Browsing monthly archive

February 2023

ବନ୍ଧାହେଲେ ଦୁଇଜମିଦଲାଲ

ମେଣ୍ଢାଶାଳ,୧୦ା୨(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ହରିପୁର ମୈାଜାରେ ଜଣେ ପୋଲିସ ଅଧିକାରୀ ଜମିକିଣି ଜମିରେ ପାଚେରୀକରୁଥିଲେ ।ସେହିଜମିକୁ କମ ଦାମରେ ସେମାନଙ୍କୁ ବିକିବାପାଇଁ ଦୁଇଜଣ ଜମିଦଲାଲ ବାଧ୍ୟ କରିଥିଲେ ।ଦଲାଲଙ୍କ ପ୍ରଲୋଭନରେ ପୋଲିସଅଧିକାରୀ ଜଣଙ୍କ ନଆସିବାରୁ ରାତାରାତି ପଥରପାଚେରୀକୁ ଭାଙ୍ଗି ମାଙ୍କଡାପଥରସବୁ ଚୋରୀକରିନେଇଯାଇଥିବା ଅଭିଯୋଗରେ ଦୁଇଜଣ ଜମିଦଲାଲକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମେଣ୍ଢାଶାଳଗ୍ରାମ ଦକ୍ଷୀଣସାହିର ସୁରେଶକୁମାରଦାସ ଓ ସିଂହସାହିର ସୈାମ୍ୟରଞନବଳିୟାରସିଂ। ପ୍ରକାସ ଯେ, ମେଣ୍ଢାଶାଳଗାଁପାଖରେ ହରିପୁର ମୈାଜାରେ ସିଆଇଏସ୍‌ଏଫ୍‌ର ଏସଆଇ ଅରୁଣକୁମାରମୁଦୁଲି ଏକ […]

ଧରାପଡ଼ିବ ଗୋପାଳର ମିଛ!

ଭୁବନେଶ୍ୱର,୧୦।୨(ଏସ ଏସ ନିଉଜ)ଗୁଜୁରାଟ ଗାନ୍ଧିନଗରରେ ଚାଲିଛି ଗୋପାଳଦାସଙ୍କନାର୍କୋଟେଷ୍ଟ। ନାର୍କୋଟେଷ୍ଟରେ ଧରାପଡ଼ିବ ଗୋପାଳର ମିଛ। ସାମ୍ନାକୁ ଆସିବ ସତ। ଗୁଜରାଟ୍ ଗାନ୍ଧିନଗର ଯାଇଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ୮ଜଣିଆ ଟିମ୍।

ଯୁବକ ମୃତ୍ୟୁ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ସହିଦନଗର ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଜଣେ ଯୁବକ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ।

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇଜ ଆରୋହୀଙ୍କ ଜୀବନ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ବୌଦ୍ଧ କଣ୍ଟାମାଳଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଆରୋହୀ ମୃତୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି କଣ୍ଟାମାଳ ଅଞ୍ଚଳର ଲୁଲୁବାଘ ବୋଲି ଜଣାପଡିଛି।

କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟସଚିବ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ।

ଉତ୍କଳମଣ୍ଡପରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, । ‘ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ’। ‘ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ’। ‘ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା। ‘ତେବେ ଏହି ଶାସ୍ତ୍ରାନୁମୋଦିତ ଉକ୍ତିକୁ ଆମେ ମାନିଛୁ କି’ ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକ ଭାବେ ନେଉଛୁ କି’। […]

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ବର,୧୦ା୨(ଏସଏସନିଉଜ) ବାୟୁସେନାର ସ୍ବତନ୍ତ୍ରବିମାନ ଯୋଗେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀମୁର୍ମୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଉପଲକ୍ଷେ ବିମାନବନ୍ଦରର ସମ୍ମୁଖ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଛି।ବିମାନବନ୍ଦରରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ଲାଗି […]

ଆଜିର ରାଶିଫଳ

୧୦-୨-୨୦୨୩(ଶୁକ୍ରବାର)ବୃଷ ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳା ଦିବା ଘ୮।୧୫ ଗତେ ବେଲ ଭକ୍ଷଣ ନିଷେଧ । ମେଷ:-କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। କାହାରି ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ବୃଷ:-ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ […]

ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

ବାରଙ୍ଗ,୯ା୧(ଏସଏସନିଉଜ)ମେଣ୍ଢାଶାଳଅଂଚଳରେ ବିଶୃଙ୍ଖଳା ସ୍ଥିତି ତଥା ଡେରାସ ସରକାରୀ କୃଷିଫାର୍ମରେ କାର୍ଯ୍ୟରତ ୬ଶହ କୃଷିଶ୍ରମିକ ଓ କର୍ତୁପକ୍ଷଙ୍କ ମଧ୍ୟରେ ବାରମ୍ଭାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳ ଠାରେ ଏକ ନୁତନଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଉପଯୁକ୍ତ ଗୃହ ନମିଳିବାରୁ ସେସମୟରେ ଡେରାସ ସରକାରୀକୃଷିଫାର୍ମର ଏକପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା ।ଗତ ଫନିବାତ୍ୟାରେ ଗୃହଟି ସମ୍ପୁର୍ଣଭାଙ୍ଗିଯାଇ ମାଟିରେ ମିଶିଯିବାପରେ ଡେରସ ଫାର୍ମକେନ୍ଦ୍ରର ଇଡକୋଦ୍ୱାରା ନିର୍ମିତ ଏକ ନୁତନ ସ୍ୱାସ୍ଥ୍ୟକେନ୍ଦ୍ର […]

ପଟିଆ ଡିଗ୍ରୀକଲେଜକୁ ନାକ୍ ର ବିପ୍ଲସ ମାନ୍ୟତା

ବାରଙ୍ଗ,୯ା୨(ଏସଏସନିଉଜ) ପଟିଆସ୍ଥିତ ରାଜା ମଧୁସୂଦନଦେବ ଡିଗ୍ରୀମହାବିଦ୍ୟାଳୟକୁ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ (ନାକ୍)ର ତିନିଜଣିଆ ଉଚ୍ଚପଦସ୍ଥ ପ୍ରତିନିଧି ଦଳ ଗତ ସପ୍ତାହରେ ଦୁଇଦିନଧରି ପରିଦର୍ଶନକରି ଅନୁଷ୍ଠାନକୁ ବି+ ମାନ୍ୟତା ପ୍ରଦାନ କରିଛନ୍ତି। ଭିତ୍ତିଭୂମି, ଶିକ୍ଷାଦାନପ୍ରଣାଳୀ, ଅନୁସନ୍ଧାନ, ନବୀକରଣ, ବିସ୍ତୃତିକରଣ, ଶିକ୍ଷାଦାନର ଉତ୍ସ, ବିଦ୍ୟାର୍ଥୀପ୍ରଗତୀ ଓ ସହାୟତା, ପ୍ରବନ୍ଧନ, ଗବେଷଣା ,ନେତୃତ୍ଵ ଓ ପ୍ରଶାସନ , ସଂସ୍ଥାଗତମୂଲ୍ୟବୋଧ ଓ ଶ୍ରେଷ୍ଠ କାର‌୍ୟ୍ୟପଦ୍ଧତି ଆଦି ୭ଟି ଭିନ୍ନଭିନ୍ନ ବିଷୟ କୁ ଅନୁଧ୍ୟାନ କରିବାପରେ ଉକ୍ତ ପ୍ରତିନିଧିଦଳ କଲେଜକୁ ଏହି […]