ଆଜିର ରାଶିଫଳ
୨୦୨୩ମସିହା ଅପ୍ରେଲମାସ ୧୦ତାରିଖ ସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୫୭ ,ସୂର୍ଯ୍ୟାସ୍ତ- ଘ୫/୫୯/୨୫ ,ବୈଶାଖ ମାସକୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ଦିବା ଘ୮/୩୧ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ଦିବା ଘ୮/୩୧ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଯୋଗ ଦୋଷ ହେତୁ ରାତ୍ରି ଘ୯/୧୧ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର ନାହିଁ।ମିଥୁନ ରାଶିର ଘାତବାର।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]