ବାଲିମେଦଅଞ୍ଚଳରେ ସନ୍ଦିଗ୍ଧପାରା

ବାସୁଦେବପୁର, ୨୯ା୩(ଏସଏସନିଉଜ)ବାଲିମେଦଅଞ୍ଚଳରୁ ସନ୍ଦିଗ୍ଧପାରା ଉଦ୍ଧାର ହୋଇଛି । ପାରାରଗୋଡ଼ରେ ପିତ୍ତଳ ରିଙ୍ଗରେ କିଛିଲେଖା ରହିଛିା ସ୍ଥାନୀୟଲୋକ ଏହିପାରାକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

Comments (0)
Add Comment