ପୁଣି ବଳଦକୁ ଖାଇଲା ବାଘ

ନୂଆପଡ଼ା, ୨୯ା୩(ଏସଏସନିଉଜ) ପୁଣି ଏକ ବଳଦମାରି ଖାଇଲାବାଘା ସୁନାବେଡ଼ା ଅଭୟାରଣ୍ୟ ଜଲମଡ଼େଇଗାଁରେ ବାଘକୁ ନେଇ ପୁଣି ଆତଙ୍କ ଖେଳିଯାଇଛି ।ଖବରପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନବିଭାଗ କର୍ମଚାରୀା

Comments (0)
Add Comment