0 129 Share ରାଇରଙ୍ଗପୁର, ୨୬/୭(ଏସଏସନିଉଜ) ଟ୍ରାକ୍ଟର ଓଲଟି ୨ ମହିଳା ମୃତୁବରଣ କରିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାଦାମପାହାଡ଼ ଥାନା ପୁରୁଣିଆ ଗାଁ ନିକଟରେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି ।ଗୁରୁତର ଆହତମାନଙ୍କୁ ଚିକିସ୍ାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି । 0 129 Share