ଲିଫ୍ଟ ବାହାନାରେ ଲୁଟିଲେ

0 207

ଜଳେଶ୍ୱର, ୨୬/୭(ଏସଏସନିଉଜ) ଲିଫ୍ଟ ଦେବା ବାହାନାରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି । ୪ରୁ ୫ ଜଣ ଦୁର୍ବୁତ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା । ଲୁଟି ନେଇଥିବାର ଜଣାପଡିଛି । ଏନ୍ଏଚ୍ ୬୦ର ମଥାନୀ ଛକ ନିକଟରେ ଏହି ଘଟଣା ଘଟିଛି ।

Leave A Reply

Your email address will not be published.