ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ
ବାରଙ୍ଗ,୨୬ା୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାଢାପଂଚାୟତ କାର୍ଯ୍ୟାଳୟ ଆଗରେ ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଗୁରୁବାରଦିନ ଧାରଣା ଦିଆଯାଇଛି ।ପଂଚାୟତରେ ହେଉଥିବା ମହାଦୁର୍ନିିତି , ପକ୍ଷପାତ ଓ ବାଟମାରଣା ନିତୀକୁ ବିରୋଧ କରି କେତେକ ୱାର୍ଡସଭ୍ୟ ତାଙ୍କ ସମର୍ଥକଙ୍କୁ ନେଇ ଧାରଣା ଦେଇଛନ୍ତି ।ଧାରଣାରେ ବସିଥିବା ୱାର୍ଡସଭ୍ୟଙ୍କ ଅଭିଯୋଗ ହେଲା ହରିଶ୍ୱନ୍ଦ୍ର ଯୋଜନାର ସୁଫଳ ଲୋକମାନେ ପାଇପାରୁନାହାନ୍ତି ।ମନରେଗା ଯୋଜନାରେ କାମକରୁଥିବା ଲୋକଙ୍କୁ ପ୍ରାପ୍ୟ ମିଳୁନାହିଁ ।ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ତୁରନ୍ତ ପକ୍କାଘର ପ୍ରଦାନ ସହ ବର୍ଷକ […]