ଆଜିର ରାଶିଫଳ
ସ୍ମାର୍ତ୍ତସମ୍ମତ ନନ୍ଦୋତ୍ସବ ,୭-୯-୨୦୨୩(ଗୁରୁବାର) ସିଂହ ଦି୨୨ନ, ଭାଦ୍ରବ କୃଷ୍ଣଅଷ୍ଟମୀ ଦ୨୫।୫୮ ଦିଘ୩।୫୯,ରୋହିଣୀ ଦ୧୨।୫୫ଦିଘ୧୦।୪୬,କୃଷ୍ଣ ଚନ୍ଦ୍ର ଦ୪୫।୧୪ରାଘ୧୧।୪୨।ଯୋଗିନୀ ଐଶାନ୍ୟେ । ଦିବା ଘ୩।୫୯ ଗତେ ପୂର୍ବେ ।ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ, ଉଗ୍ର ଦେବତା ପ୍ରତିଷ୍ଠା ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୬ ଗତେ ଆର୍ଦ୍ରା ପୁର୍ନବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା […]