ଟ୍ରାକ୍ଟର ଓଲଟି ୨ ମହିଳା ମୃତ

ରାଇରଙ୍ଗପୁର, ୨୬/୭(ଏସଏସନିଉଜ) ଟ୍ରାକ୍ଟର ଓଲଟି ୨ ମହିଳା ମୃତୁବରଣ କରିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାଦାମପାହାଡ଼ ଥାନା ପୁରୁଣିଆ ଗାଁ ନିକଟରେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି ।ଗୁରୁତର ଆହତମାନଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Comments (0)
Add Comment