Browsing monthly archive

February 2023

ମନ୍ତ୍ରୀଙ୍କ ଅପିଲ୍ !

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ମାର୍ଚ୍ଚ୧ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଅସହଯୋଗ କରିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ସରକାର ଦାବିନମାନିଲେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ଏହାସହ ପରୀକ୍ଷା ମଧ୍ୟ ବର୍ଜନକରିବାକୁ ଧମକ ଦିଆଯାଇଛି । ପିଲାମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିବା ସହପରୀକ୍ଷାରେ ସହଯୋଗ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ସମୀରଦାଶା  

କାଲି ବିଧାନସଭା ଘେରିବ କରିବ ବିଜେପି

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଆସନ୍ତାକାଲି ବିଧାନସଭା ଘେରିବ ବିଜେପିଯୁବମୋର୍ଚ୍ଚା ।ନବଦାସ ହତ୍ୟାମାମଲାର ଜବାବ ମାଗିବାକୁ ଘେରିବ ବିଧାନସଭା ।ରାଜ୍ୟର ପ୍ରତ୍ୟେକଜିଲ୍ଲାରୁ ଯୁବକ ଏକାଠିହୋଇ ଘେରାଉ କରିବୋଘେରାଉନେଇ ବିଜେପି ସାଧାରଣସଂପାଦକ ଗୋଲକମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ବୁଲୁଛି ମହାବଳ !

କେନ୍ଦୁଝର,୨୭ା୨(ଏସଏସନିଉଜ)କେନ୍ଦୁଝରଜିଲ୍ଲା ଘଟଗାଁଅଂଚଳରେ ଏଇବାଘଟି ବୁଲୁଥିବା ଦେଖିବାକୁ ମିଳିଛି। ସିସିଟିଭି କ୍ୟାମେରାରେ ଏହାର ଫଟୋ କଏଦ ହୋଇଛି। ବନବିଭାଗର ସୂଚନାଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରୁ କରଞ୍ଜିଆ ସାତକୋଶିଆଦେଇ ଏହା ଘଟଗାଁ ଅଂଚଳକୁ ଆସିଛି।

ମୁକ୍ତାକାଶ କାରାଶ୍ରମରେ ଦନ୍ତାହାତୀ

ମେଣ୍ଢାଶାଳ,୨୭ା୨(ଏସଏସନିଉଜ)ଗତକାଲି ବିଳମ୍ଭିତରାତିରେ ଏକ ଦନ୍ତାହାତୀ ଯାମୁଝରିସ୍ଥିତ ବିଜୁପଟ୍ଟ ନାୟକ ମୁକ୍ତାକାଶକାରାଶ୍ରମରେ ପଶି ପନିପରିବାଖାଇ ଓ ଦଳିଚକଟି ନଷ୍ଟ କରିଦେଇଛି ।ଗତବର୍ଷ ଏହି ମାସରେ ପଶ୍ଚିମପଟପାଚେରୀଭାଙ୍ଗି ଏକ ଦନ୍ତାହାତୀ ଭିତରେ ପଶି ପରିବାଫସଲଖାଇ ନଷ୍ଟ କରିଥିଲା ।କଏଦୀମାନେ ଘଉଡାଇବାରୁ ହାତୀଟି ପାଚେରୀଡେଇଁ ପଳାଇଯାଇଥିଲା ।ସେହିଦିନଠାରୁ ପାଚେରୀଦୁଇପଟେ ଚୋରାରାସ୍ତା ରହିଛି ।ସେହିରାସ୍ତାରେ ପୁଣି ଦନ୍ତାଟି ପଶି ରବିବାର ବିଳମ୍ଭିତରାତିରେ ଭିତରକୁଆସି ପ୍ରଥମେ କଦଳୀବଗିଚା ଓ ପରେ ବିଲାତିବାଡିରେ ପଶି ଖାଇଦଳିମକଚି ନଷ୍ଟ କରିବାସହ ପ୍ରଶାସନିକ କୋଠାନିକଟରେ ଥିବା ସାଗବାରୀ,ପିଆଜବାରୀକୁ ଦଳିଚକଟି […]

ଦୋକାନଆଗରୁ ନେଇଗଲେ ଟ୍ରାକ୍ଟର

ବାରଙ୍ଗ,୨୬ା୨(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଆନନ୍ଦ ବଜାରର ବାରଙ୍ଗ ପ୍ରେସକ୍ଲବ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଶନିବାର ବିଳମ୍ଭିତ ରାତିରେ ଥୁଆହୋଇଥିବା ଏକ ଟ୍ରାକ୍ଟର ଚୋରୀ ହୋଇଥିବାର ବାରଙ୍ଗଥାନାରେ ଲିଖିତ ଅଭିଯୋଗ ହୋଇଛି ।ଦୋକାନ ମାଲିକ ସତ୍ୟବ୍ରତ ବଡ଼ଜେନା କରିଥିବା ଅଭିଯୋଗ ଅନୁଯାୟୀ ଓଆର ୦୫-ଏମ-୪୮୭୩ ନମ୍ବର ଟ୍ରାକ୍ଟରଟି ସବୁଦିନ ଭଳି କାମ ସାରି ଦୋକାନ ଆଗରେ ଥୁଆହୋଇଥିଲା ।ରବିବାର ସକାଳେ ଚାଳକ ଗାଡିବାହାର କରିବାକୁ ଆସିବାବେଳକୁ ଟ୍ରାକ୍ଟରଟି ଥୁଆହୋଇଥିବା ସ୍ଥାନରେ ନଥିଲା ।ଏବିଷୟରେ ଚାଳକ ସତ୍ୟବ୍ରତକୁ […]

