Browsing monthly archive

August 2023

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୧ତାରିଖ ସୋମବାର।ଜାଗ୍ରତ୍ ଗୌରୀପଞ୍ଚମୀ, ଗ୍ରାମଦେବୀପୂଜା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/୬ସୂର୍ଯ୍ୟାସ୍ତ- ଘ୬/ ୮/୨,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପଞ୍ଚମୀ ରାତ୍ରି ଘ୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ। ଘାତଚନ୍ଦ୍ର–ସନ୍ଧ୍ୟା ଘ୬/୮ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଭକ୍ଷଣନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୮ମି ରୁ ଘ୮/୪୨ମି ପର୍ଯ୍ୟନ୍ତ,ବାରବେଳା ଦିବା ଘ୨/୪୬ମି ରୁ ଘ୪/୨୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/ ୨୨ମି ରୁ ଘ୧୧/୪୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୯ମି ମଧ୍ୟେ, ଘ୧୦/ ୨୧ମି ରୁ ଘ୧୨/୪୫ମି ମଧ୍ୟେ, ସନ୍ଧ୍ୟା […]

କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ […]

ମୁହାଁମୁହିଁ ଧକାହେଲା ତୀର୍ଥଯାତ୍ରୀ ବସ

ଜଳେଶ୍ୱର,୨୦।୮(ଏସଏସନିଉଜ)ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ବସ୍‌।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେଏହି ଦୁର୍ଘଟଣା ଘଟିଛି।ପଛ ବସ୍‌ରେ ଥିବା ୫ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୨ଟିଯାକ ବସ୍‌ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୦ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୧/୪୦,ସୂର୍ଯ୍ୟାସ୍ତ- ଘ୬/୮/୩୬,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଥୀ ରାତ୍ରି ଘ୧୨/୨୨ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୧ମି ରୁ ଘ୧/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୫ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୨୧ମି ରୁ ଘ୯/୩୩ମି ମଧ୍ୟେ, ରାତ୍ରି ଘ୭/୪୨ମି ରୁ ଘ୯/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୧ମି ମଧ୍ୟେ, ଘ୧୨/୪୫ମି ରୁ ଘ୧/୩୩ମି ମଧ୍ୟେ, ସନ୍ଧ୍ୟା […]

ଆଜିର ରାଶିଫଳ

ଅଗଷ୍ଟମାସ ୧୯ତାରିଖ ୨୦୨୩ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଲପକ୍ଷ ,ତିଥି- ତୃତୀୟା ରାତ୍ରି ଘ ୧୦/୨୦ ପର୍ୟ୍ୟନ୍ତ ତଦନ୍ତେ ଚତୁର୍ଥୀ ,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୨/୩୩ ପର୍ୟ୍ୟନ୍ତ ତଦନ୍ତେ ହସ୍ତା ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୦ ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଘ୦୪/୩୨ ଗତେ ଘ୦୬/୦୯ ମଧ୍ୟେ ,ବାରବେଳା – ଦିବା ଘ୦୧/୨୨ ଗତେ ଘ୦୨/୫୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। […]

ଜେ.ଏମ.ସ୍ପୋର୍ଟସ ଏକାଡେମୀ ପାଳିଲା ପ୍ରତିଷ୍ଠାଦିବସ

ଭୁବନେଶ୍ୱର,୧୮।୮(ଏସଏସନିଉଜ)ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପ୍ରତିଷ୍ଠିତ ଜେ. ଏମ. ସ୍ପୋର୍ଟସ ଏକାଡେମୀ ତାରଦ୍ୱାଦଶତମ ପ୍ରତିଷ୍ଠାଦିବସ ମଞ୍ଚେଶ୍ୱର ଜେ. ଏମ. ସ୍ପୋର୍ଟସ ଏକାଡେମୀ ଇଣ୍ଡୋର ହଲରେବହୁ ଆଡମ୍ବର ସହ ପାଳନ କରିଛି।ଏହି ଉପଲକ୍ଷେ ଏକାଡେମୀଅଧକ୍ଷା ମିରାରାଣୀ ଦାସଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଅତୀଶ କୁମାର ରାଉତ,ପୃଷ୍ଠପୋଷାକଯଶୋବନ୍ତଦାସ, ସମ୍ପାଦକ ତଥା ଆଇନପରାମର୍ଶଦାତା ସୁବ୍ରତ ମହାପାତ୍ର,ଏକାଡେମୀର କୋଷଧକ୍ଷ ଦେବବ୍ରତ ପଟ୍ଟନାୟକ ପ୍ରମୁଖଅତିଥିଭାବେ ଯୋଗଦାନ କରି ଏକାଡେମୀର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ।ଏଥିରେ ଜିମାସ୍ଟିକ ରଖେଳାଳି, ଅଭିଭାବକମାନେ ଉପସ୍ଥିତ ଥିଲେ।ଏହିଅବସରରେ ସାଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ […]

