Browsing yearly archive

2023

ମୋବାଇଲ ପାଇଁ ନେଇଗଲେ ଜୀବନ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ମୋବାଇଲଫୋନ ଓ ମନିପର୍ସ ଚଡାଇନେବାବେଳେ ବିରୋଧ କରିବାରୁ ସ୍କ୍ରୁଡ୍ରାଇଭରରେ ମରତ୍ନ୍‌କ ଆକ୍ରମଣ କରି ହତ୍ୟା କରିଥିବା ।ଭିଯୋଗରେ ପୋଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସଯେ, ଗତ୧୨ତାରିଖଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗରବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବାନେଇ ସୂଚନା ମିଳିବାପରେ ବଡଗଡଥାନା ତରଫରୁ ତାଙ୍କୁ ଉଦ୍ଧାରକରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରକରାଯାଇଥିବା ବେଳେ ଡାକ୍ତରତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡ଼ଗଡଥାନାପୁଲିସ […]

ଆଉ ଆସୁଛି ଲଘୁଚାପ !

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପୁଣି ଏକ ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନାମିଳିଛି ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି ।ଉତ୍ତର-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ାବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ ,ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଅନୁମାନ କରିଛି ।ଅନ୍ୟପଟେ ହୀରାକୁଦଡ୍ୟାମ୍ ର ୮ଟି ଗେଟ୍ ବନ୍ଦ ହୋଇଛି ।ବର୍ତ୍ତମାନ ୧୪ଟିଗେଟ୍ ଦେଇ ଜଳନିଷ୍କାସନ […]

ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ […]

ଓଲଟିଲା ଗ୍ୟାସ୍ ସିଲିଣ୍ଡରବୋଝେଇ ଟ୍ରକ୍

କଟକ,୧୮ା୯(ଏସଏସନିଉଜ) ଶିଖରପୁର ଅଞ୍ଚଳରେ ଗ୍ୟାସସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି।ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯିବ।ତେବେ ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ଜଣାପଡିଥିଲା ।  

ନାଳ ପାରହେଲାବେଳେ ଭାସିଗଲେ ୩

ସୁନ୍ଦରଗଡ଼, ୧୮ା୯(ଏସଏସନିଉଜ) ଗତକାଲି ରାତିରେ ସଦରଥାନା କରମଡିହି ନିକଟ ଫଟାଟାଙ୍ଗରଗାଁରେ ୩ଜଣ ଯୁବକ ବାଇକରେ ଭରାନାଳ ପାରହେଉଥିବାବେଳେ ଭାସିଯାଇଥିଲେ ।ସେଥିମଧ୍ୟରୁ ୨ଜଣ କୈାଶଳ କ୍ରମେ ପହଁରି ପଳାଇଆସିଥିବାବେଳେ ଜଣେ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ଅଗ୍ନିଶମ ବାହିନୀ ଫଟାଟାଙ୍ଗରର କୈଳାସବୁଡନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । କୈଳାସବୁଡ ,ରମେଶଟପ୍ପୋ ଓ ସମେଲଏକ୍କା ଏକ ବାଇକରେ ଭରାନାଳ ପାରହେଉଥିବାବେଳେ ଏହି ଅଘଟଣ ଘଟିଥିଲା ।

ମୋବସ୍- କାର୍ ଧକ୍କାରେ ଚାଲିଗଲାଜୀବନ

ପୁରୀ,୧୮ା୯(ଏସଏସନିଉଜ) ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋବସ ସହ କାରଧକ୍କା ହେବାରୁ କାରଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଥିବାବେଳେ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ମୋବସଟି ଏକ ଗଛରେ ପିଟିହୋଇଛି । ଅଗ୍ନିଶମବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।ଏକ କାରରେ ୫ଜଣ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିବାବେଳେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା।ମୃତକ ହେଉଛନ୍ତି କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ […]

୩ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ,୧୮ା୯(ଏସଏସନିଉଜ) ଶେରଗଡ଼ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଥିବା ସାବିତ୍ରୀସାହୁ ଓ ତାଙ୍କର ଦୁଇପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି।ଏମାନେ ବାଇପାସସ୍ଥିତ ଏକଭଡ଼ାଘରେ ରହୁଥିଲେ। ସାବିତ୍ରୀ ଓ ତାଙ୍କର ଦୁଇପୁଅଙ୍କୁ ଅଚେତ ଅବସ୍ଥାରେ ସକାଳୁ ଶେରଗଡ଼ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। କଣପାଇଁ ଏମାନଙ୍କ ମୃତ୍ୟୁ ହେଲା ସନ୍ଦେହ ଘେରରେ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର ୫୦ରୁ ଅଧିକ ପରିବାର ଘେରିଥିଲୋ ସର୍ଭେରେ ବସ୍ତିର ୪୦୦ପରିବାର ଥିଲୋ ୧୫୦ରୁ ଊର୍ଦ୍ଧ୍ୱ ଘର ପାଇଥିବାବେଳେ ପ୍ରାୟ ୨୫୦ପରିବାର ଘରପାଇବାରୁ ବଞ୍ଚିତହୋଇଥିବା ଅଭିଯୋଗ କରି ବିଏମସି କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବରପାଇ ମେୟର ଆଲୋଚନା ପାଇଁ ଡାକିଥିବାର ଜଣାପଡିଛି ।

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ସୋମବାର।ଶ୍ରୀମନ୍ଦିରେ ଅନ୍ଧପ୍ରସ୍ତାବ, ବାଲି ତୃତୀୟା, ଗୌରୀବ୍ରତ, ହରିତାଳିକା ଚତୁର୍ଥୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୮/୧,ସୂର୍ଯ୍ୟାସ୍ତ-ଘ୫/୪୩/୫୯, ଭାଦ୍ରବମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ତୃତୀୟା ଦିବା ଘ୧୨/୩୩ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ । ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ୧୨/୩୩ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ବୈଧୃତିଯୋଗ, ନିରଂଶ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ନାହିଁ।ଘାତ ବାର–ମିଥୁନରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୧୨/୩୩ମିପରେ ମୂଳାଭକ୍ଷଣ […]