Browsing yearly archive

2022

ହାର୍ଡୱାରଷ୍ଟୋରରେ ଦୋକାନୀଙ୍କ ଆତ୍ମହତ୍ୟା!

ବାରଙ୍ଗ,୩/୧୨(ଏସଏସନିଉଜ): ପୁରୁଣା ବାରଙ୍ଗସ୍ଥିତ ଏକ ହାର୍ଡୱାରଷ୍ଟୋରରେ ଦୋକାନୀ ଆତ୍ମହତ୍ୟା କରିଥିବାର ଜଣାପଡିଛି।ମୃତକ ହେଉଛନ୍ତି ବାରଙ୍ଗଥାନା ଶ୍ରୀବନ୍ତପୁରଗ୍ରାମର ଅଜିତ ପ୍ରଧାନ(୩୫)।ଶନିବାର ଅପରାହ୍ନରେ ଯୁବକ ଜଣକ ଦୋକାନ ଭିତରପଟୁ ସଟର ବନ୍ଦକରି ଫ୍ୟାନରେ ନିଜ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି।ଦିନରେ ଘରକୁ ଖାଇବାକୁ ନ ଆସିବାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ପରିବାର ଲୋକେ ଦୋକାନ ପାଖରେ ଆସି ପହଞ୍ଚିଥିଲେ।ତାଙ୍କ ମୋବାଇଲକୁ କଲ କରିବାରୁ ଦୋକାନ ଭିତରୁ ତାଙ୍କର ମୋବାଇଲ ରିଙ୍ଗ […]

ଆଜିର ରାଶିଫଳ

ମୋକ୍ଷଦାଏକାଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୩ ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୯/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୪ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ଧନୁ ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ , ପୋଇ ଶାଗ ଭକ୍ଷଣ ନିଷେଧ । ମେଷ-ଧନାଧିପତିଙ୍କ ଚତୁଃଗ୍ରହ ଯୋଗ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ […]

ବିଷାକ୍ତଫଳଖାଇ ୧୫ରୁଅଧିକ ଅସୁସ୍ଥ

ଭଦ୍ରକ,୨/୧୨(ଏସଏସ ନିଉଜ) ବିଷାକ୍ତ ଫଳଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ୟୁପି ସ୍କୁଲର ପିଲାମାନେ ବିଷାକ୍ତ ଫଳ ଖାଇଥିବା ସୂଚନା ମିଳିଛି।

କୋର୍ଟ ପରିସରରେ ଅଭାବନୀୟ ଘଟଣା

ଭୁବନେଶ୍ୱର,୨/୧୨(ଏସଏସ ନିଉଜ)ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପରିସରରେ ଅଭାବନୀୟ ଘଟଣା ଘଟିଛି।ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳିହେବା ବେଳେ ମହିଳାଙ୍କୁ କାବୁ କଲେ ଉପସ୍ଥିତଥିବା ପୋଲିସ।ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍କୁଲଛାତ୍ରକୁ କାରଦେଲା ଧକ୍କା

ବାରଙ୍ଗ, ୧/୧୨ (ଏସଏସନିଉଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ପଟ୍ଟାପୋଲ ନିକଟରେ ଦ୍ରୁତଗାମୀ କାର ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁବାର ଅପରାହ୍ନରେ ମୁଣ୍ଡମୁହାଣ ସରକାରୀ ହାଇସ୍କୁଲର ଅଷ୍ଟମଶ୍ରେଣୀର ଛାତ୍ର ତନ୍ମୟ ପରିଡା(୧୩) ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଭୁବନେଶ୍ବରରୁ ତାଳଚେର ଫେରୁଥିବା ଓଡି ୧୯ରୁ ୨୪୩୮ କାରଟି ପାଟପୁର ପଟ୍ଟାପୋଲ ନିକଟରେ ପଛ ପଟୁ ଧକ୍କା ଦେବାରୁ ତନ୍ମୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାପା ଛେଉଣ୍ଡ ତନ୍ମୟର ଏପରି ଅବସ୍ଥା […]

ମହାକାଳପଡାରୁ ଆସିଲା ଭାରତୀୟଶାଗୁଣା

ବାରଙ୍ଗ,୧/୧୨(ଏସଏସନିୟୁଜ) ଯାଜପୁରଜିଲ୍ଲା ମହାକାଳପଡାଗ୍ରାମର ଏକ କୁକୁଡାଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ)ଶାଗୁଣା ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନକୁ ଆସିଛି।ଶାଗୁଣାଟିର ଲିଙ୍ଗଚିହ୍ନଟ ହୋଇପାରିନଥିବାବେଳେ ସେ ତରୁଣ ବୟସ୍କ ହେବ ବୋଲି ଜଣାପଡିଛି।କିଛିଦିନ ହେବ ଶାଗୁଣାଟି ମହାକାଳପଡା ଗ୍ରାମର ଜଣକ ବାଡିରେ ବୁଲୁଥିଲା।ସେ ଉଡିପାରୁନଥିବାରୁ ଘର ମାଲିକ ଶାଗୁଣାକୁ ଧରି ତାର କୁକୁଡା ରହୁଥିବା କୁକୁଡା ଘରେ ରଖିଥିଲା।ଗାଁ ଲୋକଙ୍କ ଠାରୁ ସୂଚନା ପାଇ କଟକ ଡିଭିଜନ ଡିଏଫ୍ଓ ସଞୟ କୁମାର ସ୍ବାଇଁ ସଦଳବଳେ ଯାଇ ଶାଗୁଣାକୁ ଉଦ୍ଧାର କରି ପ୍ରଥମିକଚିକିତ୍ସା […]

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୦୨ ତାରିଖ (ଶୁକ୍ରବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ନବମୀ.ନକ୍ଷତ୍ର-ପୂର୍ବଭାଦ୍ର ,ସୁର୍ୟୋଦୟ ପ୍ରାତଃ ଘ୦୬/୦୮/୫୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୧ ,ବିଛା, ଧନୁ ଓ ମୀନରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଲାଉ , କଳମଶାଗ ଭକ୍ଷଣ ନିଷେଧ ।  ମେଷ-ନିଜ ପରିସରରେ ଅନ୍ୟମାନଙ୍କ ସକାଶେ ପରାମର୍ଶଦାତା ହୋଇ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ କଳାସାହିତ୍ୟରେ ସମସ୍ୟା ସମାଧାନହେବ। ରାଜନୀତି , ଯାତ୍ରା ଓ କଚେରିମାମଲାରେ ଆଶାଜନକ ଫଳ […]

୪ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ

ବାରଙ୍ଗ,୩୦/୧୧(ଏସଏସନିଉଜ)ସବୁବର୍ଷ ଭଳି ଚଳିତବର୍ଷ ୨୦ତମ ଆମନ୍ତ୍ରଣୀୟ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ ଗଣ୍ଡରପୁରଠାରେ ଥିବା ବିଜୁପଟ୍ଟନାୟକମିନିଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ।ୟୁନାଇଟେଡ ୟୁଥ୍‌କ୍ଲବ ଗଣ୍ଡରପୁର ଆନୁକୁଲ୍ୟରେ ୪ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ୮ଦିନଧରି ଚାଲିବ ଓ ୧୧ତାରିଖରେ ଫାଇନାଲମ୍ୟାଚ ହେବ ।ସହରାଂଚଳ ଓ ଗ୍ରାମାଚଂଳ ନାମରେ ଦୁଇଟି ପର୍ଯ୍ୟାୟରେ ଏହି ମ୍ୟାଚ କରାଯିବ । ଗ୍ରାମାଂଚଳମ୍ୟାଚ ଦିନ୧୨ ଟାରେ ଆରମ୍ଭ ହେବାସହ ସହରାଂଚଳମ୍ୟାଚ ଅପରାହ୍ନ୩ଟାରେ ଆରମ୍ଭ ହେବା ଗ୍ରାମାଂଚଳରେ ୧୬ଟିଦଳ ଓ ସହରାଚଂଳରେ ୮ଟି ଦଳ […]

ବାଲ୍ୟବିବାହକୁ ରୋକିଲା ଚାଇଲ୍ଡଲାଇନ

ମେଣ୍ଢାଶାଳ,୩୦/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ସୁନ୍ଦରପୁର ମୁଣ୍ଡାସାହିରେ ବୁଧବାର ଦିନ ବାଲ୍ୟବିବାହ ହେଉଥିବାବେଳେ ଖବରପାଇ ଚାଇଲ୍ଡଲାଇନ ଚଢଉକରି ବିବାହକୁ ବନ୍ଦ କରିବାସହ ନାବାଳିକାକୁ ଉଦ୍ଧାର କରିଛି ।ମୁଣ୍ଡାସାହିର ସ୍ୱାଧିନସିଂ (୧୯) ନାମକ ଯୁବକ ସେହି ଗାଁର ଜଣେ ହାଇସ୍କୁଲରେ ପଢୁଥିବା ୧୬ବର୍ଷିୟା ଝିଅସହ ବିବାହ କରୁଥିଲା ।ଉଭୟପରିବାର ମିଶି ଏହି ବିବାହ ଉସ୍‌ବ ଆୟୋଜନ କରିଥିଲେ ।ବିବାହ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ କୈାଣସି ସୁତ୍ରରୁ ସୁଚନାପାଇଁ ଭୁବନେଶ୍ୱର ଚାଇଲ୍ଡଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ବିବାହସ୍ଥଳରେ ପହଁଚିବାସହ ହେଉଥିବା ବିବାହ କାର୍ଯ୍ୟକୁ […]

ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ

ଭୁବନେଶ୍ୱର,୧/୧୨(ଏସଏସନିଉଜ)ଜି-୨୦ ଅଧ୍ୟକ୍ଷ ପଦ ସମ୍ଭାଳିବ ଭାରତା ଆଜି ଜି-୨୦ ଅଧ୍ୟକ୍ଷତା ପଦଭାର ଗ୍ରହଣ କରିବ ଭାରତ।ଏଥିପାଇଁ ଦେଶର ଶହେ ଐତିହାସିକ ସ୍ମାରକୀସ୍ଥଳୀରେ ଝଲସିବ ଜି-୨୦ ଲୋଗୋ । ରଙ୍ଗୀନ ଆଲୋକରେ ଆଲୋକିତ ହେବ ଦେଶର ୧୦୦ଟି ସ୍ମାରକୀସ୍ଥଳ। ୨୦୨୩ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଏବେଠୁ ପ୍ରସ୍ତୁତି ଆରମ୍ଭହୋଇଛି। ସାରା ବିଶ୍ବରେ ଗୁଞ୍ଜରିତ ହେବ ଭାରତର ବାର୍ତ୍ତା ।