ଦେଢ଼ବର୍ଷପରେ ଧରାପଡିଲା

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)। ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୮ତାରିଖ ଶୁକ୍ରବାର।ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୧/୭ ,ସୂର୍ଯ୍ୟାସ୍ତ- ଘ୬/୧୦/୩ ,ଶ୍ରାବଣମାସ ,ଶୁଦ୍ଧ ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଦ୍ବିତୀୟା ରାତ୍ରି ଘ୮/୮ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୧୧/୪୮ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗନୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୮/୮ମି ପରେ ଆଗ୍ନେୟକୋଣରେ। ରବିଯୁକ୍ତ, ଶନିସପ୍ତ, ମଙ୍ଗଳସପ୍ତ, ନିରଂଶ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

ସିଂହସଂକ୍ରାନ୍ତି,ଅଗଷ୍ଟ୧୭,ଗୁରୁବାର, କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭରାଶିର ଘାତବାର । ଦିବା ଘ୨।୫୮ ଗତେ ଘ୬।୮ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୮ ଗତେ ଘ୧।୧୩ ମଧ୍ୟେ କାଳରାତ୍ରି । ମୃତେ ସନ୍ଧ୍ୟା ଘ୫।୩୯ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୮।୪୭ ଗତେ ସାତମାସ ଗଣ୍ଡଦୋଷ ।ସ୍ଵର୍ଣ୍ଣ ଓ ପୀତବସ୍ତ୍ର ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ […]

ମାଇଟ୍ୟାଲେଂଟର ବାର୍ଷିକସ୍‌ବ

ବାରଙ୍ଗ,୧୬।୮(ଏସଏସନିଉଜ) ବାରଙ୍ଗରେ ଥିବା ମାଇଟ୍ୟାଲେଂଟ ଶିକ୍ଷାନୁଷ୍ଠାନର ବାର୍ଷିକସ୍‌ବ ମଙ୍ଗଳବାର ରାତିରେ ବାରଙ୍ଗସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛିୁ ।ଏଥିରେ କଳିଙ୍ଗହସ୍ପିଟାଲର ସହନିର୍ଦ୍ଦେଶକ ଜ୍ଞାନେନ୍ଦୁ ମହାପାତ୍ର,କୁଞବିହାରିମହାବିଦ୍ୟାଳୟର ବାଣିଜ୍ୟବିଭାଗ ଅଧ୍ୟାପିକା ଲକ୍ଷ୍ମିପ୍ରିୟାସ୍ୱାଇଁ ,ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ୨୦୧୦ମସିହାରେ ଉତ୍କଳବିଶ୍ୱବିଦ୍ୟାଳୟରେ ସ୍ୱର୍ଣପଦକହାସଲକରିଥିବା ରଶ୍ମିଅଗ୍ରୱାଲା ଅତିଥିଭାବେ ଯୋଗଦେଇ ବାରଙ୍ଗଅଂଚଳରେ ଛାତ୍ରୀଛାତ୍ରମାନଙ୍କୁ ଆପଣାର କରି ଲୋପ୍ରିୟତା ହାସଲ କରିପାରିଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତଙ୍କୁ ପ୍ରଂଶସା କରିଥିଲେ ।ଏହିଅବସରରେ ନବାଗତଛାତ୍ରୀଛାତ୍ରମାନଙ୍କୁ ସମ୍ମାନୀତ କରାଯାଇଥିଲା ।ଶିକ୍ଷାନୁଷ୍ଠାନରେ ପାଠପଢି ଯୁକ୍ତ୩ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ସେଥିମଧ୍ୟରୁ […]