ଥାନାରେ ଅଟକ ବଙ୍ଗୀୟ ଯୁବତୀ

0 168

ଭୁବନେଶ୍ୱର,୨୬/୭(ଏସଏସନିଉଜ) ଏକ ଲଜର କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିବାର ଜଣାପଡିଛି । ରୁମ୍ ଭଡ଼ା ଟଙ୍କାକୁ ନେଇ ଲକ୍ଷ୍ମୀସାଗର ସ୍ଥିତ ଏକ ଲଜ୍ କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଛି ।ଲକ୍ଷ୍ମୀସାଗର ଥାନାପୋଲିସ ବଙ୍ଗୀୟ ଯୁବତୀକୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛିା

Leave A Reply

Your email address will not be published.