Browsing monthly archive

August 2023

ସ୍ତ୍ରୀରପ୍ରେମିକକୁ ଗୁଳିମାଡ଼

  ସମ୍ବଲପୁର,୧୬।୮(ଏସଏସନିଉଜ) ଚାରମାଲଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକ ପଙ୍କଜ ଦେହୁରୀଙ୍କୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭିମସାର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।ଖେତିନାଳୀଗାଁର ପଙ୍କଜ ଦେହୁରୀଙ୍କ ସହ ଝାଙ୍କରପଡ଼ା ଗାଁର ସ୍ୱାଧୀନ ପ୍ରଧାନଙ୍କ ସ୍ତ୍ରୀଙ୍କର ସହ ସମ୍ପର୍କ ଥିବା ସନ୍ଦେହରେ ହିଁ ଉଭୟଙ୍କର ଛାଡ଼ପତ୍ର ବିବାହର ୧୦ ବର୍ଷ ପରେ ଗତ ବର୍ଷ ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀପଙ୍କଜଙ୍କ ସହ ରହୁଥିଲେ। ଗତକାଲି ରାତିରେ ସ୍ବାଧୀନନିଶାସକ୍ତ ଅବସ୍ଥାରେ […]

ଭିଜିଲାନ୍ସଜାଲରେ ଭଦ୍ରକସିଡିପିଓ

ଭଦ୍ରକ,୧୬।୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧାଦାସ।ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଆଜି ଦିନସାଢ଼େ ୧୧ଟା ବେଳେ ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ଭିଜିଲାନ୍ସ ଟିମ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୬ତାରିଖ ବୁଧବାର।ମାସାନ୍ତ, ମଳମାସ ସମାପ୍ତି।ବିବିଧ- ସ୍ତ୍ରୀ ତୈଳବର୍ଜ୍ଜନ, ହଳ ନିଷେଧ ଦିବାଘ୧୧/୫୪ମି ମଧ୍ୟେ ଚନ୍ଦ୍ରକ୍ଷୟ। ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୦/୩୪ ,ସୂର୍ଯ୍ୟାସ୍ତ- ଘ୬/୧୧/୨୬ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ପଣ୍ଡିତ ବାସ ,ତିଥି- ଅମାବାସ୍ୟା ଦିବା ଘ୩/୧୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୩/୧୨ମି ପରେ ପୂର୍ବଦିଗରେ। ପକ୍ଷାନ୍ତଦୋଷ, ମାସାନ୍ତ, ରବିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ଅପରାହ୍ନ ଘ୫/୪୬ମିପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫ା୮(ଏସଏସନିଉଜ)ପଟିଆ: କାନନବିହାର ଫେଜ୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ଵାଧୀନତାପ୍ରାପ୍ତିର ଅମୃତମହୋତ୍ସବ ତଥା ୭୭ତମ ସ୍ୱାଧୀନତାଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ବିଦ୍ୟାଳୟର ମକ୍ଷର୍ଗଦର୍ଶକ ଅଲେଖନାୟକଙ୍କ ଉପସ୍ଥିତରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପକୁମାର ପାଣି ଜାତୀୟପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟସଂଗୀତ ଗାନପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାର ମହାପୁରୁଷମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ । ଉକ୍ତଦିବସର ଗୁରୁତ୍ଵ ବର୍ଣ୍ଣନାକରି ଛୋଟଛୋଟ ଶିଶୁମାନଙ୍କୁଆଶୀର୍ବଚନ ପ୍ରଦାନ କରିବା ସହିତ ପିଲାମାନଙ୍କର […]

ଜୁଆଆଡ୍ଡା ଉପରେ ଚଢ଼ଉକଲା ପୋଲିସ

ମାଲକାନଗିରି,୧୪।୮(ଏସଏସନିଉଜ)ଏମଭି ୮୪ଗ୍ରାମରେ ଗୋଟିଏଘର ଭିତରେ ଚାଲିଥିବା ଜୁଆଆଡ୍ଡା ଉପରେ ମାଲକାନଗିରି ଥାନା ପୋଲିସ ଚଢ଼ଉକରି ୫ଜଣ ଜୁଆଡିକୁ ଗିରଫ କରିଛି ।ସେମାନଙ୍କଠାରୁ ୨ଟିବାଇକ ସମେତ ତାସ୍ ଓ ୨୦,୮୨୦ ଟଙ୍କା ପୁଲିସ ଜବତ କରିଛି ।ଗିରଫ ହୋଇଥିବା ଜୁଆଡି ହେଉଛନ୍ତି ଏମଭି ୮୪ଗ୍ରାମର ଅମଲ ଦେ, ବଲାଇ ମଣ୍ଡଳ, ଏମଭି୮୩ଗ୍ରାମର ସାମଲ ରାୟ, ଅମୁଲ୍ୟ ସରଦାର ଓ ପଦ୍ମିଗିରଗ୍ରାମର ସାମଲ ଅଧିକାରୀ। ଜୁଆଆଡ୍ଡା ଚାଲିଥିବା ଖବର ପାଇ ପେଟ୍ରୋଲିଂଟିମ୍ ସେହି ଆଡ୍ଡାରେ ଚଢ଼ଉ କରିଥିଲା।  

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ […]

ଝାଡ଼ାବାନ୍ତିରେ ଆକ୍ରାନ୍ତ ୬୧ଛାତ୍ରଛାତ୍ରୀ

ସୁକିନ୍ଦା,୧୫ା୮(ଏସଏସନିଉଜ) ଗୋବରଘାଟି ସରକାରୀହାଇସ୍କୁଲ ହଷ୍ଟେଲର ୬୧ଜଣ ଅନୁସୂଚିତଜାତି ଓ ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ଖବରପାଇ ଏକ ଡାକ୍ତରୀଦଳ ହଷ୍ଟେଲରେ ପହଁଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।କେତେକ ପିଲାଙ୍କୁ ଚିକିସ୍‌ାପାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।ସେମାନଙ୍କମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାର ଜଣାପଡିଛି । ଗୋବରଘାଟି ହାଇସ୍କୁଲ ପରିସରରେ ଥିବା ହଷ୍ଟେଲରରୁ ପିଲାମାନଙ୍କୁ ଦେଢ଼କିଲୋମିଟର ଦୂର ବେଲହାରୀ ଆଶ୍ରମସ୍କୁଲ ପରିସରରେ ନବନିର୍ମିତ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିଲା।ଏହାପରଠାରୁ ପିଲାମାନଙ୍କ ସ୍ବାସ୍ଥ୍ୟାବବସ୍ଥାଦ ବିଗିଡ଼ିବାରେ ଲାଗିଥିଲା […]

ସମବାୟସମିତିରେ ସ୍ୱାଧୀନତାଦିବସ ପାଳନ

ମେଣ୍ଢାଶାଳ,୧୫।୮(ଏସଏସ ନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭlଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସୁରେନ୍ଦ୍ର ସାମନ୍ତରାୟ .ପ୍ରଫୁଲ ଶ୍ରୀଚନ୍ଦନ. […]

ଆଜିର ରାଶିଫଳ

୨୦୨୩ ମସିହା ଅଗଷ୍ଟମାସ ୧୫ତାରିଖ ମଙ୍ଗଳବାର।ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ, ସ୍ବାଧୀନତା ଦିବସ (୭୭)ତମ, ଶ୍ରୀ ଅରବିନ୍ଦ ଜୟନ୍ତୀ।ବିବିଧ- ରାତ୍ରୌ ଗୋଦୋହନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୦/୧୬,ସୂର୍ଯ୍ୟାସ୍ତଘ୬/୧୨/୬,ଶ୍ରାବଣମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ଭୌମ ବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୪୨ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୨/୪୨ମି ପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ମଙ୍ଗଳବାର, ବ୍ୟତିପାତ, ରବିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ଅମାବାସ୍ୟାର ପାର୍ବଣଶ୍ରାଦ୍ଧ।ଏହି ମଳ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୪ତାରିଖ ୨୦୨୩ ମସିହା(ସୋମବାର) ଶ୍ରାବଣମାସ-ମଳ କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୧୦/୧୮ପର୍ୟ୍ୟନ୍ତ ତଦନ୍ତେଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୨୦,ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ,ମିଥୁନ ରାଶିର ଘାତବାର,କାଳବେଳା -ଦିବା ଘ୦୭/୦୫ ଗତେ ଘ୦୮/୪୧ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୧୮ ଗତେ ଘ୧୨/୪୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି, ବାଇଗଣ ଦିବାଘ ୧୦/୧୮ ଗତେ ବିରିଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ […]