Browsing yearly archive

2022

ଭୋଟ୍ ପାଇଁ କର୍ମଚାରୀ ପାଇବେ ଛୁଟି

ଭୁବନେଶ୍ୱର,୧୫/୨(ଏସଏସନିଉଜ) ରାଜ୍ୟରେ ୫ଟି ପର‌୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ ।ଏଥିରେ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିବାନେଇ ଚାକିରି କରିଥିବା ସରକାରୀ ଓ ବେସରକାରୀ ସଂସ୍ଥା ସେମାନଙ୍କୁ ଛୁଟି ଦେବାକୁ ବାଧ୍ୟତାମୂଳକ କରାଯାଇଛି ।କର୍ମଚାରୀ ଚାହିଁଲେ ସେମାନଙ୍କ ସଂସ୍ଥା ଛୁଟିଦେବାକୁ ବାଧ୍ୟ ଓ ଛୁଟି ନଦେଲେ ଏହା ଆଇନ ଅନୁଯାୟୀ ଅପରାଧ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ।

ମେଣ୍ଢାଶାଳରେ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୪/୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ କୁମ୍ଭମେଳା ଅନୁଷ୍ଠିତ ହୋଇଯାଇଛି ।ରବିବାରଦିନ ଶୁଭଅଦିବାସ ଓ ସୋମବାରଦିନ ନାମସଂଙ୍କିର୍ତନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।ନାମସଂଙ୍କିର୍ତନ କାର୍ଯ୍ୟକ୍ରମରେ ମେଣ୍ଢାଶାଳ, ତମାଣ୍ଡୋ,ଜାଆଁଳା, ଯୋରକଣୀ, କୁଜିମହଲ,ବରପଦା,ଗିରିଙ୍ଗାପୁଟ,ମାଣିତ୍ରୀ.ରେଙ୍ଗଳ,ଅନନ୍ତପୁର,ବଡରଘୂନାଥପୁର,ମଦନପୁର,ଗୈାଡକାଶିପୁର,ଭୋଳା,ଅରଗଡ,ଅନ୍ଧାରୁଆ,ଘାଟିକିଆ ଗ୍ରାମର ସଙ୍ଗକିର୍ତନଦଳ ଯୋଗଦେଇ ସଂଙ୍କିର୍ତନ ପରିବେଷଣ କରିଥିଲେ । ଏହି ମହୋସ୍‌ସବକୁ ରବିନ୍ଦ୍ରନାଥମିଶ୍ରଙ୍କ ପୈାରହିତ୍ୟରେ ଭରତଚନ୍ଦ୍ର ରାଉତରାୟ, ପ୍ରଫୁଲଚନ୍ଦ୍ରଶ୍ରିଚନ୍ଦନ,ଭସ୍କରଚନ୍ଦ୍ରସୁୁଦ୍ଧି,ପ୍ରଫୁଲକୁମାରପାତ୍ର,ସୁରେନ୍ଦ୍ରନାଥ ସାମନ୍ତରାୟ, ପ୍ରମୁଖ ଭଦ୍ରବ୍ୟକ୍ତିମାନେ ଏହାକୁ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

ମଦବୋଝେଇ କାର ଛାଡି ଖସିଗଲେ

ବାରଙ୍ଗ,୧୪/୨(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୋଲିସ ଏକ ମଦବୋଝେଇ କାରକୁ ଜବତକରିବା ସହ କାରରେ ଥିବା ତିନିଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।କୈାଣସି ସୁତ୍ରରୁ ଖବରପାଇ ବାରଙ୍ଗଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ଚୁଡଙ୍ଗରାସ୍ତାରେ ଦ୍ରୁତଗତିରେ ଆସୁଥିବା ଓଡି ୦୫କେ ୮୩୧୯ନଂ କାରଟିକୁ ରୋକିଥିଲେ ।କୈାଶଳକ୍ରମେ କାରରେ ଥିବା ତିନିଜଣ ଯୁବକ କାର ଛାଡି ଚନ୍ଦକା ଜଙ୍ଗଲଆଡେ ଦୌଡି ପଳାଇଥିଲେ ।ପୋଲିସ କାର ସହ କାରଭିତରୁ ୩୨୦ ଲିଟର ଦେଶୀ ମଦ ଜବତ କରିଛି ।ପୁଲିସ […]

କବାଡିଆ ପାଖରେ ବିକ୍ରିବେଳେ ଧରିଲେ ଫରେଷ୍ଟଗାର୍ଡ

ବାରଙ୍ଗ,୧୪/୨(ଏସଏସନିଉଜ)ନନ୍ଦନକାନନର ଫର୍ଡର ଫାର୍ମରେ ରହିଥିବା ଅନାବଶ୍ୟକ ଥିବା ଲୁହା, ତମ୍ବାତାର, ପମ୍ପକେବୁଲ ଆଦି ସାମଗ୍ରୀକୁ ନନ୍ଦନକାନନର ଜଣେ କର୍ମଚାରୀ କବାଡିଆକୁ ବିକ୍ରି କରିବାପାଇଁ ଉଦ୍ୟମ କରୁଥିବାବେଳେ ଫରେଷ୍ଟଗାର୍ଡ ହାତରେ ସୋମବାରଦିନରେ ଧରାପଡିବା ଘଟଣା ଏବେ ଚର୍ଚ୍ଚା ଯୋରଧରିଛି ।ନନ୍ଦନକାନନରେ ବିଭିର୍ଣ କାର୍ଯ୍ୟପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ବଳକା ଅଂଶକୁଷ୍ଟୋରବିଭାଗର ୱାର୍କସପରେ ରଖାଯାଇଥାଏ ।ଏହାକୁ ପର୍ଯ୍ୟାୟକ୍ରମେ ନିଲାମ ହୋଇଥାଏ ।କିନ୍ତୁ ଏହି ବଳକା ସାମଗ୍ରୀଗୁଡିକୁ ୱାର୍କସପରେ ରଖାନଯାଇ ଫର୍ଡରଫାର୍ମରେ ରଖାଯାଇଥିଲା ।ସୋମବାର ପାଖାପାଖି ୧୧ଟା ସମୟରେ ଏକ ଅଟୋରେ […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୩ ତାରିଖ ୨୦୨୨ ମସିହା(ରବିବାର)ମାଘ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ,ମେଷ ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କୁମ୍ଭ ସଂକ୍ରାନ୍ତି, ପୋଇ , ବାଇଗଣ ଭକ୍ଷଣ ନିଷେଧ। ମେଷ=ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ=ଶାରୀରିକ ଅସୁସ୍ଥତା […]

ଆଜିର ଅନୁଚିନ୍ତା

🦋 “ସମୟ ” ର ହାତ ନଥାଏ କିନ୍ତୁ,ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ,ସାରା ଜୀବନ ମନେ ରହେ । 🦋ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ ଦେଖି ଆଗକୁ ବଢିବାର ସାହସକୁ ହିଁ ଜୀବନ କୁହାଯାଏ । 🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି 🦋ଦୁନିଆର ସର୍ବୋତ୍ତମ ଔଷଧ ହେଉଛି […]

ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ବାରଙ୍ଗ,୧୧/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଲାଗି ରହିଛି।ଚନ୍ଦକା ଜଙ୍ଗଲରୁ ବାରମ୍ବାର ଖସିଆସିଥିବା ଏକ ଦନ୍ତାହାତୀ ପ୍ରାଣୀଉଦ୍ୟାନର ପରିସର ହମିରାଟାଙ୍ଗିରେ ରହୁଛନ୍ତି।ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ସୁରକ୍ଷା ପାଚେରି ଭାଙ୍ଗି ଦୁଇଟି ହାତୀ ଉଦ୍ୟାନ ଭିତରକୁ ପଶି ଆସିଥିବାର ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରୁ ଜଣାପଡିଛି ।ପ୍ରାଣୀଉଦ୍ୟାନରେ ଏଣେତେଣେ ଘୂରିବୁଲିବା ସହ ବୋଟ ଘାଟ ପାଖ ପାଣି ପମ୍ପ ଘର ପଛପଟେ ଲାଗିଥିବା […]

ଜଗା ଦର୍ଶନ ପାଇଁ ଦଣ୍ଡମାରିମାରି ଯାଉଛନ୍ତି ବୃଦ୍ଧ

ବାରଙ୍ଗ,୧୧/୨(ଏସଏସନିଉଜ)ସଂସାରର ମଙ୍ଗଳ କାମନା କରି ବାହାରିଛନ୍ତି ପୁରୀ ।ପୁଣୀ ଶରୀରକୁ କଷ୍ଟ ଦେଇ ରାସ୍ତା ଉପରେ ଖାଲି ପାଦରେ ଚାଲିବା ସହ ଦଣ୍ଡ ମାରିମାରି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଛନ୍ତି ୭୦ବର୍ଷର ବୃଦ୍ଧ ରାମହଂସ ଦାସ ।ରାମହଂସଙ୍କ ଘର ରାଜସ୍ଥାନର ସବିମାଧପୁରଜିଲ୍ଲା ଗଙ୍ଗାପୁରସେଠ ତହସିଲର ଖଣ୍ଡଦୀପ ଗାଁ ରେ ।୨୯ଏପ୍ରିଲରୁ ଘରୁବାହାରିବା ସହ ଏହାମଧ୍ୟରେ ୯ମାସ୧୪ଦିନ ବିତିଗଲାଣି ।ଜଗତ କଲ୍ୟାଣ ପାଇଁ ଓ ସଂସାରରୁ ଦୁର୍ନିିତି,ଭ୍ରଷ୍ଟାଚାର ଦୁର ହେବାର ସକଳ୍ପ କରି ଶରୀରକୁ କଷ୍ଟ ଦେଇ ଜଗା […]

ଆଜିର ଅନୁଚିନ୍ତା

🦋”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ ! 🦋”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୨ ତାରିଖ ୨୦୨୨ ମସିହା(ଶନିବାର)ମାଘ- ଶୁକ୍ଳପକ୍ଷ,ତିଥି- ଏକାଦଶୀ , କନ୍ୟା ରାଶିର ଘାତଚନ୍ଦ୍ର , ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ , ପୋଇ ଭକ୍ଷଣ ନିଷେଧ। ମେଷ=ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ […]