Browsing yearly archive

2023

ହାତୀ ଆକ୍ରମଣରେ ୨ ବନକର୍ମଚାରୀ ଗୁରୁତର

ମୟୁରଭଞ୍ଜ,୧୧ା୯(ଏସଏସନିଉଜ)ବେତନଟୀରେଞ୍ଜ ବଡାମପୁରସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି ।ଗତକିଛି ଦିନହେଲା ୧୮ ଟିକିଆ ହାତୀପଲ ଏହି ଅଞ୍ଚଳରେ ଭାବେ ରହି ଉତ୍ପାତ ବଢ଼ାଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଜନସାଧାରଣକୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏକଚାରିଟିକିଆ ହାତୀପଲ ବେଣାପୁରା ଗ୍ରାମରେ ପଶିବାସହ ଜଣେ ଲୋକଙ୍କ ଘରଭାଙ୍ଗିବାକୁ ଉଦ୍ୟମ […]

ଅମରଲଡୁ ବାଂଟିଲେ ଗରୁଡ

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ […]

ଆଜିରଦିନଟି କିପରିକଟିବ ଜାଣନ୍ତୁ ଆଜିରରାଶିଫଳ

୧୧-୯-୨୦୨୩(ସୋମବାର)ଅଦ୍ୟ ସିଂହ ଦି୬ନ, ଭାଦ୍ରବ କୃଷ୍ଣଦ୍ଵାଦଶୀ ଦ୪୫।୧୦ରାଘ ୧୧।୪୧,ପୁଷ୍ୟା ଦ୩୭।୨୭ ରାଘ୮।୩୬,କର୍କଟ ଚନ୍ଦ୍ର ଦ୬୦ନିଶାନ୍ତ।ଯୋଗିନୀନୈଋତେ । ରାତ୍ରି ଘ୧୧।୪୧ଗତେ ଦକ୍ଷିଣେ । ଯାତ୍ରାନାସ୍ତି । ଅଦ୍ଯ ଦେବତାଗଠନ, ନୌକାଗଠନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ରାତ୍ରି ଘ୮।୩୬ ଗତେ ମଘାପୂର୍ବାଫାଃ ହସ୍ତା ସ୍ବାତୀଅନୁରାଧା ମୂଳାପୂର୍ବାଷାଢ଼ା ଶ୍ରବଣାଶତଭିଷା ଉତ୍ତରଭାଦ୍ର ଅଶ୍ବିନୀଦ୍ଵିଜା ରୋହିଣୀ ଆର୍ଦ୍ରାପୁଷ୍ୟା ଏ ନକ୍ଷତ୍ରମାନଙ୍କରତାରାଶୁଦ୍ଧି । ମିଥୁନରାଶିର ଘାତବାର।ଦିବା ଘ୭।୮ ଗତେ […]

ଚୋରୀ ବିଦ୍ୟୁତତାର ସହ ଅଟୋ ଜବତ,ଦୁଇ ଗିରଫ

  ବାରଙ୍ଗ,୧୦|୯ (ଏସଏସନିଉଜ)ବିଦ୍ୟୁତତାର ଏବଂ ଜିଆଇପୋଲ ଚୋରି ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି ବାରଙ୍ଗଥାନା ପୋଲିସ। ସେମାନେହେଲେ କଟକ ଲାଲବାଗଥାନା ଜଗନ୍ନାଥ ବଲ୍ଲଭଅଞ୍ଚଳର କାଳିଆମହାପାତ୍ର(୨୫) ଏବଂ ଅଲିଶା ବଜାରର ସୋମନାଥବେହେରା ଓରଫ କାଳନ୍ଦୀ (୧୯)। ଏଥିସହ ଚୋରୀରେ ବ୍ୟବହୃତ ଅଟୋ ସମେତ ତାରକୁ ଜବତକରିଛି ପୋଲିସ। ପ୍ରକାଶଯେ, ବାରଙ୍ଗରୁ ଗୋଡ଼ିସାହି ପର୍ଯ୍ୟନ୍ତ ପୁରୀ ମୁଖ୍ୟକେନାଲ ରାସ୍ତାରେ ନୂତନ ବିଦ୍ୟୁତସଂଯୋଗ ପାଇଁ ଭୁବନେଶ୍ୱର ବଡ଼ଗଡ଼ଅଞ୍ଚଳର ଇଶ୍ଵରଚନ୍ଦ୍ର ପରିଡ଼ା ଟେଣ୍ଡରନେଇ କାମ କରୁଥିଲେ। ତେବେ ଗତ ଜୁଲାଇ ୨୦ତାରିଖରାତିରେ […]

ଯୁବତୀଙ୍କୁ ଛୁରାମାଡ଼

କଟକ,୧୦ା୯(ଏସଏସନିଉଜ) ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି ।ଏକ ପାର୍ଲର ଭିତରେ ପଶି ଛୁରାମାଡ଼ କରିଛି ଯୁବକାପୁରୀଘାଟ ଅଞ୍ଚଳର ଯୁବତୀ ପାର୍ଲରର କର୍ମଚାରୀ ଥିଲୋଛୁରାମାଡ଼ କରି ଯୁବକ ଜଣଙ୍କ ଫେରାର ହୋଇଯାଇଥିବାବେଳେ ଯୁବତୀଙ୍କୁ ଝଉଈରେ ଚିକିସ୍‌।ପାଇଁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତେବେ ଯୁବତୀଙ୍କୁ ଛୁରାମାଡ଼ କାହିଁକିକରାଗଲା ତାହାର କାରଣ ଜଣାପଡ଼ିନାହିଁ ।

ମା,ଝିଅ,ପୁଅ ପିଇଲେ ବିଷ

ବରଗଡ଼,୧୦ା୯(ଏସଏସନିଉଜ) ଗୋଟିଏପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମକରିଥିବାର ଜଣାପଡିଛି ।ବିଷପିଇ ମା, ଝିଅ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସୋହେଲାଥାନା ମାଷ୍ଟରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ମୃତ୍ୟୁପରେ ମାନସିକ ଦୁଶ୍ଚିନ୍ତାରେ ଏହି ପରିବାର ରହୁଥିବାର ଜଣାପଡିଛି ।ମା, ଝିଅଙ୍କ ଅବସ୍ଥା ସ୍ଥିରଥିବାବେଳେ ପୁଅକୁ ଚିକିସ୍‌ାପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଭସାଣି

କଟକ,୧୦ା୯(ଏସଏସନିଉଜ)ଆସୁଛି ପାର୍ବଣ ରୁତୁ ।ପ୍ରସିଦ୍ଧ ଦୁର୍ଗାପୁଜାନିମନ୍ତେ ପ୍ରସ୍ତୁତିପର୍ବରେ ଲାଗିପଡିଲେଣି ଭାଇଚାରାର ସହର କଟକ । ଦୁର୍ଗାପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଯାଇଛି ।ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋଏହାସହ ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲୋଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁଯାଉଛି ।  

ଦିନଦ୍ଵିପ୍ରହରରେ ବୁଲିଲାଖଣ୍ଡା

ବାଲେଶ୍ଵର,୧୦ା୯(ଏସଏସନିଉଜ)ସୋରଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦିନଦିହିପହରରେ ବୁଲୁଛିଖଣ୍ଡା । ମଦମାଫିଆମାନେ ଗୋଡ଼ାଇଗୋଡ଼ାଇ ଖଣ୍ଡାରେ ଦେଶୀ ମଦ ବେପାରୀଙ୍କୁ ହାଣିଛନ୍ତି ।ଫଳରେ ୨ଜଣ ଗୁରୁତରଆହତ ହୋଇ ଚିକିସ୍‌ାପାଇଁ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେଠାରେ ଅବସ୍ଥା ସଙ୍କଟାପର୍ଣହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖଣ୍ଡାସାହି ଗ୍ରାମର ଗଣେଶ ସିଂ ଦେଶୀ ମଦକାଉଣ୍ଟର ଆଗରେ ଛିଡା ହୋଇଥିବାବେଳେ ପୁରୁଣାବଜାରର ଦୁଇଜଣ ମଦମାଫିଆ ଆସି ଅତର୍କିତ ଭାବେ ମୁଣ୍ଡକୁ ହାଣି ଦେଇଥିଲେ ।ଫଳରେ ଗଣେଶଙ୍କ […]

ନକଲିମଦ ସହ ୫ ଗିରଫ

ନୂଆପଡ଼ା,୧୦ା୯(ଏସଏସନଉିଜ) କୋମନା ୩୫୩ନଂ ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ବିଆର୍ ୪୬ପି-୩୧୮୭ନଂ ବୋଲେରୋକୁ ରୋକି ଯାଂଚ କରି ଅବକାରୀବିଭାଗ ବିପୁଳ ପରିମାଣରେ ନକଲି ମଦ ଜବତ କରିବାସହ ୫ ଜଣକୁ ଗିରଫ କରିଛି ।ସେମାନେହେଲେ ଛତିଶଗଡ଼ ରାୟପୁର ୱାର୍ଡ ନଂ୬୯ର ରାଜେଶ ସିଂ, ଧନ୍ବନ୍ତରୀଜିଲ୍ଲା ବାନିତୋଲା ନହରନାଇ ଛକର ବିନୋଦ ସିଂ , ବିହାରଅରଙ୍ଗପାଦ ଜିଲ୍ଲାର ନବୀନଗର ୱାର୍ଡ ନଂ୧୪ର ବିଦ୍ୟାଞ୍ଚଳ କୁମାର, ଝାଡ଼ଖଣ୍ଡ ପଲାମୋ ଜିଲ୍ଲା ହରିହର ଗଞ୍ଜଥାନା ବହୁରାହା ଗାଁର ପଙ୍କଜ ଯାଦବ ,ନୂଆପଡ଼ା […]

ବିଜେଡି କର୍ମୀଙ୍କୁ ହତ୍ୟା!

ଗଂଜାମ ,୧୦ା୯(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଶେରଗଡ ନନ୍ଦିନୀସେତୁ ଉପରେ ବିଜେଡି କର୍ମୀ ମଧୁସୂଦନ ବିଷୋୟୀଙ୍କୁ କେହି ମାରି ଫୋପାଡିଦେଇଥିବାର ଅଭିଯୋଗ ହୋଇଛି । ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଗତକାଲି କୌଣସିକାମରେ ଶେରଗଡ଼କୁଯାଇ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ସେତୁ ଉପରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଆକ୍ରମଣ ଆକ୍ରମଣ ହୋଇଥିଲା ।ଆକ୍ରମଣକାରୀମାନେ ମଧୁକୁ ସେତୁ ଉପରୁ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।କୈାଶଳକ୍ରମେ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ […]