ଆଜିର ରାଶିଫଳ
୨୦୨୩ମସିହା ଅକ୍ଟୋବରମାସ ୨୭ତାରିଖ ଶୁକ୍ର ବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ,ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା।ସୁର୍ଯ୍ୟୋଦୟ- ଘ୫/୪୯/୫,ସୂର୍ଯ୍ୟାସ୍ତ- ଘ୫/୧୨ /୧୧, ଆଶ୍ବିନ ମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ତ୍ରୟୋଦଶୀ ଦିବା ଘ୭/୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ କ୍ଷୟ ରାତ୍ରି ଘ୪/୧୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫ମି ପରେ ପଶ୍ଚିମ ଦିଗରେ ଏବଂ ରାତ୍ରି ଘ୪/୧୯ମିପରେ ବାୟବ୍ୟକୋଣରେ। ତ୍ର୍ୟହସ୍ପର୍ଶ ତିଥି ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ଘାତ ଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର […]