ଆଜିର ରାଶିଫଳ
୨୦୨୩ମସିହା ସେପ୍ଟେମ୍ବରମାସ ୯ତାରିଖ ଶନିବାର, ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କର ବଣଭୋଜିବେଶ, କୋଳିବିକା ଓ ବକାସୁର ଏବଂ ଅଘାସୁରବଧ ପ୍ରସ୍ତାବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୧୪,ସୂର୍ଯ୍ୟାସ୍ତ- ଘ୫/୫୨/୮,ଭାଦ୍ରବମାସ,କୃଷ୍ଣପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୭/୦ମି ପର୍ଯ୍ୟନ୍ତ ତଦନ୍ତେଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୦ମି ପରେ ଆଗ୍ନେୟ କୋଣରେ। ଶନିବାର, ବିଷ୍ଟିକରଣ, ବ୍ୟତିପାତଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–ବୃଷ, ସିଂହ ଓ କନ୍ୟା ରାଶିରଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ରାତ୍ରି ଘ୭/୦ମି ପରେ ଶିମ୍ବ […]