ଅସୁସ୍ଥ ହୋଇପଡିଛନ୍ତି ତିଗିରିଆ ରାଣୀ

ଆଠଗଡ଼ ,୨୬ା୨(ଏସଏସନିଉଜ) ଏବେ ଶେଷଅବସ୍ଥାରେ ପଦାର୍ପଣ କରିଛନ୍ତି ଆଠଗଡ଼ର ପୂର୍ବତନବିଧାୟିକା ବା ତିଗିରିଆ ନିଜିଗଡ଼ର ରାଣୀାରାଜଗାଦିରେ ଶାସନଗାଦିରେ ବସିଥିବା ଭାରତର ଶେଷମହାରାଣୀ ରାସମଞ୍ଜରି ଦେବୀ ଅସୁସ୍ଥ ହୋଇପଡିଛନ୍ତି ।ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବାର ଡାକ୍ତର କହିଥିବାବେଳେ ଏବେ ୯୬ବୟସରେ ରାଣୀ ରାସମଞ୍ଜରୀ ଦେବୀ ପଦାର୍ପଣ କରିଛନ୍ତି ।ଶେଷପର‌୍ୟ୍ୟାୟରେ ସେ ୧୯୭୭ ରୁ ୧୯୮୦ ତିଗିରିଆ, ଆଠଗଡ଼ରବିଧାୟିକା ଓ ୨୦୦୨ରୁ୨୦୦୭ କଟକ ଜିଲ୍ଲାପରିଷଦଉପାଧ୍ୟକ୍ଷାରେ ହୋଇଥିଲେ।

Comments (0)
Add Comment