ଆଜିର ରାଶିଫଳ
ଗୋବର୍ଦ୍ଧନ ପୂଜା ,୨୦୨୨ ମସିହା ଅକ୍ଟୋବର ମାସ ୨୬ ତାରିଖ (ବୁଧବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ଦିବା ଘ୨/୪୮ ପର୍ୟ୍ଯନ୍ତ ତଦନ୍ତେ ଦ୍ୱିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୯/୨୪ .ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୧୧ ,କର୍କଟରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁଦିବା ଘ୨/୪୮ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ- ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । […]