ନରସିଂହପୁର,୨୬/୭(ଏସ ଏସ ନିଉଜ) ନୂଆଗଡ଼ ଜଙ୍ଗଲରେ ପୁଣି ଏକ ହାତୀକୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି ।
ଶିକାରୀ ଗୁଳି କରିଥିବା ସ୍ୱୀକାର କଲେ ଦାୟିତ୍ୱରେ ଥିବା ରେଞ୍ଜର । କମ୍ପାର୍ଟମେଣ୍ଟ ନଂ ୩ରେ ଥିବା ଏକ ହାତୀର କାନ ପାଖରେ ବାଜିଛି ଗୁଳି ।ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।