ଆଜିର ରାଶିଫଳ

୨୭-୨-୨୦୨୩(ସୋମବାର)ବିଛାରାଶିର ଘାତଚନ୍ଦ୍ର।ମିଥୁନ ରାଶିର ଘାତବାର । ଦିବା ଘ୭।୩୭ ଗତେ ଘ୯।୩ ମଧ୍ୟେ କାଳବେଳା । ଘ୨।୫୭ ଗତେ ଘ୪।୨୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୩ ଗତେ ଘ୯।୩ ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବୃଷ:-ସବୁ କାମ ଆପଣଙ୍କ […]

ଅସୁସ୍ଥ ହୋଇପଡିଛନ୍ତି ତିଗିରିଆ ରାଣୀ

ଆଠଗଡ଼ ,୨୬ା୨(ଏସଏସନିଉଜ) ଏବେ ଶେଷଅବସ୍ଥାରେ ପଦାର୍ପଣ କରିଛନ୍ତି ଆଠଗଡ଼ର ପୂର୍ବତନବିଧାୟିକା ବା ତିଗିରିଆ ନିଜିଗଡ଼ର ରାଣୀାରାଜଗାଦିରେ ଶାସନଗାଦିରେ ବସିଥିବା ଭାରତର ଶେଷମହାରାଣୀ ରାସମଞ୍ଜରି ଦେବୀ ଅସୁସ୍ଥ ହୋଇପଡିଛନ୍ତି ।ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବାର ଡାକ୍ତର କହିଥିବାବେଳେ ଏବେ ୯୬ବୟସରେ ରାଣୀ ରାସମଞ୍ଜରୀ ଦେବୀ ପଦାର୍ପଣ କରିଛନ୍ତି ।ଶେଷପର‌୍ୟ୍ୟାୟରେ ସେ ୧୯୭୭ ରୁ ୧୯୮୦ ତିଗିରିଆ, ଆଠଗଡ଼ରବିଧାୟିକା ଓ ୨୦୦୨ରୁ୨୦୦୭ କଟକ ଜିଲ୍ଲାପରିଷଦଉପାଧ୍ୟକ୍ଷାରେ ହୋଇଥିଲେ।

୫୩ବର୍ଷପରେ ଏକାଠି ହେଲେ…

ମେଣ୍ଢାଶାଳ,୨୬ା୨(ଏସଏସନିଉଜ) ମେଣ୍ଢାଶାଳ ଉଚ୍ଚବିଦ୍ୟାଳୟରେ ୧୯୭୦ମା୍‌ିହାରେ ଶିକ୍ଷାଗ୍ରହଣ କରି ମେଟ୍ରିକପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କର ଛତାବରସ୍ଥିତ ଶ୍ରୀଶ୍ରୀ ବୁଦ୍ଦେଶ୍ୱରମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମଦନପୁର ,ପାଇକେରାପୁର, ଛତାବର,ମେଣ୍ଢାଶାଳ, କଂଟାବାଡ, ମଳିପଡା ଆଦି ଗ୍ରା.ପର ୪୦ଜଣଛାତ୍ରଛତ୍ରୀ ୫୩ବର୍ଷପରେ ଏକତ୍ରିତ ହୋଇଥିଲେ ।ସେହିମସୟର ଶିକ୍ଷକ ବାସୁଦେବମହାପାତ୍ର ,ହରିହରମହାରଣା,ଲଡୁକିଶୋରରଥଙ୍କୁ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଉତରୀୟପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଶତ୍ରୁଘ୍ନବାହନୀପତି ଓ ସୁରେନ୍ଦ୍ରକୁମାରମହାନ୍ତି ଆୟୋଜନ କରିଥିଲେ ।ବ୍ରଜବାସିନିମହାନ୍ତି ,ରେଣୁକା ବଡଜେନା ଓ ପଦ୍ୱଚରଣଜେନା ପ୍ରମୁଖ […]

ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୬।୨(ଏସଏସ ନିଉଜ)ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ lମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ lଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି l୧୯୮୯ ବ୍ୟାଚ୍‌ର IAS ଅଫିସର ପ୍ରଦୀପ ଜେନା lବର୍ତ୍ତମାନ ସେ SRC ଦାୟିତ୍ୱରେ ଅଛନ୍ତି lସେପଟେ ଆସନ୍ତା ୨୮ରେ ଅବସର ନେବେ CS ସୁରେଶ ମହାପାତ୍ର l

ବାହାହେବେ ଦିବ୍ୟଶଙ୍କର !

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଆଜି ବାହା ହେବେ ଜୁନାଗଡର ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କାଅଗସ୍ତିଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ପୁରୀନିକଟ ଏକ ରିସର୍ଟରେ ନଜର ଆସିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାା