ଆଜିର ରାଶିଫଳ
୨୦୨୩ ମସିହା ମାର୍ଚ୍ଚ ମାସ ୩୦ ତାରିଖ ଗୁରୁବାର ,ଶ୍ରୀ ରାମନବମୀ ,ବାସନ୍ତୀକ ଦୁର୍ଗାପୂଜାର ମହାନବମୀ ,ଚୈତ୍ରମାସ-ଶୁକ୍ଳପକ୍ଷ ,ତିଥି -ନବମୀ ରା୧୧/୧୬ଗତେ ଦଶମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୮ ,ତୁଳା , କୁମ୍ଭରାଶିର ଘାତବାର ,ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତବେଳା- ରାତ୍ରି ଘ୧/୮ ଗତେ ଘ୩/୩୨ ମଧ୍ୟେ ,ମାହେନ୍ଦ୍ରବେଳା- ଘ୭/୨୧ ମଧ୍ୟେ , ଦି ଘ୧୦/୩୩ ଗତେ ଘ୧୨/୫୭ ମଧ୍ୟେ ,ଲାଉ ଭକ୍ଷଣ ନିଷେଧ। ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ […]