Browsing yearly archive

2023

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ପୁରୀ,୩ା୧୧(ଏସଏସନିଉଜ)ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୫ ଦିନ ଚାଲିବ ।ଏହାପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ନାତି ନେଲା ଜେଜେବାପାଙ୍କ ଜୀବନ!

ରାୟଗଡ଼ା,୩ା୧୧(ଏସଏସନିଉଜ) ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଥିବାଭଳି ଅଭାବନୀୟ ଘଟଣା କାଶୀପୁରଥାନା ପରଜାସିଲା ଗାଁରେ ଘଟିଥିବାର ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଗୋବର୍ଦ୍ଧନ ନାୟକ।ପୋଲିସ ନାତି ମୋହନକୁ ଅଟକ ରଖି ପଚରାଉଚରା ଜାରି ରଖିଛି।୬୫ ବର୍ଷବୟସ୍କ ଗୋବର୍ଦ୍ଧନ ନାୟକ ପିଣ୍ଢାରେ ବସିଥିବାବେଳେ ନାତି ମୋହନ ଆସି ଟଙ୍କା ମାଗିଥିଲା।ଟଙ୍କାନାହିଁବୋଲି ଗୋବର୍ଦ୍ଧନ କହିବାପରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୩ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୫୨/୧୪,ସୂର୍ଯ୍ୟାସ୍ତ- ଘ୫/୮/୧୮, କାର୍ତ୍ତିକମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ଷଷ୍ଠୀ ରାତ୍ରି ଘ୧୦/୪୭ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୧୦/୪୭ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି , ବିଷ୍ଟିକରଣ, ଗ୍ରହଣ ସପ୍ତାହ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧/୫୦ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ରାତ୍ରି ଘ୧୦/୪୭ମିପରେ ତାଳଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨ତାରିଖ ଗୁରୁବାର। ସୁର୍ଯ୍ୟୋଦୟ- ଘ୫/୫୧/୪୬ ,ସୂର୍ଯ୍ୟାସ୍ତ- ଘ୫/୮/୪୮ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ପଞ୍ଚମୀ ରାତ୍ରି ଘ୯/୩୦ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଆର୍ଦ୍ରା (ଅହୋରାତ୍ର) ।ଚ଼ନ୍ଦ୍ର- ମିଥୁନଚନ୍ଦ୍ର (ଅହୋରାତ୍ର)।ସୌରଚଳନେ ତୁଳା ଦି୧୬ନ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ରାତ୍ରି ଘ୯/୩୦ମି ପରେ ନିମ୍ବଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳାଦିବା ଘ୨/୨୦ମି ରୁ ସୂର୍ଯ୍ୟାସ୍ତ ଘ୫/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୩୦ମି ରୁ ଘ୧/୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା […]

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବରମାସ ୩୧ତାରିଖ ମଙ୍ଗଳବାର। ସୁର୍ଯ୍ୟୋଦୟ- ଘ୫/୫୦/୫୧ ,ସୂର୍ଯ୍ୟାସ୍ତ- ଘ୫/୯/୫୧ ,କାର୍ତ୍ତିକ ମାସ ,କୃଷ୍ଣ ପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରି ଘ୯/୧୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୯/୧୧ମିପରେ ନୈର୍ଋତ କୋଣରେ।ମଙ୍ଗଳବାର,ରିକ୍ତାତିଥି ,ବିଷ୍ଟିକରଣ,ଗ୍ରହଣସପ୍ତାହ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ରାତ୍ରି ଘ୯/୧୧ମିପରେ ମୂଳାଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୭ମି ରୁ ଘ୮/୪୧ମିପର୍ଯ୍ୟନ୍ତ।କାଳବେଳା ଦିବାଘ୧୨/୫୪ମି […]

ଆଜିର ରାଶିଫଳ

ଅକ୍ଟୋବରମାସ ୩୦ତାରିଖ ୨୦୨୩ ମସିହା (ସୋମବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୦/୧୧ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୨୩ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/ ୩୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୦ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର, ବିଛାରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୦୨/୧୯ ଗତେ ଘ୦୩/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୬ ମଧ୍ୟେ ଓ ଘ୦୯/୦୧ ଗତେ ଘ୧୧/୨୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ବୋଇତିକଖାରୁ ଭକ୍ଷଣ ନିଷେଧ। ମେଷ:-ଆଜି କୋର୍ଟକଚେରୀ ବିଷୟରେ ନପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନପରେ […]

ଓଡିଶା-ଆନ୍ଧ୍ରସୀମାରେ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୨୯।୧୦(ଏସଏସନିଉଜ)ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା- କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି ।ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାନେଇ ସରକାରୀ ସୂତ୍ରରୁ କୁହାଯାଇଛି। ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ ତାରିଖ ୨୦୨୩ ମସିହା(ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ,ସୌରମାସ- ତୁଳା ୧୨ ଦିନ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ ,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ […]

ସୋସାଇଟିଟଙ୍କା ଚୋରିକରି ଧରାପଡିଲେ ଯୁବକ

ବାରଙ୍ଗ,୨୭।୧୦(ଏସଏସ ନିଉଜ)ସୋସାଇଟି ଟଙ୍କା ଚୋରି କରିବା ଅଭିଯୋଗରେ ଶୁକ୍ରବାର ଦିନ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳନ କରିଛି। ପ୍ରକାଶଯେ,ହେମନ୍ତ କୁମାର ମଲ୍ଲିକ ଓ ପ୍ରମୋଦ ସୁତାର ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ଜିଡିଏସ ଟାୱାରର ସୋସାଇଟି ରୁମରେ ରୁହନ୍ତି । ଉକ୍ତ ସୋସାଇଟିର ମାସିକିଆ ମେଣ୍ଟେନାନ୍ସ ଖର୍ଚ୍ଚ ବାବଦକୁ ଆଦାୟ ହୋଇଥିବା ମୋଟ ୫୨,୦୦୦ ଟଙ୍କାକୁ ହେମନ୍ତ ଜଣକ ଉକ୍ତ ଜିଡିଏସ ଟାୱାରର ସୋସାଇଟି ରୁମରେ ରଖି ଶୋଇବା ନିମନ୍ତେ […]

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଗୁରୁତର

ଗଞ୍ଜାମ,୨୮।୧୦(ଏସଏସନିଉଜ) ପୋଲସରା ମାଢୁଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ସ୍ଥାନୀୟ ନିଗମ ନଗର ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତା ମହିଳା ହେଲେ ସୁମତି ମହାରଣା ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମହାରଣା ବୋଲି ଜଣାଯାଇଛି। ଉଭୟ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା।ଏଥିରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା […]