Browsing monthly archive

May 2023

୩ ସନ୍ଦିଗ୍ଧଙ୍କ ଫଟୋ ଜାରିକଲା ପୋଲିସ

ଯାଜପୁର,୧୭ା୫(ଏସଏସନିଉଜ) ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍ କରିଥିବା ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି୧୫ କିାଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି।ତେବେ ଡକାୟତମାନେ ସୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିବାବେଳେ ଗୋଟିକର ଛାଡିଦେଇଥିଲେ ।ଯାହାରଆଧାରରେ ପୋଲିସ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ମଧ୍ୟରୁ ୩ଜଣଙ୍କ ଫଟୋକୁ ଟ୍ରାକ୍ କରିପାରିଛି ପୋଲିସ ।ଅନ୍ୟପଟେ ଏମାନଙ୍କୁ ଧରିବାପାଇଁ ଏସପିଙ୍କ […]

ଚିଲିକାରେ ବୁଡ଼ିଗଲା ୧୨ନୌକା

ଟାଙ୍ଗୀ, ୧୭ା୫(ଏସଏସନିଉଜ)କାଳବୈଶାଖୀ ଯୋଗୁ ଚିଲିକାରେ ୧୨ଟି ନୌକା ବୁଡ଼ିଯିବାସହ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବାର ଜଣାପଡିଛି ।ଗତକାଲି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇ ସନ୍ଧ୍ୟା ୬ଟା ସମୟରେ ଫେରିବାବେଳେ କାଳବୈଶାଖୀ ହୋଇଥିଲା ।କାଲବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା।ସେଥିମଧ୍ୟରୁ ୭ ନମ୍ବର କୁଦ କୂଳରେ ୧୨ଟି ନୌକାକୁ ମତ୍ସ୍ୟଜୀବୀମାନେ ରଖିବାରେ ସକ୍ଷମ ହୋଇଥିଲେମଧ୍ୟ ନୈାକାଗୁଡିକ ଭାରସମ୍ୟ ହରାଇ ପବନମାଡରେ ଚିଲିକାରେ ବୁଡ଼ି ଯାଇଥିଲା।ତେବେ ୧୩ନଂ […]

ପୂର୍ବତନ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ, ୧୭ା୫(ଏସଏସନିଉଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଥିବା ତାଙ୍କ ବାସଘର, ପଟିଆସ୍ଥିତ କେ-ପ୍ଲାଜାର ଷଷ୍ଠ ମହଲାରେ ଥିବା ୬୦୧ ନମ୍ବର ଫ୍ଲାଟ୍‌, ଚନ୍ଦ୍ରଶେଖରପୁରରେ ଥିବା ହାଉସିଂବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ତାଙ୍କର ଏକ ଭଡ଼ା ଘର, ସେହି ଗଞ୍ଜାମରେ ଥିବା ସଞ୍ଜୟଙ୍କ ଅଫିସ୍ ରୁମ୍‌, ମୟୂରଭଞ୍ଜରେ ଥିବା […]

ମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିରୋଧ

ମୟୂରଭଞ୍ଜ, ୧୭ା୫(ଏସଏସନିଉଜ) ଠାକୁରମୁଣ୍ଡା ବ୍ଲକ୍‌ର ବିଡିଓ ସରକାରୀ କର୍ମଚାରୀ ହୋଇ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ କଥାରେ ଉଠ୍‌ବସ ହେଉଛନ୍ତି। ଯାହାଫଳରେ ପଞ୍ଚାୟତର ଉନ୍ନୟନ କାର‌୍ୟ୍ୟରେ ଅଚଳାବସ୍ଥା ଦେଖାଦେଇଛି ବୋଲିପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ସେମାନଙ୍କ ସହଯୋଗୀମାନଙ୍କୁ ଧରି ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିଲେ ।ତେବେ ଏହି ଧାରଣା ବିଷୟରେ ବିଡିଓଙ୍କ ପାଖରେ ଖବର ନଥିବାର କହୁଥିବାବେଳେ ଏଭଳି ଅସ୍ୱାଭାବିକ ପରିସ୍ଥିତି […]

ଗଛରେ ପିଟିହେଲା ବୋଲେରୋ

ଚମ୍ପୁଆ,୧୭ା୫(ଏସଏସନିଉଜ) ବାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋଟି ପିଟିହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି ।ରୁଗୁଡି ଥାନା ଅଞ୍ଚଳର କିଛି ଯୁବକ ଗତକାଲି ଏକ ବୋଲେରୋରେ ଝାଡଖଣ୍ଡରୁ ବାହାଘର ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ ।ଗାଡିଟି ରାମଚନ୍ଦ୍ରପୁରଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଲୋକମାନେ […]

ଆଜିର ରାଶିଫଳ

୧୭-୫-୨୦୨୩(ବୁଧବାର)ରାତ୍ରି ଘ୧୦।୩୬ ଗତେ ପଶ୍ଚିମେ ।ଯାତ୍ରା ଶୁଭ । ଅଦ୍ୟ ଦେବତା ଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।  ରାତ୍ରି ଘ୧୦।୩୬ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଦ୍ଵିଜା, କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୨୬ ଗତେ ବୃଷ ମିଥୁନ କର୍କଟ […]

୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୬।୫(ଏସଏସନିଉଜ) ମେ୧୮ତାରିଖ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।ସକାଳ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବାପରେ ଦିନ ୧୨ଟାରେ ଅନଲାଇନରେ ରେଜଲ୍ଟ ମିଳିପାରିବ ।www. bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ।ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ମିଳିବ ଫଳ।୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

ଆଜିର ରାଶିଫଳ

୧୬-୫-୨୦୨୩(ମଙ୍ଗଳବାର)ରେବତୀ ନକ୍ଷତ୍ରେ ରାତ୍ରି ବିବାହ ଓ ପାଣିଗ୍ରହଣ । ଧନୁ ରାଶିର ଘାତଚନ୍ଦ୍ର ।ମକର ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୮ ମଧ୍ୟେ ବାରବେଳା ।ଘ୧।୨୨ ଗତେ ଘ୨।୫୮ ମଧ୍ୟେ କାଳବେଳା । ରାତ୍ରି ଘ୭।୩୫ ଗତେ ଘ୮।୫୮ ମଧ୍ୟେ କାଳରାତ୍ରି । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପୋଇ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୭।୩୮ ମଧ୍ୟେ ଘ୯।୧୪ ଗତେ ଘ୧୧।୩୮ ମଧ୍ୟେ ଘ୨।୫୦ ଗତେ ଘ୩।୩୮ ମଧ୍ୟେ ରତ୍ରି […]

ଆଜିର ରାଶିଫଳ

୧୫-୫-୨୦୨୩(ସୋମବାର)ବୃଷସଂକ୍ରାନ୍ତି,ରାତ୍ରି ଘ୧।୨୬ ଗତେ ନୈଋତେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଦିବା ଘ୧୦।୬ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୮ ମଧ୍ୟେ କାଳବେଳା । ଘ୨।୫୮ ଗତେ ଘ୪।୩୫ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୧ ଗତେ ଘ୧୧।୪୪ ମଧ୍ୟେ […]

ଆଜିର ରାଶିଫଳ

ମଇମାସ ୧୪ତାରିଖ ୨୦୨୩ ମସିହା (ରବିବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୦୩/୧୦ ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୦୮,ଧନୁରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/୫୦ ଗତେ ଘ୦୯/୧୫ ମଧ୍ୟେ ଓରାତ୍ରି ଘ୦୭/୫୦ ଗତେ ଘ୧୦/୫୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୩/୩୮ ଗତେ ଘ୦୪/୨୭ ମଧ୍ୟେକଳମ ଶାଗ ଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ […]