୟମାନେ କେବଳ ପଶୁପକ୍ଷୀ ଦେଖି ଦେଖି ମଜାଉଠାଇ ଚାଲିଥିଲେ ।ଏହାପରେ ଗାଡିରେ ବସିଥିବା ବାବୁମାନେ ଡାକ୍ତର ନୁହଁନ୍ତି ବୋଲି ଜଣାପଡିଥିଲା ।କିଏ କହୁଥିଲା ବେଟାରୀଗାଡି ଚାଳକ ପର୍ଯ୍ୟଟକଉଠାଇ ତା […]