Browsing yearly archive

2023

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ […]

ଝାଡ଼ାବାନ୍ତିରେ ଆକ୍ରାନ୍ତ ୬୧ଛାତ୍ରଛାତ୍ରୀ

ସୁକିନ୍ଦା,୧୫ା୮(ଏସଏସନିଉଜ) ଗୋବରଘାଟି ସରକାରୀହାଇସ୍କୁଲ ହଷ୍ଟେଲର ୬୧ଜଣ ଅନୁସୂଚିତଜାତି ଓ ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ଖବରପାଇ ଏକ ଡାକ୍ତରୀଦଳ ହଷ୍ଟେଲରେ ପହଁଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।କେତେକ ପିଲାଙ୍କୁ ଚିକିସ୍‌ାପାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।ସେମାନଙ୍କମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାର ଜଣାପଡିଛି । ଗୋବରଘାଟି ହାଇସ୍କୁଲ ପରିସରରେ ଥିବା ହଷ୍ଟେଲରରୁ ପିଲାମାନଙ୍କୁ ଦେଢ଼କିଲୋମିଟର ଦୂର ବେଲହାରୀ ଆଶ୍ରମସ୍କୁଲ ପରିସରରେ ନବନିର୍ମିତ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିଲା।ଏହାପରଠାରୁ ପିଲାମାନଙ୍କ ସ୍ବାସ୍ଥ୍ୟାବବସ୍ଥାଦ ବିଗିଡ଼ିବାରେ ଲାଗିଥିଲା […]

ସମବାୟସମିତିରେ ସ୍ୱାଧୀନତାଦିବସ ପାଳନ

ମେଣ୍ଢାଶାଳ,୧୫।୮(ଏସଏସ ନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭlଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସୁରେନ୍ଦ୍ର ସାମନ୍ତରାୟ .ପ୍ରଫୁଲ ଶ୍ରୀଚନ୍ଦନ. […]

ଆଜିର ରାଶିଫଳ

୨୦୨୩ ମସିହା ଅଗଷ୍ଟମାସ ୧୫ତାରିଖ ମଙ୍ଗଳବାର।ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ, ସ୍ବାଧୀନତା ଦିବସ (୭୭)ତମ, ଶ୍ରୀ ଅରବିନ୍ଦ ଜୟନ୍ତୀ।ବିବିଧ- ରାତ୍ରୌ ଗୋଦୋହନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୦/୧୬,ସୂର୍ଯ୍ୟାସ୍ତଘ୬/୧୨/୬,ଶ୍ରାବଣମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ଭୌମ ବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୪୨ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୨/୪୨ମି ପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ମଙ୍ଗଳବାର, ବ୍ୟତିପାତ, ରବିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ଅମାବାସ୍ୟାର ପାର୍ବଣଶ୍ରାଦ୍ଧ।ଏହି ମଳ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୪ତାରିଖ ୨୦୨୩ ମସିହା(ସୋମବାର) ଶ୍ରାବଣମାସ-ମଳ କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୧୦/୧୮ପର୍ୟ୍ୟନ୍ତ ତଦନ୍ତେଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୨୦,ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ,ମିଥୁନ ରାଶିର ଘାତବାର,କାଳବେଳା -ଦିବା ଘ୦୭/୦୫ ଗତେ ଘ୦୮/୪୧ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୧୮ ଗତେ ଘ୧୨/୪୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି, ବାଇଗଣ ଦିବାଘ ୧୦/୧୮ ଗତେ ବିରିଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ […]

ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

କଟକ,୧୩ା୮(ଏସଏସନିଉଜ) ସଦରଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବାର ଜଣାପଡିଛି । ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବାର ଶୁଣିବାକୁମିଳିଛି । ବାପା ୯ମାସରଛୁଆକୁ ଧରି ସିଢ଼ୁଆ ନଦୀକୁ ଡେଇଁପଡ଼ିଥିବାବେଳେ ସ୍ଥାନୀୟ ଲୋକ ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ ।କିନ୍ତୁ ପିଲାଟିକୁ ଉଦ୍ଧାର କରିଥିାବବେଳେ ବାପାର ପତାମିଳିପାରିନାହିଁ ।ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଆଜିର ରାଶିଫଳ

୧୩-୮-୨୦୨୩(ରବିବାର) କର୍କଟ ଦି୨୮ନ, ଶ୍ରାବଣ ମଳକୃଷ୍ଣ ଦ୍ଵାଦଶୀ ଦ୬।୩୨ ଦିଘ୮।୮,ଆର୍ଦ୍ର ଦ୮।୪୪ ଦିଘ୯।୧,ମିଥୁନଚନ୍ଦ୍ର ଦ୫୮।୪୮ ନିଘ୫।୨।ଦିବା ଘ୮।୮ଗତେ ଦକ୍ଷିଣେଗତେ ଯାତ୍ରାଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ । ମେଷରାଶିର ଘାତବାର । ଦିବା ଘ୧୦।୧୫ ଗତେ ଘ୧।୨୫ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୨୫ ଗତେ ଘ୨।୫୦ ମଧ୍ୟେ କାଳରାତ୍ରି ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୋଇ ଦିବା […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୨ତାରିଖଶନିବାର।ସର୍ବସମ୍ମତ ପରମା ଏକାଦଶୀ, ପୁରୁଷୋତ୍ତମୀ ଏକାଦଶୀ।ବିବିଧ- ହଳ ନିଷେଧ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୯/୨୫ ,ସୂର୍ଯ୍ୟାସ୍ତ- ଘ୬/୧୪/୧ ,ଶ୍ରାବଣ ମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଏକାଦଶୀ ମଳ ପ୍ରାତଃ ଘ୬/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ପ୍ରାତଃ ଘ୬/୨୨ମି ପରେ ନୈର୍ଋତ କୋଣରେ। ଶନିବାର, ମଳତିଥି, ଅଗନ୍ତବ୍ୟ ତିଥିହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ଏହି […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୧ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୯/୧୩ ,ସୂର୍ଯ୍ୟାସ୍ତ- ଘ୬/୧୪/୩୮ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୃଗୁ ବାସ ,ତିଥି- ଏକାଦଶୀ (ଅହୋରାତ୍ର)।ନକ୍ଷତ୍ର- ମୃଗଶିରା ନକ୍ଷତ୍ର (ଅହୋରାତ୍ର) ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସୂର୍ଯ୍ୟୋଦୟ ରୁ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ବିଛାରାଶିର ଏବଂ ଅପରାହ୍ନ ଘ୫/୩୬ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳ ଶୁକ୍ଳ […]

ଅଳ୍ପକେ ବର୍ତ୍ତିଲା ଆମ୍ବୁଲାନ୍ସ

ରାୟଗଡ଼ା,୧୦।୮(ଏସଏସନିଉଜ) ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମ୍ବୁଲାନ୍ସ।ପାସେଞ୍ଜରଟ୍ରେନ୍‌ ସହ ସାମାନ୍ୟ ଧକ୍କାହୋଇ ଅଳ୍ପକେ ବର୍ତ୍ତିଯାଇଛି।ବୃନ୍ଦାବାଡ଼ି ଛକ ନିକଟରେ ଟ୍ରେନ୍‌ ଲାଇନପାର ହେଉଥିଲା ଆମ୍ବୁଲାନ୍ସ।ଯିବା ପାଇଁ ରାସ୍ତା ନଥିଲେ ବି ଡ୍ରାଇଭର ଲାଇନ୍‌ରେ ଚଢ଼ି ଖସୁଥିଲେ।ଆମ୍ବୁଲାନ୍ସକୁ ଦେଖି ବ୍ରେକମାରି ଟ୍ରେନ୍‌ ଅଟକାଇ ଥିଲେ ଲୋକୋ ପାଇଲଟ।ଫଳରେ ଲାଇନମଝିରେ ଫସିଥିବା ଆମ୍ବୁଲାନ୍ସ ସହ ସାମାନ୍ୟ ଧକ୍କା ଲାଗିଥିଲା ଟ୍ରେନ୍‌।ରୋଗୀଛାଡ଼ି ଫେରୁଥିବା ଆମ୍ବୁଲାନ୍ସ ଏହି ଘଟଣା ଘଟିଛି।ଏହାପରେ ଘଟଣାସ୍ତଲରୁ ଡ୍ରାଇଭର ଚମ୍ପଟ ମାରିଛି।